ଅନୁସନ୍ଧାନ କରୁଥିବା ବର୍ଗ

କଳାହାଣ୍ଡି

ଡାକ୍ତର ହେବ ତ ଏମିତି: ଘରକୁ ଯାଇ ଅସହାୟ ବୃଦ୍ଧାଙ୍କ ଚିକିତ୍ସା କଲେ

କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ୱାର୍ଡ ନଂ୭ରେ ରହୁଛନ୍ତି ମାଧବ ବନଛୋର ଓ ତାଙ୍କ ପତ୍ନୀ ଦେବକୀ ବନଛୋର। ନିହାତି ଗରିବ ହୋଇଥିବା ବେଳେ ପୁଅ-ଝିଅ ଥିଲେ ବି ବର୍ତ୍ତମାନ କେହି ପଚାରୁନାହାନ୍ତି। ଫଳରେ ଏହି ଦମ୍ପତି ଅସହାୟ ଅବସ୍ଥାରେ ଜୀବନ କାଟୁଛନ୍ତି। ୭ ଦିନ ତଳେ ଘରେ କାମ…
ଅଧିକ ଖବର ଦେଖନ୍ତୁ...

ଚୋରି ରାକେଟ୍‌ର ପର୍ଦ୍ଦାଫାସ; ୫ ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ କୋର୍ଟଚାଲାଣ

ରୁପ୍ରା : କଳାହାଣ୍ଡି ଜିଲ୍ଲା ନର୍ଲା ପୁଲିସ୍ ଏକ ବାଇକ୍ ଚୋରି ରାକେଟ୍‌ର ପର୍ଦ୍ଦାଫାସ କରିଛି। ୫ ଚୋରି ବାଇକ୍‌ ଉଦ୍ଧାର କରିବା ସହ ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବୁଧବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଥାନାଧିକାରୀ ଗଙ୍ଗାଧର ମେହେର ସୂଚନା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

୩୦ ବର୍ଷପରେ ଲକ୍ଷ୍ମୀଙ୍କୁ ମିଳିଲା ଝିଅ ମାନ୍ୟତା

ଚିଲିଗୁଡ଼ା : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚିକିଲି ଗ୍ରାମର ବୈକୁଣ୍ଠ ଦୁର୍ଗା ତାଙ୍କ ଝିଅକୁ ୩୦ ବର୍ଷ ପରେ ନିଜ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି। ସୂଚନା ଅନୁସାରେ ୧୯୮୫ ମସିହାରେ ବୈକୁଣ୍ଠ ନାଗପୁର ସହରର କାମେଟିଠାରେ କଲମପୁର ବ୍ଲକ୍ ବାଲିଛଡ଼ାର ଅନିତା ଛତ୍ରିଆଙ୍କୁ ବିବାହ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଭବାନୀପାଟଣାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଭବାନୀପାଟଣା ଉପଜିଲ୍ଲାପାଳ ଡ. ବିଶ୍ୱଜିତ ଦାସଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ…
ଅଧିକ ଖବର ଦେଖନ୍ତୁ...

ସରକାରୀ ମେଡିକାଲ କଲେଜ ହେଲା ‘ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ’

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିକଟସ୍ଥ ଭଙ୍ଗାବାରୀଠାରେ ଅବସ୍ଥାପିତ ଭବାନୀପାଟଣା ସରକାରୀ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସୋମବାର ‘ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ନାମରେ ନାମିତ କରାଯାଇଛି। ଏ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲ କାଟିବା ଅଭିଯୋଗରେ ଯୁବକ ଗିରଫ

କୋକସରା: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନାଞ୍ଚଳ ଅଧୀନ ଧର୍ମଗଡ଼ ରେଞ୍ଜ ଆମପାଣି ଫରେଷ୍ଟ ସେକ୍ସନ କୁଟ୍ରୁ ବିଟର ପ୍ରାୟ ୫ ଏକର ଜଙ୍ଗଲ କାଟିବା ଅଭିଯୋଗରେ ବନ ବିଭାଗ ଜଣେ ଯୁବକଙ୍କୁ ଗିରଫ କରିଛି। ଶନିବାର ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକଙ୍କ ନେତୃତ୍ୱରେ ଫରେଷ୍ଟ ଟିମ୍‌ ଚଢ଼ଉ କରି…
ଅଧିକ ଖବର ଦେଖନ୍ତୁ...

