ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ଗାଁ ମୁହାଁ ନକଲି ନୋଟ୍‌ : ସୋନପୁର ଜିଲ୍ଲାରୁ ୩ ଗିରଫ

ବଲାଙ୍ଗୀର : ପଶ୍ଚିମ ଓଡ଼ିଶାର ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ବ୍ୟାପକ ନକଲି ନୋଟ୍‌ କାରବାର ଚାଲିଛି। କିଛି ଦିନ ତଳେ ବରଗଡ଼ ଜିଲ୍ଲା ପୁଲିସ ନକଲି ନୋଟ୍‌ କାରବାରର ଧରପଗଡ଼ କରିଥିବା ବେଳେ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ସହ ବିଭିନ୍ନ ଅଞ୍ଚଳରେ ମଧ୍ୟ ନକଲି ନୋଟ୍‌ ପ୍ରସଙ୍ଗ ସାମ୍ନାକୁ ଆସୁଛି। ତେବେ…
ଅଧିକ ଖବର ଦେଖନ୍ତୁ...

୪୬ କେଜି ଗଂଜେଇ ସହ ୪ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଅବକାରୀ ମୋବାଇଲ୍‌ ସ୍କ୍ଵାଡ ନେତୃତ୍ୱରେ ଗୁରୁବାର ପୁଇଁନ୍ତଳା ଥାନା ଅନ୍ତର୍ଗତ ଭଦ୍ରାପାଲି ଗାଁରେ ଚଢଉ କରାଯାଇ ୪୬ କେଜି ଗଂଜେଇ ଜବତ କରାଯାଇଛି। ଗୁରୁବାର ମୋବାଇଲ୍‌ ସ୍କ୍ଵାଡର ଇନ୍ସପେକ୍ଟର ଦେବାଶିଷ ପଟେଲ, ଏସ୍‌ଆଇ ଶଶିକାନ୍ତ ଦତ୍ତ, ଏସ୍‌ଆଇ ଉଦେଲାଲ ନାଏକ,…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର: ବସକୁ ପଛରୁ ପିଟିଲା ଟ୍ରକ, ୧୨ ଆହତ

ବଲାଙ୍ଗୀର: ଗତକାଲି ରାତିରେ କଟକ ଜିଲ୍ଲା ବଡ଼ାମ୍ବା ନରସିଂହପୁରରୁ ବଲାଙ୍ଗୀରର ପାଟଣାଗଡ଼କୁ ଯାଉଥିବା ଶ୍ରୀରାମ ନାମକ ଏକ ଘରୋଇ ବସକୁ ପୁଇଁତଳା ନିକଟରେ ପଛପଟୁ ଏକ ଟ୍ରକ୍‌ ଧକ୍କା ଦେଇଛି। ଫଳରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୭ ଜଣଙ୍କ ଅବସ୍ଥା…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର: ଟ୍ରେନ ଆଗକୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା

ବଲାଙ୍ଗୀର: ଆଜି ସକାଳେ ବଲାଙ୍ଗୀର ଜିଲ୍ଲା ଜମଗାଁ ମହାବିଦ୍ୟାଳୟର ଜଣେ ଛାତ୍ରୀ ଟ୍ରେଡ଼୍‍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀଙ୍କ ନାମ ରଶ୍ମିତା ସାହୁ। ସେ ଖମାରମୁଣ୍ଡା ନିକଟରେ ଟ୍ରେନ୍‌ ଆଗକୁ ଡେଇ ଆତ୍ମହତ୍ୟା କରିଛନ୍ତି। ଖବରପାଇ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ପ୍ରତିବାଦରେ ତୁଷରା ବନ୍ଦ

ଗୁଡ଼ଭେଲା: ଗତ ବର୍ଷ ଅଗଷ୍ଟ ମାସରେ ‘ରୁର୍ବାନ ମିସନ’ରେ ତୁଷରାକୁ ସାମିଲ କରାଯାଇଥିଲା। ମାତ୍ର ପରବର୍ତ୍ତି ସମୟରେ ତୁଷରାକୁ ତାଲିକାରୁ ସମ୍ପୂର୍ଣ୍ଣ ବାଦ ଦିଆଯାଇଛି। ତୁଷରା ପରିବର୍ତ୍ତେ ବଲାଙ୍ଗୀର ନିକଟବର୍ତ୍ତୀ ଶବତଲାକୁ ତାଲିକାଭୁକ୍ତ କରାଯାଇଛି। ଏହାର ପ୍ରତିବାଦରେ ଶୁକ୍ରବାର ୧୨ ଘଣ୍ଟିଆ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀରରେ ପୁଣି ଚିଟ୍‌ଫଣ୍ଡ ସଂସ୍ଥା!

