ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଜିଲ୍ଲା ସଂପାଦକ ଅଶୋକଙ୍କ ଇସ୍ତଫା

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନମଣ୍ଡଳୀର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବ୍ଲକ ହେଉଛି ଗୁଡ଼ଭେଲା। ଏହି ବ୍ଲକର ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ଜିଲ୍ଲା ସଂପାଦକ ଅଶୋକ ଦୋରା ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତରେ ଆସିଥିବା…
ଅଧିକ ଖବର ଦେଖନ୍ତୁ...

ମା’ ଓ ଶିଶୁ ଡାକ୍ତରଖାନା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବଲାଙ୍ଗୀର ଗସ୍ତରେ ଆସି ପ୍ରାୟ ଶହେ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ଦେଇଛନ୍ତି। ଶନିବାର ଦିନ ପ୍ରାୟ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଲାଙ୍ଗୀରରେ ଆସି ପହଞ୍ଚିଥିଲେ।…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ବେଳେ ବିଜେଡିରେ ବିଦ୍ରୋହ: ଦଳରୁ ଇସ୍ତଫା ଦେଲେ ଗୁଡ଼ଭେଲା ବ୍ଲକ୍‌ ଅଧ୍ୟକ୍ଷ

ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗୀର ଗସ୍ତରେ ଆସି ୧୦୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ୫ଟି ପ୍ରକଳ୍ପକୁ ଲୋକାର୍ପଣ କରିବେ। ତେବେ ନବୀନଙ୍କ ଗସ୍ତ ଦିନ ବିଜେଡି ନେତା ତଥା ଗୁଡଭେଲା ବ୍ଲକ୍‌ ଅଧ୍ୟକ୍ଷ ଅଶୋକ ଦୋରା ଆଜି ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇ ବିଜେଡି…
ଅଧିକ ଖବର ଦେଖନ୍ତୁ...

କେବିସିରେ ୫୦ ଲକ୍ଷର ବାଜି ମାରିଲେ ବଲାଙ୍ଗୀରର ସୁନୀଲ

ବଲାଙ୍ଗୀର : ସୁନୀଲ କୁମାର ତାଣ୍ଡି। ୩୮ ବର୍ଷୀୟ ଶ୍ରୀ ତାଣ୍ଡି ହେଉଛନ୍ତି ବଲାଙ୍ଗୀର ସହରର ହାତୀପଡ଼ାର ବାସିନ୍ଦା। ୨୦୦୯ରେ ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହେବା ପରେ ୨୦୧୦ ମସିହାରୁ ସେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ…
ଅଧିକ ଖବର ଦେଖନ୍ତୁ...

ବେଆଇନ ଦାଦନ ଚାଲାଣ: ଶିଶୁ ସହ ୩୦୨ ଶ୍ରମିକ କଣ୍ଟାବାଞ୍ଜିରୁ ଉଦ୍ଧାର

ବଲାଙ୍ଗୀର/କଣ୍ଟାବାଞ୍ଜି: ‘ପୁତା, ଚାଷ୍‌ବାସ୍‌ କିଛି ନାଇଁ। କାମ୍‌ କବାର୍‌ ବି ତ ନାଇଁ ମିଲ୍‌ବାର୍‌ ଦେଖୁଛ। ମର୍‌ଡ଼ି ହେଲା। ଖେତେ ଧାନ୍‌ ନାଇଁ। କା’ଣା କର୍‌ମୁଁ କହ। ହେତିର୍‌ ଲାଗି ରାଏଜ୍‌ ବାହାର୍‌କେ ଗଲେ ଭୁତିଦୁଖ କର୍‌ମୁ, ଇଟା ଗଢ଼୍‍ମୁ ବଲି ହେଟା ଯାଉଥିଲୁଁ। ପୁଲିସ୍‌ ବାଲେ…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ୨ ଗୁରୁତର