ବାପାକୁ ହତ୍ୟା କରି ପୁଅ ଫେରାର୍ ଘଟଣା: ନାଳରୁ ଅଭିଯୁକ୍ତ ପୁଅର ଶବ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ରୁପ୍ରାରୋଡ଼/ରୁପ୍ରା : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା କୁରମେଲ୍ ଗ୍ରାମରେ ମଙ୍ଗଳବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଗ୍ରାମର ନନ୍ଦକିଶୋର ମାଝୀ (୪୫)ଙ୍କୁ ପୁଅ ପୁରୁଷୋତ୍ତମ ମାଝୀ ଟାଙ୍ଗିଆରେ ହାଣି ଫେରାର୍ ମାରିଥିବା ବେଳେ ଗୁରୁବାର ବୋରିଙ୍ଗପଦର ଗାଁ ନିକଟରେ ଏକ ନାଳରୁ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ମାଓ ଭୟରେ ଅଟକିଛି ଦୁର୍ଗମ ଅଞ୍ଚଳର ଲାଇଫ୍‌ ଲାଇନ୍‌, ୪ ଗୁରୁତ୍ୱପୂର୍ଣ୍ଣ ସଡ଼କ କାମ ଅଧା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକ୍‌ ମଧ୍ୟରୁ ୧୧ଟି ବ୍ଲକ୍‌ରେ ମାଓବାଦୀ ନିଜର ସ୍ଥିତି ଜାହିର କରିଛନ୍ତି। ଦୁର୍ଗମ ଅଞ୍ଚଳର ଲାଇଫ୍‌ ଲାଇନ୍ କୁହାଯାଉଥିବା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ରାସ୍ତା କାମ ମାଓବାଦୀଙ୍କ ଭୟରେ ଅଟକି ରହିଛି। ମାଓଭୟ ଅଞ୍ଚଳର ବିକାଶରେ ବାଧକ…
ଅଧିକ ଖବର ଦେଖନ୍ତୁ...

୧ ଲକ୍ଷ ୨୦ ହଜାର ଲୁଟି ନେଲେ ଦୁର୍ବୃତ୍ତ

ମ.ରାମପୁର: କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଚଞ୍ଚରା ନିକଟରେ ଆଜି ଦିନ ଦ୍ବିପହରରେ ଲୁଟ୍‌ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ମ.ରାମପୁର ବ୍ଲକ୍‌ ଗୋବିନ୍ଦପୁର ଗ୍ରାମର ଭୂପିନ୍ଦ୍ର ରଣା ଆଜି ସକାଳେ ଏସ୍‌ବିଆଇରୁ ୩ ଲକ୍ଷ ଉଠାଇଥିଲେ। ସେଥିରୁ ସେ ୧ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ସାପ କାମୁଡ଼ାରେ ମହିଳା ମୃତ

କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ ବୁଢ଼ୀପଦର ଗ୍ରାମରେ ସାପ କାମୁଡ଼ାରେ ଲକ୍ଷ୍ମୀ ସାହୁ (୪୮)ଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ ଲକ୍ଷ୍ମୀ ଘର ବାରଣ୍ଡାରେ ଝାଡ଼ୁ ମାରୁଥିବା ବେଳେ ଏକ ନାଗ ସାପ ତାଙ୍କୁ ଗୋଡ଼କୁ କାମୁଡ଼ି ଦେଇଥିଲା। ଲକ୍ଷ୍ମୀଙ୍କୁ ପରିବାର ଲୋକେ ସଂଗେ ସଂଗେ…
ଅଧିକ ଖବର ଦେଖନ୍ତୁ...