ଅନୁସନ୍ଧାନ କରୁଥିବା ବର୍ଗ

ଗଜପତି

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ; ୨ଜଣ ଅଭିଯୁକ୍ତ ଗିରଫ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୁଲିସ ଆଜି ଗୋଟିଏ ଠକ ଗ୍ୟାଙ୍ଗର ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତୃତୀୟ ବ୍ୟକ୍ତିଙ୍କୁ ଖୋଜୁଛି। ଏହି ସମ୍ପର୍କରେ ସ୍ଥାନୀୟ ଆଦର୍ଶ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା ଏବଂ ଗଣମାଧ୍ୟମକୁ ତଥ୍ୟ ଦେଇଥିଲେ ଉପଖଣ୍ଡ…
ଅଧିକ ଖବର ଦେଖନ୍ତୁ...

ନୂଆଗଡ ବ୍ଲକରେ ଭୂସ୍ଖଳନ; ଶହଶହ ଏକର ଜମି ଜଳମଗ୍ନ, ମୁଣ୍ଡରେ ହାତଦେଇ ବସିଲେ ଚାଷୀ

ରା.ଉଦୟଗିରି:-ଲଗାଣ ବର୍ଷା ସାଧାରଣ ଲୋକଙ୍କ ଧନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। କିଛିଦିନ ପୂର୍ବରୁ ଗଜପତି ଜିଲ୍ଲା ନୂଆଗଡ ବ୍ଲକର ପରିମଳ ପଞ୍ଚାୟତସ୍ଥିତ ନୂଆପଲ୍ଲୀ ଅଞ୍ଚଳରେ ଭୂସ୍ଖଳନ ଘଟିଥିଲା। ଗତକାଲି ରାତିରୁ ପୁନର୍ବାର ଭୂସ୍ଖଳନ ଘଟିବା ଫଳରେ ଲୋକେ ଘରଦ୍ୱାର ଛାଡି ଭୟଭୀତ ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

କାମ୍ପ ସମ୍ପ୍ରଦାୟର ଲୋକଙ୍କୁ ଓବିସି ମାନ୍ୟତା ଦାବି: ଭୁବନେଶ୍ୱର ଗସ୍ତରେ ପ୍ରତିନିଧି ଦଳ

ପାରଳାଖେମୁଣ୍ଡି: ତେଲୁଗୁ ଭାଷୀ କାମ୍ପ ସମ୍ପ୍ରଦାୟଙ୍କୁ ପଛୁଆ ବର୍ଗର ମାନ୍ୟତା (ଓବିସି) ଦାବି କରି ଗଜପତି ଜିଲ୍ଲାର ୧୨୦ରୁ ଅଧିକ ପ୍ରମୁଖ ରାଜନୈତିକ ଓ ଅଣ ରାଜନୈତିକ ବ୍ୟକ୍ତି ଭୁବନେଶ୍ୱରରେ କିଛି ପ୍ରମୁଖ ନେତା ଏବଂ ମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏମାନଙ୍କର ନେତୃତ୍ବ ନେଇଥିଲେ ଡ଼…
ଅଧିକ ଖବର ଦେଖନ୍ତୁ...

ପାରଳା ସଶସ୍ତ୍ର ସଂଗ୍ରାମକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପ୍ରସଙ୍ଗ: ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଓଡ଼ିଶା…

ପାରଳାଖେମୁଣ୍ଡି : ପାରଳା ସଶସ୍ତ୍ର ସଂଗ୍ରାମକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି। ଏଦିଗରେ ସବିଶେଷ ଅନୁଧ୍ୟାନ କରିବା ସହିତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଏହି ଚିଠିରେ ପରାମର୍ଶ…
ଅଧିକ ଖବର ଦେଖନ୍ତୁ...

 ଗଜପତି: ନୂଆପଲ୍ଲୀ ଠାରେ ଭୂ-ସ୍ଖଳନ, ରାସ୍ତା ଉପରେ ୩ ଫୁଟ ଉଚ୍ଚର ମାଟି ଅତଡା

ରା.ଉଦୟଗିରି: ନୂଆଗଡ ବ୍ଲକ ପରିମଳ ପଞ୍ଚାୟତସ୍ଥ ନୂଆପଲ୍ଲୀ ନିକଟସ୍ଥ ପାହାଡ଼ରୁ ଆଜି ଭୂସ୍ଖଳନ ଘଟିଛି। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି। ନିକଟରେ ଥିବା ଅଧିକାଂଶ ଗୃହଗୁଡିକର ଆଂଶିକ କ୍ଷତି ଘଟିଛି। ସକାଳ ୬ଟା ଠାରୁ ଘଟିଥିବା ଏହି ଭୂସ୍ଖଳନରେ ରାସ୍ତା ଉପରେ…
ଅଧିକ ଖବର ଦେଖନ୍ତୁ...

