ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

୧୬ ଦାଦନ ଉଦ୍ଧାର, ସର୍ଦ୍ଦାର ଗିରଫ

ସିନ୍ଧେକେଲା : ସିନ୍ଧେକେଲା ନିକଟସ୍ଥ ବଠର୍ଲା ଖ୍ରୀଷ୍ଟିଆନ ପଡ଼ା ନିକଟରୁ ପୁଲିସ ୧୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ୯ ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି। ଭୁଷାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଟିଟିସିଲେଟ ଗାଁରୁ କଳାହାଣ୍ଡି ଜିଲ୍ଲା ଭାଟିପଡ଼ା ଗାଁର ଦାଦନ…
ଅଧିକ ଖବର ଦେଖନ୍ତୁ...

ଡମନୀଚୁଆଁ ଗିରି ମାଝୀ ହତ୍ୟା ମାମଲା:ମୁଖ୍ୟ ଅଭିଯୁକ୍ତ ବାବା ସମେତ ୩ ଅଟକ

ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଡମନୀଚୁଆଁ (ସାନଡୁଙ୍ଗୁରୀ) ଗାଁର ଗିରି ମାଝୀ(୨୫) ହତ୍ୟା ମାମଲାରେ ପୁଲିସ ଶୁକ୍ରବାର ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଅଟକମାନେ ହେଲେ ବେଲପଡ଼ା ଥାନା ଥୁଡ଼ିବାହାଲ ଗାଁର ଧନେଶ୍ୱର ମାଝୀ ଓରଫ ଲଡୁ ବାବା, ଭାଲୁଖାଇ ଗାଁର ବୈକୁଣ୍ଠ ମାଝୀ ଏବଂ…
ଅଧିକ ଖବର ଦେଖନ୍ତୁ...

୯ ବେଆଇନ ଗ୍ୟାସ ସିଲିଣ୍ଡର ଜବତ

ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କଁସିଲ ଗାଁର ମକରନ୍ଦ ସାହୁଙ୍କ ଘରେ ଯୋଗାଣ ବିଭାଗ ଚଢ଼ଉ କରି ୨୯ଟି ବେଆଇନ୍‌ ଗ୍ୟାସ୍‌ ସିଲିଣ୍ଡର ଜବତ କରିଛି। ମକରନ୍ଦ ବହୁ ଦିନରୁ ବେଆଇନ ଭାବେ ଗ୍ୟାସ୍‌ ବେପାର କରୁଥିବା ନେଇ ଅଭିଯୋଗ ହୋଇଥିଲା। ଫଳରେ ଟିଟିଲାଗଡ଼ ଉପ-ଜିଲ୍ଲାପାଳଙ୍କ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମରେ ବିଫଳ ପରେ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

ବେଲପଡ଼ା/ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ଥାନା ଅଞ୍ଚଳରେ ଜଣେ ଯୁକ୍ତ ୩ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମରେ ବିଫଳ ହେବା ପରେ ମରଣାନ୍ତକ ଆକ୍ରମଣ କରିଛି ଜଣେ ଯୁବକ। ତେବେ ପୁଲିସ ଅଭିଯୁକ୍ତକୁ ଧରି ଥାନାରେ ଅଟକ ରଖିଛି। ବେଲପଡ଼ା ଥାନା ଅନ୍ତର୍ଗତ ଏକ ଗାଁରେ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ କରି ନ ପାରି ଯୁବତୀଙ୍କ ମୁହଁରେ ପଥର ଛେଚିଦେଲା ଯୁବକ

ବଲାଙ୍ଗୀର: ଆଜି ସକାଳେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଯୁବ ଗ୍ରାମର ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି। ମାତ୍ର ଯୁବତୀଙ୍କ ବିରୋଧ ଯୋର୍ଗୁ ଦୁଷ୍କର୍ମ କରିବାରେ ବିଫଳ ହୋଇଥିିବା ଅଭିଯୁକ୍ତ ଯୁବକ ଜଣକ ଏକ ପଥରରେ ଯୁବତୀଙ୍କ ମୁହଁକୁ ଛେଚି ଦେଇଛି। ଗୁରୁତର…
ଅଧିକ ଖବର ଦେଖନ୍ତୁ...

