ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ମାତୃ ଓ ଶିଶୁ ଡାକ୍ତରଖାନା:ଅବସ୍ଥା ଓ ସମସ୍ୟା ପାଇଁ କିଏ ମୁଣ୍ଡାଇବ ଦୋଷ?

ବଲାଙ୍ଗୀର: ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା। କେଉଁଠି ଫେନ୍‌ ଘୂରୁନି ତ ଛାତରୁ ଅତଡ଼ା ଖସିଲାଣି। ଡାକ୍ତରଖାନା ନାଁରେ ଏଭଳି ଅନେକ ଅପବାଦ ରହି ଆସିଛି। ସେ ଗର୍ଭବତୀଙ୍କ ପ୍ରସବ ପାଇଁ ଲାଞ୍ଚ ନେବା ହେଉ କି ଚିକିତ୍ସାରେ ଅବହେଳା, ଏମିତି ଭିନ୍ନ ଭିନ୍ନ କାରଣ ପାଇଁ ସମାଲୋଚନାର ଶିକାର ହେବା ସହ…
ଅଧିକ ଖବର ଦେଖନ୍ତୁ...

ଦୁର୍ବୃତ୍ତ ଜାଳିଦେଲେ ୫ ଏକର ଜମିର ଧାନଖରି

ସାଲେଭଟା: ଆଗଲପୁର (ଡୁଡୁକା) ବ୍ଲକ୍‌ ନଅଗାଁ(ଖ) ଗ୍ରାମପଞ୍ଚାୟତ ସାନଟିକା ଗ୍ରାମରେ ଦୁବୃର୍ତ୍ତମାନେ ୫ଏକର ଜମିର ଧାନଖରିରେ ନିଅାଁ ଲଗାଇ ଦେଇଛନ୍ତି। ଫଳରେ ଏହା ସଂପୂର୍ଣ୍ଣ ରୂପେ ଜଳିଯାଇଛି। ସାନଟିକା ଗ୍ରାମରେ ତରଣୀ ପଧାନ ତାଙ୍କ ୨ ଏକର, ନଅଗାଁ ନିକଟ ଦାସପାଲି ଗ୍ରାମର ବିଦ୍ୟା ପଧାନଙ୍କ ୨…
ଅଧିକ ଖବର ଦେଖନ୍ତୁ...

ଆୟ ବହିର୍ଭୁତ ମାମଲା:ବଲାଙ୍ଗୀର ସିଏସ୍‌ଓଙ୍କୁ ଉଠାଇ ନେଲା ମୟୁରଭଞ୍ଜ ଭିଜିଲାନ୍ସ

ବଲାଙ୍ଗୀର: ତିନି ମାସ ତଳେ ବଲାଙ୍ଗୀର ଭିଜିଲାନ୍ସ ସହାୟତାରେ ମୟୁରଭଞ୍ଜ ଭିଜିଲାନ୍ସ ଟିମ୍‌ ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ବଲାଙ୍ଗୀର ଜିଲ୍ଲା ଯୋଗାଣ ଅଧିକାରୀ(ସିଏସ୍‌ଓ) ରଞ୍ଜନ ସେଠଙ୍କ ଘରେ ଚଢ଼ଉ କରିଥିଲା। ସେତେବେଳେ ଯୋଗାଣ ଅଧିକାରୀ ଶ୍ରୀ ସେଠଙ୍କୁ ଗିରଫ କରି ନଥିଲା ଭିଜିଲାନ୍ସ।…
ଅଧିକ ଖବର ଦେଖନ୍ତୁ...

ମହଖଣ୍ଡରେ ମାଓ-ପୁଲିସ ଗୁଳି ବିନିମୟ

ବଲାଙ୍ଗୀର: ରବିବାର ରାତିରେ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଛତରଦାଣ୍ଡି ଜଙ୍ଗଲର ମହଖଣ୍ଡ ଗାଁ ନିକଟରେ ମାଓବାଦୀ ଓ ପୁଲିସ ଗୁଳି ବିନିମୟରେ ଆହତ ହୋଇଥିବା ବେଲପଡ଼ା ବ୍ଲକ କାନୁଟ ନିବାସୀ ଏସଓଜି ଯବାନ ଚନ୍ଦ୍ରଭାନୁ ବୋଏ (୨୮)ଙ୍କୁ ଅସ୍ତ୍ରୋପଚାର ପାଇଁ ବିଶାଖାପାଟଣାର ଏକ ଘରୋଇ…
ଅଧିକ ଖବର ଦେଖନ୍ତୁ...

