Daily Archives

March 24, 2024

କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ ନବୀନ ଜିନ୍ଦଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ ଝଟକା ଲାଗିଛି | ବାସ୍ତବରେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ନବୀନ ଜିନ୍ଦଲ ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଛନ୍ତି । ଦଳର ବରିଷ୍ଠ ନେତା ବିନୋଦ ତାୱଡେ ପୂର୍ବତନ ସାଂସଦ ଜିନ୍ଦଲଙ୍କୁ ବିଜେପି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୨୦୨୪: ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୬୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଗୁଜରାଟ ଟାଇଟନ୍ସ

ଅହମଦାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୪ର ପଞ୍ଚମ ମ୍ୟାଚରେ ଗୁଜରାଟ୍‌ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହୋଇଛନ୍ତି। ଗୁଜରାଟ୍‌ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୬୮ ରନ୍‌ ସଂଗ୍ରହ କରିଛି। ଫଳରେ ମୁମ୍ବାଇକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୧୬୯ ରନ୍‌…
ଅଧିକ ଖବର ଦେଖନ୍ତୁ...

ଭାରତରେ ବୟସ୍କଙ୍କ ଉପରେ ଯକ୍ଷ୍ମା ଟିକାର କ୍ଲିନିକାଲ ପରୀକ୍ଷଣ ଆରମ୍ଭ କଲା ଭାରତ ବାୟୋଟେକ୍‌

ହାଇଦ୍ରାବାଦ: ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାସନାଲ୍‌ ଲିମିଟେଡ୍‌ ରବିବାର କହିଛି ଯେ ଭାରତରେ ବୟସ୍କଙ୍କ ଉପରେ ଯକ୍ଷ୍ମା ଟିକା ଏମ୍‌ଟିବିଭିଏସିର କ୍ଲିନିକାଲ୍‌ ପରୀକ୍ଷଣ ଆରମ୍ଭ ହୋଇଛି। ଭାରତ ବାୟୋଟେକ୍‌ ପକ୍ଷରୁ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ସ୍ପେନର ବାୟୋଫାର୍ମାସ୍ୟୁଟିକାଲ…
ଅଧିକ ଖବର ଦେଖନ୍ତୁ...

ଦିଗବିଜୟ ଏମିତି ଭାବିବା ବି ଉଚିତ ନୁହେଁ: ପ୍ରଜ୍ଞା ସିଂ ଠାକୁର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ରାଜଗଡରୁ ଲୋକସଭା ଟିକେଟ ପାଇବା ପରେ କହିଛନ୍ତି ଯେ ଯଦି ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କିମ୍ବା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ସୁଯୋଗ ପାଇବେ, ତେବେ ସେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି; ସମ୍ବଲପୁରରୁ ଧର୍ମେନ୍ଦ୍ର,…

ନୂଆଦିଲ୍ଲୀ/ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ରବିବାର ପଞ୍ଚମ ପର୍ଯ୍ୟାୟରେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ଓଡ଼ିଶାର ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ଘୋଷଣା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ରୋଜଗାରର ଉଚିତ ଅବସର ମିଳିବ। ରାଜନୀତି କ୍ଷେତ୍ରରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ବୃଷ: ନୂଆ ପ୍ରୋଜେକ୍ଟରେ ବନ୍ଧୁର ସାହାଯ୍ୟ ନେଇପାରନ୍ତି। ଜମିରେ ନିବେଶ ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ମତ ନିଅନ୍ତୁ। ଘରୋଇ ଜୀବନରେ ସୁଖ ବୃଦ୍ଧି ହେବ।…
ଅଧିକ ଖବର ଦେଖନ୍ତୁ...

ଚୋରି କରିବା ପୂର୍ବରୁ ବେକେରି ସାମ୍ନାରେ ‌ମହିଳାଚୋର ଯୋଗ କରୁଥିବା ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକି ଚୋର ସହିତ ଜଡ଼ିତ ରହିଛି। ଏହି ଭିଡିଓଟି ଅଷ୍ଟ୍ରେଲିଆର ବୋଲି କୁହାଯାଉଛି। ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଅଷ୍ଟ୍ରେଲିଆରୁ ସାମ୍ନାକୁ ଆସିଥିବା ଚୋରି ଘଟଣା ମାର୍ଚ୍ଚ ୩ରେ ହୋଇଥିବା କୁହାଯାଉଛି। ଭିଡିଓରେ…
ଅଧିକ ଖବର ଦେଖନ୍ତୁ...

ସିବିଆଇ ଏତଲାରେ ମହୁଆ ମୈତ୍ର ଓ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ନାମ ରହିଛି

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଦାୟର ହୋଇଥିବା ଏତଲାରେ ତୃଣମୂଳ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ମହୁଆ ମୈତ୍ର ଏବଂ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ନାମ ରହିଛି। ମାର୍ଚ୍ଚ ୨୧ ତାରିଖରେ ରୁଜୁ ହୋଇଥିବା ଏତଲାରେ ମୈତ୍ର ଓ ହିରାନନ୍ଦାନୀଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନୀ ବଣ୍ଡକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନ ବଣ୍ଡକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ବଣ୍ଡ ଜରିଆରେ ୩୮ଟି କର୍ପୋରେଟ କମ୍ପାନୀ ବିଜେପିକୁ ୨୦୦୪ କୋଟି ଟଙ୍କା ଦାନ କରିଛନ୍ତି। ପ୍ରିୟଙ୍କା ଅଭିଯୋଗ ଆଣିଛନ୍ତି ଯେ ଦେଶର ଇତିହାସରେ…
ଅଧିକ ଖବର ଦେଖନ୍ତୁ...

ବିବାହ ପରେ ବର ଓ ବଧୂଙ୍କ ନାମରେ ରୁଜୁ ହେଲା ମାମଲା

ମୁଜାଫରନଗର: ବିବାହ ଜୀବନର ଏକ ନୂଆ ଆରମ୍ଭ । ସମସ୍ତେ ଏହି ଆରମ୍ଭକୁ ସ୍ମରଣୀୟ କରିବାକୁ ଚାହିଁଥାଆନ୍ତ।  ତେଣୁ ଆଜିକାଲିର ଯୁବପିଢ଼ିମାନେ ନିଜର ବିବାହକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ଏହି ଉପାୟ ସମୟସମୟରେ ସେମାନଙ୍କୁ ମହଙ୍ଗା ବି ପଡ଼ି ଯାଉଛି। ଏମିତି ଏକ ଘଟଣା…
ଅଧିକ ଖବର ଦେଖନ୍ତୁ...