ଅନୁସନ୍ଧାନ କରୁଥିବା ବର୍ଗ

କଳାହାଣ୍ଡି

ସ୍କୁଲ ଗେଟ୍‌ ପଡ଼ିଗଲା, ଶିକ୍ଷକଙ୍କ ‌ଗୋଡ଼ ଭାଙ୍ଗିଲା

ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଁଲାଭଟା​ ହାଇସ୍କୁଲର ମୁଖ୍ୟ ଫାଟକ ସହକାରୀ ଶିକ୍ଷକ ଯୋଗେନ୍ଦ୍ର ଶବରଙ୍କ ମୁଣ୍ଡରେ ପଡ଼ିବାରୁ ଗୁରୁତର ହୋଇଛନ୍ତି। ତୁରନ୍ତ ତାଙ୍କୁ ଭବାନୀପାଟଣାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶନିବାର ସକାଳେ ଗେଟ ଖୋଲିବା ସମୟରେ ଶିକ୍ଷକ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ପାଇଁ ଡାକ୍ତରଖାନା ଯିବା ବାଟରେ ଶାନ୍ତପୁର ସରପଞ୍ଚଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ରୁପ୍ରା: କଳାହାଣ୍ତି ଜିଲ୍ଲା ନର୍ଲା ବ୍ଲକ ଶାନ୍ତପୁର ପଞ୍ଚାୟତର ସରପଞ୍ଚ ଋତିକା କୁମାରଙ୍କ ଆଜି ଦୁଃଖଦ ମୃତ୍ୟୁ ଘଟିଛି। ୨୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ସେ କିଛିଦିନ ଧରି ଅସୁସ୍ଥ ଥିଲେ। ଆଜି ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବରସ୍ଥିତ ଏମ୍‌ସକୁ ନିଆଯାଉ ଥିବାବେଳେ ମଦନପୁର…
ଅଧିକ ଖବର ଦେଖନ୍ତୁ...

ମଦନପୁର ରାମପୁରରେ ଗତମାସ ୩ ମାଓବାଦୀ ନିହତ ହୋଇଥିଲେ, ପୁଣି ମାଓ ପୋଷ୍ଟର ଦେଖି ଚିନ୍ତାରେ ଗ୍ରାମବାସୀ

ମ.ରାମପୁର : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଟାପରେଙ୍ଗ ଗାଁରେ ଗତ ମାସ ୯ତାରିଖ ଦିନ ପୁଲିସ-ମାଓବାଦୀ ଗୁଳି ବିନିମୟ ଘଟଣାକୁ ସ୍ଥାନୀୟ ବାସିନ୍ଦା ଭୁଲି ପାରି ନାହାନ୍ତି, ଯେଉଁ ଘଟଣାରେ ତିନି ଜଣ ମାଓବାଦୀ ନିହତ ହୋଇଥିଲେ। ଏହି ଘଟଣାକୁ ଦେଢ଼ ମାସ ବିତି ଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ପୁଲିସ-ମାଓବାଦୀ ଗୁଳିବିନିମୟରେ ୩ ମାଓବାଦୀଙ୍କ ମୃତ୍ୟୁ ଘଟଣାର ଦେଢ଼ ମାସ ପରେ ଲାଗିଲା ମାଓ ପୋଷ୍ଟର

ଧର୍ମଗଡ଼: କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଅନ୍ତର୍ଗତ ମାଣିକେରା ପଞ୍ଚାୟତର ଟାପରାଙ୍ଗ ଗାଁରେ ଗତ ମେ ୯ ତାରିଖ ସକାଳୁ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ଦେଢ଼ ମାସ ପରେ ପୁଣି ସେହି ଗାଁରେ ମାଓ ପୋଷ୍ଟର ଲଗାଇ ନିଜ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଶାସନ କରୁଛି କିଏ: ନଡ୍ଡା

ଭବାନୀପାଟଣା : ଓଡ଼ିଶାର ନେତା କିଏ? କିଏ ଚଳାଉଛି ସରକାର? ଏଠାରେ ନବୀନ ପଟ୍ଟନାୟକ ଶାସନ ଚଳାଇବା ପାଇଁ ଅଫିସରଙ୍କୁ ଆଉଟ୍‌ସୋର୍ସିଂରେ ଶାସନ ଭାର ଦେଇଛନ୍ତି। ଲୋକେ ନେତାଙ୍କୁ ଭୋଟ୍‌ ଦେଇଛନ୍ତି, କିନ୍ତୁ ଅଫିସର ଶାସନ ଚଳାଉଛି। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ…
ଅଧିକ ଖବର ଦେଖନ୍ତୁ...

