ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ୧ ଗିରଫ

ବଲାଙ୍ଗୀର: ଲୋଇସିଂହା ବ୍ଲକ ମାହାରପାଲି ଗାଁର ଜଣେ ମହିଳାଙ୍କୁ ସେହି ଗାଁର ଜଣେ ଯୁବକ ଦୁଷ୍କର୍ମ କରିଥିବା ବଲାଙ୍ଗୀର ସଦର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଯୁବକଙ୍କୁ ପୁଲିସ ଗିରଫ କରିଛି। ବୁଧବାର ମହିଳାଙ୍କ ସ୍ୱାମୀ ଘରେ ନଥିଲେ। ଏହି ସମୟରେ ଗାଁର ମନୋଜ ପୁଟେଲ ଆସି ଅଶ୍ଳୀଳ…
ଅଧିକ ଖବର ଦେଖନ୍ତୁ...

ବିସ୍ଫୋରକ ବ୍ଲାକ୍‌ ଡିଲ୍‌ରେ ବିଜୟନଗରମ୍‌ ଲିଙ୍କ୍‌:ମାଓବାଦୀଙ୍କ ଭୂମିକା ନେଇ ବି ଚାଲିଛି ତଦନ୍ତ

ବଲାଙ୍ଗୀର: ବଲାଙ୍ଗୀର ସଦର ଥାନା ପୁଲିସ ସଦାଇପାଲିରୁ ବିପୁଳ ପରିମାଣର ବେଆଇନ ବିସ୍ଫୋରକ ଠାବ କରିଥିଲା। ଏହି ମାମଲାରେ ପୁଲିସ ତିନିଜଣଙ୍କୁ ଗିରଫ କରିଥିଲା। ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ପଚରା ଉଚୁରା କରିପାରି ନଥିଲା। ଦୁଇ ଦିନ ହେଲା ଗିରଫ ସୁଦାମ ମହାଲିଙ୍ଗ, କଣ୍ଟାବାଞ୍ଜିର…
ଅଧିକ ଖବର ଦେଖନ୍ତୁ...

ବେଆଇନ ବିସ୍ଫୋରକ ମାମଲା:କହୁଛନ୍ତି କମ୍‌, ଲୁଚାଉଛନ୍ତି ବେଶି

ବଲାଙ୍ଗୀର: ବେଆଇନ ବିସ୍ଫୋରକ ଗଚ୍ଛିତ ରଖିବା ମାମଲାରେ ବଲାଙ୍ଗୀର ସହର ଉପକଣ୍ଠ ସଦାଇପାଲି ଗାଁର ସୁଦାମ ମହାଲିଙ୍ଗଙ୍କୁ ଗିରଫ କରିଥିଲା ସଦର ପୁଲିସ। ଏହି ମାମଲା ଛାନଭିନ କଲା ବେଳେ ପୁଲିସ ଜାଲରେ ଛନ୍ଦି ହୋଇଥିଲେ ନିଲମ୍ବିତ ବିଜେପି ନେତା ମୁରାରୀ ଲାଲ ଅଗ୍ରୱାଲ ଓ ପୁଅ ମହେଶ ଅଗ୍ରୱାଲ। ସଦର ଓ…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ ପମ୍ପ ଅଫିସ୍‌ ଝରକା ତାଡ଼ି ଚୋର ନେଇଗଲେ ୫ ଲକ୍ଷ

ବଲାଙ୍ଗୀର : ବଲାଙ୍ଗୀର ଟାଉନ୍‌ ଥାନା ସାମ୍ନାରେ ତଥା ଘରୋଇ ବସ୍‌ଷ୍ଟାଣ୍ଡ ପାର୍ଶ୍ୱରେ ଥିବା ଭଜନଲାଲ ପେଟ୍ରୋଲ ପମ୍ପରେ ରବିବାର ରାତିରେ ଚୋରମାନେ ପଶି ଲକ୍ଷାଧିକ ଟଙ୍କା ନେଇଯାଇଛନ୍ତି। ଏସଂପର୍କରେ ଟାଉନ୍‌ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଛାନବିନ ଆରମ୍ଭ କରିଛି। ସୂଚନା ଅନୁସାରେ,…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ନେଇ ଚାଳକ ଚମ୍ପଟ : ସାରସବାହାଲରେ ଉଭୟ ଗୋଷ୍ଠୀ ପାଟିତୁଣ୍ଡ, ଗାଡ଼ି ଜାଳିଦେଲେ

ବଲାଙ୍ଗୀର/ଦେଓଗାଁ : ଜଣେ ବିବାହିତା ମହିଳାଙ୍କୁ ଗାଡିରେ ବସାଇ ଜଣେ ଗାଡି ଚାଳକ ସଇଁନ୍ତଳାରୁ ତୁଷୁରା ଆଡକୁ ପଳାଇ ଆସିଥିଲେ। ତେବେ ମହିଳାଙ୍କ ନିଖୋଜ ସଂପର୍କରେ ସଇଁନ୍ତଳା ଥାନାରେ ଅଭିଯୋଗ କରିବା ପରେ ତାଙ୍କୁ ଖୋଜିବା ପାଇଁ ବାହାରିଥିଲେ ପରିବାର ଲୋକେ। ତୁଷୁରା ଥାନା ଅଞ୍ଚଳରେ ଗାଡିରେ…
ଅଧିକ ଖବର ଦେଖନ୍ତୁ...

