ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ତୁଷରା ଥାନା: ୪୮ ଘଣ୍ଟା ମଧ୍ୟରେ ୨ ହତ୍ୟାକାଣ୍ଡ:କକାର ଟାଙ୍ଗିଆ ଚୋଟରେ ପୁତୁରା ମୃତ

ଗୁଡ଼ଭେଲା: ବଲାଙ୍ଗୀର ଜିଲ୍ଲା ତୁଷରା ଥାନା କୁରେଭନା ଗାଁରେ ଶୁକ୍ରବାର ଭାଇର ଠେଙ୍ଗା ମାଡ଼ରେ ବଡ଼ ଭଉଣୀର ମୃତ୍ୟୁ ଘଟଣାର ୪୮ ଘଣ୍ଟା ନ ପୂରୁଣୁ ରତାଖଣ୍ଡି ଗ୍ରାମରେ କକାର ଟାଙ୍ଗିଆ ଚୋଟରେ ପୁତୁରାର ଜୀବନ ଯାଇଛି। ପୁଲିସ ସୂଚନା ଅନୁସାରେ ତୁଷରା ଥାନା ଅନ୍ତର୍ଗତ ରତାଖଣ୍ଡି ଗ୍ରାମର ଦଶରଥ ରଣାଙ୍କ…
ଅଧିକ ଖବର ଦେଖନ୍ତୁ...

ସ୍ୱାଇନ୍‌ ଫ୍ଲୁରେ ପାଟଣାଗଡ଼ କଲେଜ କର୍ମଚାରୀ ମୃତ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ସ୍ଥିତ ଜବାହରଲାଲ କଲେଜର ପଦାର୍ଥ ବିଜ୍ଞାନ ବିଭାଗ ଡେମନ୍‌ଷ୍ଟ୍ରେଟର ଭାବେ କାମ କରୁଥିବା କେଶବ ପଧାନ (୪୯) ସ୍ୱାଇନ୍‌ ଫ୍ଲୁରେ ବୁଧବାର ଭୋରରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ହସ୍‌ପିଟାଲ୍‌ରେ ପ୍ରାଣ ହରାଇଛନ୍ତି। ଏହି ଖବର ମିଳିବା ପରେ ପାଟଣାଗଡ଼ ସହରରେ…
ଅଧିକ ଖବର ଦେଖନ୍ତୁ...

ସାଲେପାଲି ଏନ୍‌କାଉଣ୍ଟର : ଜଣେ ମହିଳା ମାଓବାଦୀ ସହ ୨ ମୃତ

ବରଗଡ଼/ପାଇକମାଳ : ମଂଗଳବାର ରାତିରେ ସାଲେପାଲି ଜଂଗଲରେ ହୋଇଥିବା ଏନ୍‌କାଉଣ୍ଟରରେ ଜଣେ ମହିଳା ମାଓବାଦୀଙ୍କ ସମେତ ୨ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ବନ୍ଧୁକ, ଜୀବନ୍ତ ଗୁଳି ଏବଂ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଛି ବୋଲି ପାଇକମାଳ ଥାନାରେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଂଚଳ…
ଅଧିକ ଖବର ଦେଖନ୍ତୁ...

ଜମି ମାଫିଆ ଡନ୍‌ ଟିମନ କୁମ୍ଭାର ଗିରଫ

ବଲାଙ୍ଗୀର: ଜମି ମାଫିଆ ଡନ୍‌ ଟିମନ କୁମ୍ଭାରକୁ ବୁଧବାର ଟାଉନ ଥାନା ପୁଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁସାର ଟିମନ୍‌ ଜମି କାରବାର ନେଇ ୨ ଜଣଙ୍କୁ ଧମକ ଦେଇଥିଲା।
ଅଧିକ ଖବର ଦେଖନ୍ତୁ...