ମାଓ-ପୁଲିସ ଗୁଳି ବିନିମୟ, ଯବାନ ଆହତ

ବଲାଙ୍ଗୀର : ବଲାଙ୍ଗୀରର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ମହଖଣ୍ଡ ସଂରକ୍ଷିତ ଜଙ୍ଗଲରେ ରବିବାର ରାତିରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଚନ୍ଦ୍ରଭାନୁ ଭୋଇ (୨୮) ନାମକ ଜଣେ ଏସ୍‌ଓଜି ଯବାନ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ପେଟରେ ଗୁଳି ବାଜିଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଆହ୍ଵାନ ପକ୍ଷରୁ ରକ୍ତଦାନ ଶିବିର, ୧୨୩ ୟୁନିଟ୍‌ ସଂଗୃହୀତ

ଜଳେଶ୍ୱର : ଜଳେଶ୍ୱର ବ୍ଳକ ଝାଡ଼ପିପଳ ପଞ୍ଚାୟତ ବାଇଗଣବାଡ଼ିଆ ଉପ୍ରା ସ୍କୁଲରେ ସ୍ୱେଚ୍ଛାସେବୀ ସଂଗଠନ ‘ଆହ୍ଵାନ’ ପକ୍ଷରୁ ‘ସମ୍ବାଦ ଓ ଆମ ଓଡ଼ିଶା ’ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଠାରେ ୧୨୩ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ପ୍ରଧାନ…
ଅଧିକ ଖବର ଦେଖନ୍ତୁ...

ରୋଗ ପୋକ ଦାଉରେ ଚାଷୀ ସର୍ବସ୍ୱାନ୍ତ

ଲୋଇସିଂହା: ଲୋଇସିଂହା ବ୍ଲକ୍‌ ଅଞ୍ଚଳରେ ଚଳିତ ବର୍ଷ ଆବଶ୍ୟକତା ଠାରୁ କମ୍‌ ବର୍ଷା ହୋଇ ଥିବା ଯୋଗୁଁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇ ଥିଲା। ଯାହା କିଛି ରକ୍ଷା ପାଇଥିଲା ଏବେ ରୋଗ ପୋକ ଦାଉରେ ନଷ୍ଟ ହେବା ଆଶଙ୍କା ଦେଖା ଦେଇଛି। ରୋଗ ପୋକ ଦମନ ପାଇଁ ଚାଷୀ ଅଧିକ ଖର୍ଚ୍ଚାନ୍ତ ହୋଇ ବଜାରରୁ…
ଅଧିକ ଖବର ଦେଖନ୍ତୁ...

ମରୁଡ଼ି ପରେ ଚକଡ଼ା ଭୟ:କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦେଶ

ବଲାଙ୍ଗୀର: ରାଜ୍ୟର ୧୫ଟି ଜିଲ୍ଲା ମରୁଡ଼ି କବଳରେ। ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲା ମରୁଡ଼ି କବଳିତ ହୋଇଥିବା ବେଳେ ସବୁଠାରୁ ଆଗରେ ବଲାଙ୍ଗୀର, ତା’ପରେ ବରଗଡ ଓ ନୂଆପଡ଼ା ଜିଲ୍ଲା ରହିଛନ୍ତି। ତେବେ ବରଗଡ ଜିଲ୍ଲାରେ ଧାନରେ ଚକଡ଼ା ରୋଗପୋକ ଯୋଗୁଁ ଫସଲ ହାନୀ ଚାଷୀଙ୍କୁ ଚିନ୍ତିତ କରିଛି। ଜଣେ ପରେ ଜଣେ…
ଅଧିକ ଖବର ଦେଖନ୍ତୁ...

ଦେଓଗାଁରେ ସଶସ୍ତ୍ର ଡକାୟତି ଉଦ୍ୟମ, ୭ ଗୁରୁତର

ଦେଓଗାଁ: ରବିବାର ସନ୍ଧ୍ୟାରେ ଦେଓଗାଁରେ ଡକାୟତି ଉଦ୍ୟମ କରି ଗୋଟିଏ ପରିବାରର ୭ ଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଛି। ଫଳରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ୬ ଜଣଙ୍କୁ ବଲାଙ୍ଗୀର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସନ୍ଧ୍ୟା ପ୍ରାୟ ସାଢ଼େ ୬ରୁ ୭ଟା ମଧ୍ୟରେ ୫ରୁ ୭ ଜଣ ଅଜଣା ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ଲାଠୋର ଚାନ୍ଦିଲି ଜଙ୍ଗଲରେ ପୁଲିସ – ମାଓବାଦୀ ଗୁଳି ବିନିମୟ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଲାଠୋର ଥାନା ଅନ୍ତର୍ଗତ ଲାଠୋର ରିଜର୍ଭ ରେଞ୍ଜର ଚାନ୍ଦିଲି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ପୁଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ। ସର୍ଚ୍ଚ ଅପରେସନ ସମୟରେ ମାଓ କ୍ୟାମ୍ପ ଠାବ କରିବା ସହିତ ମାଓ…
ଅଧିକ ଖବର ଦେଖନ୍ତୁ...