ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ବଲାଙ୍ଗୀର: ପାଟଣାଗଡ଼ରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ, ୨ ଗିରଫ

ବଲାଙ୍ଗୀର: ପାଟଣାଗଡ଼ ଜଙ୍ଗଲରୁ ଗୁରୁବାର ବିପୁଳ ପରିମାଣରେ ବିସ୍ଫୋରକ ଜବତ ହୋଇଛି। ମିଳିଥିବା ସୂଚନା ଅନୁସାରେ ୬୭,୪୯୮ଟି ଇଲେକ୍ଟ୍ରୋନିକ ଡିଟୋନେଟର ଜବତ ହୋଇଛି। ଡୁଙ୍ଗୁରିପାଲି ଜଙ୍ଗଲରେ ଥିବା ଏକ ଜଙ୍ଗଲରୁ ଏହା ଜବତ ହୋଇଥିବା ସୂଚନା ମିଳିଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଅନଶନକାରୀଙ୍କ ସହ ନରସିଂହଙ୍କ ଆଲୋଚନା

ବଲାଙ୍ଗୀର: ନାଗରିକର ମୌଳିକ ଅଧିକାରକୁ କୌଣସି ବ୍ୟକ୍ତି କିମ୍ବା ସରକାର ଛଡ଼ାଇ ନେଇ ପାରିବେ ନାହିଁ। ତେଣୁ ଅନଶନରେ ଥିବା ପାରା ମେଡ଼ିକାଲ କର୍ମଚାରୀମାନେ ନ୍ୟାୟ ସଙ୍ଗତ ଅଧିକାର ପାଇବାକୁ ହକ୍‌ଦାର। ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଷ୍ଟ୍ରଗଲିଂ ୟୁଥ୍‌ ଓଡ଼ିଶା ନେତୃତ୍ୱରେ ଅନଶନ…
ଅଧିକ ଖବର ଦେଖନ୍ତୁ...

ବେଆଇନ୍‌ ବିସ୍ଫୋରକ ଗୋଦାମରେ ଚଢ଼ଉ

ବଲାଙ୍ଗୀର : ବଲାଙ୍ଗୀର ସହର ଉପକଣ୍ଠରେ ଚାଲିଥିବା ବେଆଇନ ବିସ୍ଫୋରକ ଚୋରା କାରବାରର ପର୍ଦାଫାସ୍‌ କରିଛି ପୁଲିସ। ଏଠାରେ ଥିବା ସଦାଇପାଲି ଗାଁରେ ଚଢ଼ଉ କରି ସୁଦାମ ମହାଲିଙ୍ଗକୁ ଧରିବା ସହ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି। ସୁଦାମଙ୍କ ପାଖରେ ବିସ୍ଫୋରକ ଲାଇସେନ୍ସ ନଥିବା ବେଳେ ସେ ବେଧଡ଼କ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର: ପୁଣି ଜୀବନ ହାରିଲେ ଜଣେ ଚାଷୀ

ବଲାଙ୍ଗୀର: ସଦର ଥାନା ଅଞ୍ଚଳର ସେମେଲିଆ ଗ୍ରାମର ଚାଷୀ ସୁଶିଳ ସୁନା ବୁଧବାର ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ମରୁଡ଼ି ଓ ଚକଡ଼ା ପୋକ ଯୋଗୁଁ ଫସଲ ନଷ୍ଟ ହେବାରୁ ସୁଶିଳ ଗତ ନଭେମ୍ବର ୧୨ରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସେ ଋଣ କରି ଚାଷ କରିଥିବା ବେଳେ ସେଥିରୁ ୨ଏକର ଫସଲ ନଷ୍ଟ ହୋଇ…
ଅଧିକ ଖବର ଦେଖନ୍ତୁ...

ହାତୀ ଶାବକର ମୃତ ଦେହ ଉଦ୍ଧାର

ସାଲେଭଟା: ଆଗଲପୁର (ଡୁଡୁକା) ବକଟି ଜଙ୍ଗଲରେ ଏକ ହାତୀ ଶାବକର ମୃତଦେହ ମିଳିଛି। ଖବରପାଇ ସାଲେଭଟା ଫରେଷ୍ଟର ସୁନୀଳ ମିଶ୍ର, ଏସସିଏଫ ଗୌତମ ନାଏକ ଘଟଣାର ଅନୁଧ୍ୟାନ କରିଛନ୍ତି। ଆଗଲପୁର ପ୍ରାଣୀଧନ ଚିକିତ୍ସକ ହିମାଂଶୁ ନାଏକ ଶବ ବ୍ୟବଚ୍ଛେଦ ପରେ ଜଙ୍ଗଲରେ ଏହି ମୃତ ହାତୀଛୁଆକୁ ପୋତି ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ଦଦରା ଖୁଣ୍ଟରେ ବିଦ୍ୟୁତ ଯୋଗାଣ, ବିପଦ ଆଶଙ୍କା