ବଲାଙ୍ଗୀର : ଟଙ୍କା ଲୋଭ ଦେଖାଇ, ଲାଭ ପାଇବାର ଆଶା ଲୋକଙ୍କ ମନରେ ତିଆରି କରାନ୍ତି। ତା’ପରେ ମଧୁର କଥାରେ ଛନ୍ଦି ଚାଲନ୍ତି। ପକେଟ୍‌ରୁ ମୋଟା ଟଙ୍କା ନକାଢିବା ଯାଏ ପଛେ ପଛେ ଲାଗିଥାନ୍ତି। ତା’ପରେ ଫିକ୍ସ ଡିପୋଜିଟ୍‌, ଆର୍‌ଡି ଭଳି ବିଭିନ୍ନ ଜମା ଯୋଜନା ନାଁରେ ଟଙ୍କା ଝଡାଇବା ପରେ ବିଶ୍ୱାସ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ସହ ବାଇକ୍‌ ଜବତ, ୨ ଗିରଫ

ସୋନପୁର: ସୋନପୁର ପୁଲିସ ଚଢ଼ଉ କରି ୭ କେଜି ଗଂଜେଇ ଏବଂ ଏକ ବାଇକକୁ ଜବତ କରିବା ସହିତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ବାଇକ (ଓଆର ୧୫ ଏନ ୬୪୪୪)ରେ ମନମୁଣ୍ଡା ପଟୁ ଗଂଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଚଢ଼ଉ କରାଯାଇଥିଲା। କୁଞ୍ଜ ଛକ…
ଅଧିକ ଖବର ଦେଖନ୍ତୁ...

ହକ୍‌ ପାଇଁ ଆନ୍ଦୋଳନ:ଅଙ୍ଗନବାଡ଼ି ଓ ମନରେଗା ଠପ୍‌

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା। ସବୁଦିନ ଏଠି କିଛିନା କିଛି ଆନ୍ଦୋଳନ, ବିକ୍ଷୋଭ। ବିଭିନ୍ନ ବର୍ଗର ଲୋକେ ହକ୍‌, ଦାବି ରଖି ରାସ୍ତାକୁ ଓହ୍ଲାନ୍ତି। କିନ୍ତୁ ଗଲା କିଛି ଦିନ ହେବ ଜିଲ୍ଲାରେ ଅଙ୍ଗନବାଡି କର୍ମଚାରୀମାନେ ଜାରି ରଖିଛନ୍ତି ଆନ୍ଦୋଳନ। ସେହିପରି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ…
ଅଧିକ ଖବର ଦେଖନ୍ତୁ...

ତୁଷରା ଥାନା: ୪୮ ଘଣ୍ଟା ମଧ୍ୟରେ ୨ ହତ୍ୟାକାଣ୍ଡ:କକାର ଟାଙ୍ଗିଆ ଚୋଟରେ ପୁତୁରା ମୃତ

ଗୁଡ଼ଭେଲା: ବଲାଙ୍ଗୀର ଜିଲ୍ଲା ତୁଷରା ଥାନା କୁରେଭନା ଗାଁରେ ଶୁକ୍ରବାର ଭାଇର ଠେଙ୍ଗା ମାଡ଼ରେ ବଡ଼ ଭଉଣୀର ମୃତ୍ୟୁ ଘଟଣାର ୪୮ ଘଣ୍ଟା ନ ପୂରୁଣୁ ରତାଖଣ୍ଡି ଗ୍ରାମରେ କକାର ଟାଙ୍ଗିଆ ଚୋଟରେ ପୁତୁରାର ଜୀବନ ଯାଇଛି। ପୁଲିସ ସୂଚନା ଅନୁସାରେ ତୁଷରା ଥାନା ଅନ୍ତର୍ଗତ ରତାଖଣ୍ଡି ଗ୍ରାମର ଦଶରଥ ରଣାଙ୍କ…
ଅଧିକ ଖବର ଦେଖନ୍ତୁ...

ସ୍ୱାଇନ୍‌ ଫ୍ଲୁରେ ପାଟଣାଗଡ଼ କଲେଜ କର୍ମଚାରୀ ମୃତ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ସ୍ଥିତ ଜବାହରଲାଲ କଲେଜର ପଦାର୍ଥ ବିଜ୍ଞାନ ବିଭାଗ ଡେମନ୍‌ଷ୍ଟ୍ରେଟର ଭାବେ କାମ କରୁଥିବା କେଶବ ପଧାନ (୪୯) ସ୍ୱାଇନ୍‌ ଫ୍ଲୁରେ ବୁଧବାର ଭୋରରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ହସ୍‌ପିଟାଲ୍‌ରେ ପ୍ରାଣ ହରାଇଛନ୍ତି। ଏହି ଖବର ମିଳିବା ପରେ ପାଟଣାଗଡ଼ ସହରରେ…
ଅଧିକ ଖବର ଦେଖନ୍ତୁ...