ବିଜେଡିକୁ ରାଜନୈତିକ ବାସନ୍ଦ ପାଇଁ ନିଷ୍ପତ୍ତି

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ପାଟଣାଗଡ ବଢେଇ ମିସ୍ତ୍ରୀ ସଂଘର କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ବ୍ରଜକିଶୋର ସିଂଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପାଟଣାଗଡର ଜଣେ ବିଜେଡି କର୍ମୀ ଗତ ୨୪ ତାରିଖ କୋଶଳ ମହାବନ୍ଦ ଦିନ…
ଅଧିକ ଖବର ଦେଖନ୍ତୁ...

ଆନ୍ତରାଜ୍ୟ ଲୁଟେରା ଦଳ ଠାବ

ବଲାଙ୍ଗୀର, ବରଗଡ଼ ଓ ଛତିଶଗଡରେ ୧୦ ମାମଲା ବଲାଙ୍ଗୀର : ବଲାଙ୍ଗୀର ସଦର ଥାନା ଜିରାଟମାଲ ଗାଁର ରତନ ଜୁଏଡଙ୍କ ପୁଅ ଟିକେମନ ଜୁଏଡ ଓ ତାଙ୍କ ସ୍ତ୍ରୀ ଗତ ୯ ତାରିଖରେ ଚୁଡାପାଲି ଏସ୍‌ବିଆଇକୁ ଟଙ୍କା ଉଠାଇବାକୁ ଆସିଥିଲେ। ବ୍ୟାଙ୍କରୁ ୩୮ହଜାର ଟଙ୍କା ଉଠାଇଥିଲେ ଟିକେମନ। ଚୁଡାପାଲି ସିଏଚ୍‌ସି…
ଅଧିକ ଖବର ଦେଖନ୍ତୁ...

ମୁରିବାହାଲରୁ ୧୨ ଦାଦନ ଉଦ୍ଧାର

ମୁରିବାହାଲ : ମୁରିବାହାଲ ବ୍ଲକ୍‌ କାର୍ଯ୍ୟାଳୟଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଏକ ପଡ଼ାର ୧୨ରୁ ଅଧିକ ଦାଦନ ସୁଦୂର ଆନ୍ଧ୍ରପ୍ରଦେଶକୁ ଇଟା ଗଢ଼ିବା ପାଇଁ ଯାଉଥିବା ବେଳେ ମୁରିବାହାଲ ପୁଲିିସ ଦ୍ୱାରା ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୁରିବାହାଲ ଥାନାର ଏଏସ୍‌ଆଇ ରବିନାରାୟଣ…
ଅଧିକ ଖବର ଦେଖନ୍ତୁ...

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୭ ଆହତ

ଜମନକିରା/ବୁର୍ଲା: ୫୩ ନମ୍ବର ଜାତୀୟ ରାଜପଥର ଜମନକିରା ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଶୁକ୍ରବାର ସକାଳେ ଶ୍ରୀ ଓମ୍‌ ଯାତ୍ରୀବାହୀ ବସ୍‌ (ଓଆର୍‌ ୧୫ଏନ୍‌-୧୫୯୫) ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ଯାତ୍ରୀ ବେନିଆ ମିଞ୍ଜଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଛେଳି ଚୋରି ମହଙ୍ଗା ପଡ଼ିଲା : ଦୁଇ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଲୋକେ

ବଲାଙ୍ଗୀର : ଛେଳି ଚୋରିକୁ କେନ୍ଦ୍ର କରି ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଭାଲେର ଗାଁରେ ଉତ୍ତେଜନା ଦେଖା ଦେଇଛି। ପୁଇଁତଳା ବ୍ଲକ ଫଟକରା ଗାଁର ରାଜୁ ନାଗଙ୍କ ସ୍ତ୍ରୀ ଛେଳି ଚରାଉଥିଲେ। ଦିନ ବେଳା ଦୁଇଟି ବାଇକ୍‌ରେ ୪ଜଣ ଯୁବକ ଆସିଥିଲେ। ଦୁଇଟି ଛେଳିକୁ ଉଠାଇ ନେଇ ଫେରାର୍‌…
ଅଧିକ ଖବର ଦେଖନ୍ତୁ...