ଡୁଡୁକା: ଆଗଲପୁର (ଡୁଡୁକା) ବ୍ଲକ୍‌ ସଦର ମହକୁମା ଡୁଡୁକା ଗ୍ରାମପଞ୍ଚାୟତ ଓ ଜଗନ୍ନାଥ ମନ୍ଦିର ଛକରେ ବହୁ ଦିନ ହେଲା ଥିବା ଦଦରା ବିଦ୍ୟୁତଖୁଣ୍ଟରେ ବିଦ୍ୟୁତ ଯୋଗାଣକୁ ନେଇ ସାଧାରଣରେ ଅସନ୍ତୋଷ ତେଜୁଛି। ଏହି ଦଦରା ଖୁଣ୍ଟଟି କେଉଁ ମୁହୂର୍ତ୍ତରେ ଭାଙ୍ଗିପଡ଼ି ସାଧାରଣ ଲୋକର ଜୀବନ ନେବ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର ଓ ମୟୁରଭଞ୍ଜରେ ପୁଣି ୨ଜଣ ଚାଷୀ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର/ବାରିପଦା: ବଲାଙ୍ଗୀର ଓ ମୟୁରଭଞ୍ଜ ଜିଲ୍ଲାରେ ରବିବାର ପୁଣି ଥରେ ୨ଜଣ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ବଲାଙ୍ଗୀର ସଦର ଥାନା ଅଞ୍ଚଳର ସେମେଲିଆ ଗ୍ରାମର ସୁଶିଳ ସୁନା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ମରୁଡ଼ି ଓ ଚକଡ଼ା ପୋକ ଯୋଗୁଁ ଫସଲ ନଷ୍ଟ…
ଅଧିକ ଖବର ଦେଖନ୍ତୁ...

ଟିଟିଲାଗଡ଼ ରେଳବାଇ ହକର ସଂଘର ବିକ୍ଷୋଭ

ଟିଟିଲାଗଡ଼: ଟିଟିଲାଗଡ଼ ରେଳ ଷ୍ଟେସନରେ ଆର୍‌ପିଏଫ କଟକଣାକୁ ବିରୋଧ କରି ଶୁକ୍ରବାର ରେଳବାଇ ହକର ସଂଘ ପକ୍ଷରୁ ଷ୍ଟେସନ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତା ତଥା ସଦସ୍ୟ ସ୍ଥାନୀୟ ହିନ୍ଦୀ ହାଇସ୍କୁଲ ଛକରୁ…
ଅଧିକ ଖବର ଦେଖନ୍ତୁ...

ଦୁର୍ଦ୍ଦିନରେ କୁକୁଡ଼ା ଚାଷୀ:ସରକାରୀ ନୀତି ନେଇ ଅସନ୍ତୋଷ

ବଲାଙ୍ଗୀର: ପ୍ରଦ୍ୟୁମ୍ନ ବାବୁ। ବଲାଙ୍ଗୀର-ସମ୍ବଲପୁର ରୋଡ୍‌ ସାଉନ୍ତପୁରରେ ରହିଛି ତାଙ୍କର କୁକୁଡ଼ା ଫାର୍ମ। ୧୦ ବର୍ଷ ତଳେ ଋଣ କରି କୁକୁଡ଼ା ଫାର୍ମ କରିଥିଲେ। କୁକୁଡ଼ା ଚିଆଁ ଆଣି ସେମାନଙ୍କୁ ଖାଇବାକୁ ଦେଇ ବଢ଼ାଉଥିଲେ। ବଜାରକୁ ବିକ୍ରି ପାଇଁ ଦେଉଥିଲେ। ରୋଜଗାର ହେଉଥିଲା। ହେଲେ ବଡ଼ ବଡ଼…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ମନ୍ତ୍ରୀ ମୁରଲି ଗୁରୁଙ୍କ ପରଲୋକ

ବଲାଙ୍ଗୀର : ପୂର୍ବତନ ମନ୍ତ୍ରୀ ମୁରଲୀ ଗୁରୁଙ୍କ ଗୁରୁବାର ସଂଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଜଣେ ସରଳ, ଅମାୟିକ ଅଣକଂଗ୍ରେସୀ ରାଜନେତା ଭାବେ ଜଣାଶୁଣା ସ୍ୱର୍ଗତ ଗୁରୁଙ୍କ ଜନ୍ମ ବଲାଙ୍ଗୀର…
ଅଧିକ ଖବର ଦେଖନ୍ତୁ...