ଟିଟିଲାଗଡ଼: ବୁଧବାର ଟିଟିଲାଗଡ଼ ବେଲଗାଁ ଜାତୀୟ ରାଜପଥ ୫୯ର ଝାରଦେବନ୍ଧ ଶିବ ମନ୍ଦିର ନିକଟରେ ଏକ ସଡ଼କ ଦୁର୍ଘଟଣା ହୋଇଯାଇଛି। ଏଥିରେ ଲଇତରା ଗାଁର ପୃଥୀରାଜ ମହାନନ୍ଦ (୩୪) ଓ ତ୍ରିନାଥ ମହାନନ୍ଦ (୫୦) ଗୁରୁତର ଆହତ ହୋଇଛି। ସେମାନଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ…
ଅଧିକ ଖବର ଦେଖନ୍ତୁ...

ସିନ୍ଧେକେଲାରୁ ୧୬ ଦାଦନ ଉଦ୍ଧାର

ସିନ୍ଧେକେଲା,: ମଙ୍ଗଳବାର ବଲାଙ୍ଗୀର ଜିଲ୍ଲାର ସୀମାନ୍ତ ସିନ୍ଧେକେଲା ଅଧୀନସ୍ଥ ଡିଆଟନ ଗାଁ ନିକଟରୁ ପୁଲିସ ୧୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ୫ଜଣ ନାବାଳକ, ଶିଶୁ ଥିବା ମଧ୍ୟ ଜଣାପଡ଼ିଛି। ପଡ଼ୋଶୀ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ରେଙ୍ଗ ଗାଁର ଏହି…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର: ପ୍ରଧାନଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଇଁତଳାସ୍ଥିତ ଏସଟିଏସସି ବାଳିକା ଉଚ୍ଚ ବିଦ୍ୟାଳୟ( କନ୍ୟାଶ୍ରମ)ର ପ୍ରଧାନ ଶିକ୍ଷକ ଭୂଗୋଳ ବନଗୁଲାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଆହରଣ କରିବା ଅଭିଯୋଗରେ ବଲାଙ୍ଗୀର ଭିଜିଲାନ୍ସର ୨ଟି ଟିମ୍‌ ଆଜି ସକାଳେ ଏକକାଳୀନ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ମାଲିକ ସହ ୪ ଥାନାରେ ଅଟକ

ଦେଓଗାଁ: ଗାଡ଼ି ଭଡ଼ା ଦେବାକୁ ଟଙ୍କା ନଥିବାରୁ ମହିଳା ପାସେଞ୍ଜରଙ୍କ ସୁନା ଗହଣା ବିକି ଭଡ଼ା ଟଙ୍କା ଆଦାୟ କରିଥିବା ଘଟଣାରେ ପୁଲିସ ସଂପୃକ୍ତ ଗାଡ଼ି ମାଲିକ, ଭଡ଼ାରେ ଯାଇଥିବା ମହିଳାଙ୍କ ସମେତ ୪ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି। ତୁଷରା ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ମେ ମାସରେ ଜଣେ…
ଅଧିକ ଖବର ଦେଖନ୍ତୁ...

ସତ୍ତା ନୁହେଁ ବ୍ୟବସ୍ଥା ବଦଳାଇବାକୁ ଲଢ଼େଇ

ବଲାଙ୍ଗୀର : ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଆମ୍‌ ଆଦମୀ ସବୁବେଳେ ଲଢ଼େଇ କରିଆସିଛି। ଆଗାମୀ ଦିନରେ ଲଢ଼େଇ ସତ୍ତା ବିରୋଧରେ ନୁହେଁ, ବ୍ୟବସ୍ଥା ବିରୋଧରେ ଲଢ଼େଇକୁ ଜୋର କରାଯିବ। ବଲାଙ୍ଗୀର ଟାଉନ୍‌ ହଲ୍‌ଠାରେ ରବିବାର ଆପ୍‌ ପକ୍ଷରୁ ଜିଲ୍ଲାକୁ ମରୁଡ଼ି ଘୋଷଣା ଦାବିରେ ଅନୁଷ୍ଠିତ ସମାବେଶରେ…
ଅଧିକ ଖବର ଦେଖନ୍ତୁ...