ପାହାଡ଼ରୁ ଭୂସ୍ଖଳନ: ବ୍ୟାପକ କ୍ଷୟକ୍ଷତି

ରା.ଉଦୟଗିରି: ନୂଆଗଡ଼ ବ୍ଲକ ପରିମଳ ପଞ୍ଚାୟତସ୍ଥ ନୂଆପଲ୍ଲୀ ନିକଟସ୍ଥ ପାହାଡ଼ରୁ ଆଜି ଭୂସ୍ଖଳନ ଘଟିଛି। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି। ନିକଟରେ ଥିବା ଅଧିକାଂଶ ଗୃହଗୁଡ଼ିକର ଆଂଶିକ କ୍ଷତି ଘଟିଛି। ସକାଳ ୬ଟା ଠାରୁ ଘଟିଥିବା ଏହି ଭୂସ୍ଖଳନରେ ରାସ୍ତା ଉପରେ…
ଅଧିକ ଖବର ଦେଖନ୍ତୁ...

ଚାଓମିନ୍‌ ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ଲିକ୍, ୩ ମୃତ

ମୋହନା : ଗଜପତି ଜିଲ୍ଲା ମୋହନା ଢିପସାହି(ନାରାୟଣ ନଗର)ରେ ଏକ ଚାଓମିନ୍ ଫ୍ୟାକ୍‌ଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଗଂଜାମ ଜିଲ୍ଲା ବ୍ରହ୍ମପୁର ନିକଟ ନିମଖଣ୍ଡି ଗାଁର ଅରୁଣ ସାହୁ(୩୫) ଓ ମୋହନା କାମ୍ପାଗୁଡ଼ାର ପ୍ରଭାକର ଦଳେଇ(୨୭) ଓ ସୁନୀଲ…
ଅଧିକ ଖବର ଦେଖନ୍ତୁ...

ଚାଉମିନ ଫ୍ୟାକ୍ଟ୍ରିରେ ଅଘଟଣ: ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ

ମୋହନା: ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଚାଉମିନ୍ ଫ୍ୟାକ୍ଟ୍ରିରେ ଶ୍ଵାସରୁଦ୍ଧ ହୋଇ ୩ଜଣଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ମୋହନା ବ୍ଲକର ନାଢେପସାହି ଯିବା ରାସ୍ତାରେ ଥିବା ଚାଉମିନ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକରୁ ଶ୍ଵାସରୁଦ୍ଧ ହୋଇ ତିନି ଶ୍ରମିକଙ୍କ…
ଅଧିକ ଖବର ଦେଖନ୍ତୁ...

ପ୍ରହେଳିକାରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ: ବର୍ଷେ ପରେ ବି ପରିବାରକୁ ମିଳିଲାନି ନ୍ୟାୟ

ଖଇରା : ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ରାଜ୍ୟ ପଡ଼ିଲା ଉଠିଲା। ଏହା ହତ୍ୟା ନା ଆତ୍ମହତ୍ୟା, ସେ ନେଇ ଖୋଳତାଡ଼ ବି ହେଲା। ବର୍ଷେ ପୂରିଲା ପଛେ, ଘଟଣା ଉପରୁ ପରଦା ଉଠିପାରିଲାନାହିଁ। ରହସ୍ୟ ହୋଇ ରହିଗଲା ଏହି ଯୁବ ବନ ଅଧିକାରୀଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ପାରଳା ରଥଯାତ୍ରାରେ ଲକ୍ଷାଧିକ ଭକ୍ତ 

ପାରଳାଖେମୁଣ୍ତି : ଦୁଇବର୍ଷ ପରେ ଆଜି ପାରଳାଖେମୁଣ୍ତିରେ ରଥଯାତ୍ରା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ମହାପ୍ରଭୁଙ୍କ ପହଣ୍ଡି ବିଜେ ପରେ ଗଜପତି ରାଜପ୍ରାସାଦ ଦାୟିତ୍ବରେ ଥିବା ରାଜଜେମା ସୁଶ୍ରୀ କଲ୍ୟାଣୀ ଗଜପତିଙ୍କୁ ଛେରାପହଁରା ପାଇଁ ନିମନ୍ତ୍ରଣ ପଠାଯାଇଥିଲା। ସୁଶ୍ରୀ କଲ୍ୟାଣୀ ଗଜପତି…
ଅଧିକ ଖବର ଦେଖନ୍ତୁ...