ଆଠଗଡ଼ରେ ପୁଣି ଏକ ହାତୀର ମୃତ୍ୟୁ

କଟକ: ଆଠଗଡ଼ରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ସଂଖପୋଇ ଜଙ୍ଗଲ ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାଯାଇଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ହାତୀଟିର ବୟସ ପାଖାପାଖି ୧୫ରୁ ୨୦ ବର୍ଷ ହେବ ବୋଲି କୁହାଯାଉଛି। ଏନେଇ ସୂଚନା ଦେଛନ୍ତି ଖୁଣ୍ଟୁଣୀ ରେଞ୍ଜର ନୀଳମାଧବ ସାହୁ।

ସମ୍ବନ୍ଧିତ ଖବର