ବିଜେପି ପଦାଧିକାରୀଙ୍କୁ ଗୁରୁମନ୍ତ୍ର ଦେଲେ ନଡ୍ଡା

ଭବାନୀପାଟଣା : ଭବାନୀପାଟଣା ସହରସ୍ଥିତ ଟାଉନ୍‌ହଲରେ ରାଷ୍ଟ୍ରୀୟ ବିଜେପି ସଭାପତି ଜେ.ପି ନଡ୍ଡା କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ପଦାଧିକାରୀଙ୍କୁ ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଗୁରୁମନ୍ତ୍ର ଦେଇଛନ୍ତି। ଏଥିରେ ନବୀନ ସରକାର ମନରେଗା ଦୁର୍ନୀତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡିରେ ବିଭିନ୍ନ ପ୍ରକଳ୍ପର ତଦାରଖ କଲେ ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ

ଭବାନୀପାଟଣା/ଧର୍ମଗଡ଼ : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଥୁଆମୂଳ ରାମପୁର, ମୁଖିଗୁଡ଼ା, ଧର୍ମଗଡ଼ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ତଦାରଖ କରିଛନ୍ତି। ଜିଲ୍ଲାପାଳଙ୍କ…
ଅଧିକ ଖବର ଦେଖନ୍ତୁ...

ବାଇକ୍ ଦୁର୍ଘଟଣାରେ ଯୁବକ ମୃତ

କଲମପୁର: କଲମପୁର ବ୍ଲକ କର୍ମେଲଡଙ୍ଗରିଗୁଡ଼ାର ଜଣେ ଯୁବକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗତ ୧୬ ତାରିଖ ଗାଁର ଯୋଗୀନ୍ଦ୍ର ମାଝୀ (୨୮) ତାଙ୍କ ସ୍ତ୍ରୀଙ୍କୁ ଚିକିତ୍ସା ପାଇଁ କଲମପୁର ଡାକ୍ତରଖାନାକୁ ଏକ ବାଇକ୍‌ ଯୋଗେ ନେଉଥିଲେ। କର୍ମେଲିର ଏକ ପୋଖରୀ ନିକଟ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାରେ ହିତାଧିକାରୀଙ୍କୁ ଘର ମିଳୁନି: ଜେ ପି ନଡ୍ଡା

ଭବାନୀପାଟଣା: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଏକ ନୂଆ ଦିଶା ଦେଇଛନ୍ତି। ଏଥିଲାଗି ତାଙ୍କୁ ସାରା ବିଶ୍ବରେ ପ୍ରଶଂସା କରାଯାଉଛି। ‘ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ସାରା ବିଶ୍ୱ ମାନୁଛି, ନୋବେଲ ବିଜେତା ପଲ୍ ରୋମର ବି ମୋଦୀଙ୍କ ପ୍ରଶଂସାରେ ଶତମୁଖ। ଖାଲି ସେତିକି…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ନାବାଳକ ମୃତ

ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ସର୍ଗିଗୁଡ଼ା​ ପଞ୍ଚାୟତ ପ୍ରଜାନାଗଫେଣି ଗ୍ରାମରେ ବଜ୍ରପାତରେ ଡଙ୍ଗରିପଡ଼ାର ଭାସ୍କରରାମ ଧଙ୍ଗଡ଼ାମାଝୀଙ୍କ ପୁଅ ଟଙ୍କଧର ଧଙ୍ଗଡ଼ାମାଝୀ (୧୪)ର ମୃତ୍ୟୁ ଘଟିଛି। ମଙ୍ଗଳବାର ସନ୍ଧ୍ୟାରେ ଟଙ୍କଧର ସାଙ୍ଗମାନଙ୍କ ସହ ବୁଲାବୁଲି କରୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...