କାଠ ବୋଝେଇ ଗାଡ଼ି ଜବତ, ୨ ଗିରଫ

ଲୋଇସିଂହା: ବଲାଂଗୀର ଜିଲ୍ଲା ଲୋଇସିଂହା ଫରେଷ୍ଟ ରେଞ୍ଜ ନେଗପାଲି ଜଙ୍ଗଲରୁ ଶାକୁଆନ କାଠ ଚୋରି ହେଉଥିବା ଖବର ପାଇ ଜଙ୍ଗଲ ଓ ପୁଲିସ ବିଭାଗ ତଥା ଗ୍ରାମବାସୀମାନେ ଚଢ଼ଉ କରିଥିଲେ। କାଠ କଟାଳିମାନେ ଫେରାର ହୋଇଯାଇଥିବା ବେଳେ କାଠ ବୋଝେଇ ହୋଇଥିବା ଗାଡିର ଡ୍ରାଇଭର ଓ ତାର ସହଯୋଗୀଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ଡକାୟତି ମାମଲାରେ ସମ୍ପୃକ୍ତ ୪ କୋର୍ଟ ଚାଲାଣ

ପାଟଣାଗଡ଼: ପାଟଣାଗଡ଼ ଅଞ୍ଚଳର ବିଭିନ୍ନ ଡକାୟତି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୪ ଜଣ ଯୁବକଙ୍କୁ ଶୁକ୍ରବାର ପାଟଣାଗଡ଼ ପୁଲିସ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ୩୭ ଗ୍ରାମ ସୁନା, ୫୬ ଗ୍ରାମ ରୂପା ସହିତ ଡକାୟତିରେ ବ୍ୟବହୃତ ଏକ ଇଣ୍ଡିଗୋ ସିଏସ ଗାଡ଼ି (ଓଆର ୦୮ ଜି…
ଅଧିକ ଖବର ଦେଖନ୍ତୁ...

ସଇଁତଳା: ଟ୍ରାକ୍ଟରକୁ ପିଟିଲା କାର, ୨ ମୃତ, ୩ ଗୁରୁତର

ସଇଁତଳା: ଗତକାଲି ରାତିରେ ସଇଁତଳା ଗୋଳବାରୁଦ କାରଖାନାର ୫ ଜଣ କର୍ମଚାରୀ ଏକ କାର ଯୋଗେ ସଇଁତଳାରୁ କାରଖାନାକୁ ଫେରୁଥିବା ବେଳେ ରାସ୍ତା ଉପରେ ବ୍ରେକ୍‌ ଫେଲ ହୋଇଥିବା ଏକ ଟ୍ରାକ୍ଟର ସହିତ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ନିଲୁ ଭୋଇ (୩୬ ବର୍ଷ) ଓ ଗୋପୀନାଥ ଭୋଇ( ୩୭)ଙ୍କର ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର: ନବରାତ୍ରୀ ଦୁର୍ଗା ପୂଜା ମଣ୍ଡପ ଉପରେ ଚଢ଼ିଗଲା ପୁଲିସ ଗାଡ଼ି

ବଲାଙ୍ଗୀର: ଗତକାଲି ରାତିରେ ବଲାଙ୍ଗୀର ଜିଲ୍ଲା ମନୋହରପୁର ରିଜର୍ଭ ପୁଲିସର ଏକ ଗାଡ଼ି ତୁଳସୀନଗର ନିକଟରେ ଏକ ନବରାତ୍ରୀ ଦୁର୍ଗାପୂଜା ମଣ୍ଡପ ଉପରରେ ମାଡ଼ି ଯିବା ସହିତ ଦୁଇଟି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଛି। ଓଡ଼ି୦୫ଜି ୭୫୯୯ ନମ୍ବରର ଏହି ପୁଲିସ ଗାଡ଼ିର ଡ୍ରାଇଭର ରାକେଶ ମହାନ୍ତି…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା କପାଣି ପଞ୍ଚାୟତ ତରା ଗାଁର ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ସହ ଆକ୍ରମଣ କରାଯାଇଥିବା ନେଇ ବେଲପଡ଼ା ଥାନାରେ ଅଭିଯୋଗ ହୋଇଛି। ଦୁଷ୍କର୍ମ ଉଦ୍ୟମ କରୁଥିବା ଯୁବକଙ୍କୁ ପୁଲିସ ଗିରଫ କରି ନାହିଁ। ପୀଡିତାଙ୍କ ଅଭିଯୋଗ ଅନୁସାରେ, ତରା ଗାଁ…
ଅଧିକ ଖବର ଦେଖନ୍ତୁ...