ରାସ୍ତା କଡ଼ରେ ଡ୍ରେନ ନାହିଁ, ବଡ଼ବନ୍ଧବାସୀ ହନ୍ତସନ୍ତ

ଦେଓଗାଁ: ଦେଓଗାଁ ବ୍ଲକ୍‌ ବଡ଼ବନ୍ଧ ଗାଁ ରାସ୍ତା କଡ଼ରେ ଡ୍ରେନ୍‌ ନଥିବାରୁ ରାସ୍ତା ଉପରେ ମଇଳା ପାଣି ଜମି ରହୁଛି। ଫଳରେ ଗ୍ରାମବାସୀ ବହୁ ଅସୁବିଧା ଭୋଗ କରୁଥିବା ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କଠାରୁ ପ୍ରକାଶ ଯେ, ଏହି ଗାଁକୁ ପାନୀୟ ଜଳ ଯୋଗାଇବା ପାଇଁ ସିକୁଆଁ ନଦୀକୂଳରୁ ବ୍ୟବସ୍ଥା…
ଅଧିକ ଖବର ଦେଖନ୍ତୁ...

ବିଭାଗ ବଦଳିଲେ ନିୟମ ବଦଳେ କି?ଝାରସୁଗୁଡ଼ାରେ ଆକ୍ସନ, ବଲାଙ୍ଗୀରରେ ନୋ ରିଆକ୍ସନ

ବଲାଙ୍ଗୀର: ଦୁଇଟି ଘଟଣା। ଗୋଟିଏ ଝାରସୁଗୁଡ଼ା ଜିଲ୍ଲା ଓ ଅନ୍ୟଟି ବଲାଙ୍ଗୀର ଜିଲ୍ଲାରେ ଘଟିଛି। ଝାରସୁଗୁଡ଼ା ମାମଲାରେ ତୁରନ୍ତ ସରକାରୀ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି। କିନ୍ତୁ ବଲାଙ୍ଗୀର ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ବିଭାଗ ଅଲଗା ହେଲେ ଆଇନ ବଦଳିଯାଏ କି?…
ଅଧିକ ଖବର ଦେଖନ୍ତୁ...

ଭିନ୍ନକ୍ଷମ ଶ୍ରମିକଙ୍କୁ ଦାଦନ ସର୍ଦ୍ଦାରଙ୍କ ଛୁରାମାଡ଼

ଖପ୍ରାଖୋଲ : ବଇନା ନେଇ ଠିକ୍‌ ସମୟରେ ଦାଦନ ଖଟିବାକୁ ଯାଇ ନପାରିବାରୁ ଜଣେ ଭିନ୍ନକ୍ଷମ ଶ୍ରମିକ ନରସିଂହ ମାଝୀ ସର୍ଦ୍ଦାର ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଚିକିତ୍ସା ପାଇଁ ଖପ୍ରାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ନରସିଂହଙ୍କ ଘର…
ଅଧିକ ଖବର ଦେଖନ୍ତୁ...

ମାତୃଭାଷା ସମୃଦ୍ଧ ନ ହେଲେ ଗଣତନ୍ତ୍ର ପ୍ରତି ବିପଦ

ବଲାଙ୍ଗୀର : ଗଣତନ୍ତ୍ର ବ୍ୟବସ୍ଥାରେ ବିଭେଦ ସୃଷ୍ଟି କରିବା ସକାଶେ ସମାଜରେ ବହୁ ଧୁରନ୍ଧର ଅଛନ୍ତି। ଏଭଳି ବିଷମ ପରିସ୍ଥିତି ମଧ୍ୟରେ ବି ନିଜ ମାତୃଭାଷାକୁ ବଞ୍ଚାଇବାକୁ ହେବ। ଖାଲି ସେତିକି ନୁହେଁ, ମାତୃଭାଷାକୁ ସମୃଦ୍ଧ କରିବା ପାଇଁ ଏବେଠୁ ସଂକଳ୍ପ ନେବାକୁ ପଡ଼ିବ। କାରଣ ଭାଷା ବିନା ମଣିଷର…
ଅଧିକ ଖବର ଦେଖନ୍ତୁ...

ଲୋଇସିଂହା: ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ଲୋଇସିଂହା : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍‌ ଉପରବାହାଲ ଗାଁର ସୁବାସ ଭୋଇ (୪୦) ନାମକ ଜଣେ ଚାଷୀ ଗୁରୁବାର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବିଷ ପିଇଥିବା ଖବର ପାଇବା ପରେ ପରିବାର ବର୍ଗ ତାଙ୍କୁ ବଲାଙ୍ଗୀର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...