ଅନୁସନ୍ଧାନ କରୁଥିବା ବର୍ଗ

କଳାହାଣ୍ଡି

ଇନ୍ଦ୍ରାବତୀ ଜଳଭଣ୍ଡାରରେ ବୁଡ଼ି ବୃଦ୍ଧା ମୃତ

ଥୁଆମୂଳ ରାମପୁର: ଇନ୍ଦ୍ରାବତୀ ଜଳଭଣ୍ଡାରରେ ବୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ସାନଛତରଙ୍ଗ ଗ୍ରାମର ଦୀପାଇ ମାଝୀ (୬୦) ମଙ୍ଗଳବାର ସକାଳେ ଇନ୍ଦ୍ରାବତୀ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ। ଜଳଭଣ୍ଡାରରେ ଗାଧୋଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

କେସିଙ୍ଗାରେ ସଶସ୍ତ୍ର ଡକାୟତି: ସୁନାଗହଣା ସହ ନେଇଗଲେ ୬ ଲକ୍ଷ ଟଙ୍କା

କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଜଗନ୍ନାଥପଡ଼ାରେ ରହୁଥିବା ଉଦ୍ୟୋଗପତି ସୁବାସ ଅଗ୍ରୱାଲଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ପରିବାର ଲୋକଙ୍କୁ ବାନ୍ଧି ମାରଣାସ୍ତ୍ର ଦେଖାଇ ମୁଖା​ପିନ୍ଧା ଡକାୟତମାନେ ୬ ଲକ୍ଷରୁ ଅଧିକ ନଗଦ ରାଶି ଓ ବହୁ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ ବୃଦ୍ଧ, ହାତୀ ଆକ୍ରମଣରେ ଚାଲିଗଲା ଜୀବନ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ବସନ୍ତପଡ଼ା ପଞ୍ଚାୟତ ନିୟମଗିରି ପାହାଡ଼ର ପାଦ ଦେଶର ଥିବା ବସନ୍ତପଡ଼ା ଗ୍ରାମରେ ହାତୀ ଆକ୍ରମଣରେ ବାଙ୍ଗରା ମାଝୀ(୫୭)ଙ୍କ ମୃତ୍ୟୁ ଘଟିଛି। ସ୍ବର୍ଗତ ବାଙ୍ଗରା ରବିବାର ସନ୍ଧ୍ୟା ସାଢ଼େ ୪ ଘଣ୍ଟା ସମୟରେ ନିଜ ଗାଁ ବସନ୍ତପଡ଼ା ଠାରୁ ପାହାଡ଼ିଆ ଚଲା…
ଅଧିକ ଖବର ଦେଖନ୍ତୁ...

ଜଳପ୍ରପାତରେ ଗାଧୋଇବା ବେଳେ ଅଘଟଣ: ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲରେ ଥିବା ଡୋକରିଦର ଜଳପ୍ରପାତରେ ଗାଧୋଇବା ସମୟରେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସୂଚନା ପାଇ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସୂଚନା ଅନୁସାରେ ପର୍ଯ୍ୟଟନସ୍ଥଳୀ…
ଅଧିକ ଖବର ଦେଖନ୍ତୁ...

ପୋଖରୀ ଖନନ ବେଳେ ମନ୍ଦିରର ଭଗ୍ନାବଶେଷ ଉଦ୍ଧାର

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍‌ ଦାଦପୁର ପାତାଳବନ୍ଧରେ ପଙ୍କ ଉଦ୍ଧାର ସମୟରେ ପୁରାତନ ମନ୍ଦିରର ଭଗ୍ନାବଶେଷ ମିଳିଛି। ଏହି ଖବର ଜାଣିବା ପରେ କଳାହାଣ୍ଡି ଜିଲ୍ଲାପାଳ ପୋଖରୀ ଖନନ କାର୍ଯ୍ୟ ବନ୍ଦ କରିବା ସହିତ ଅଞ୍ଚଳକୁ ସିଲ୍‌ କରିବା ନିମନ୍ତେ ନିର୍ଦ୍ଦେଶ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି ଜିଲ୍ଲା ୬ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା ବନ୍ଦ, କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଉଚ୍ଚଶିକ୍ଷା ବିଭାଗ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାର ୬ଟି କଲେଜ ପ୍ରିନସିପାଲଙ୍କ ଦରମା ବନ୍ଦ କରିଛନ୍ତି ଉଚ୍ଚ ଶିକ୍ଷା ବିଭାଗ। କର୍ତ୍ତବ୍ୟରେ ଅବହେଳା ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଚିଠି ରେ ଉଲ୍ଲେଖ କରାଯାଇଛି। ମୁଖ୍ୟ କିରାଣି/କିରାଣିଙ୍କ ଦରମା ବନ୍ଦ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଅଂଶୁଘାତରେ ଶ୍ରମିକଙ୍କ ମୃତ୍ୟୁ

ମ.ରାମପୁର,: କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଗୁମୁଚୋଚୋବାହାଲି ଗ୍ରାମର କେଶବ ପରାଭୋଏ ଭାଟେଲ ଛକରେ ଗୃହ ନିର୍ମାଣ କାର୍ଯ୍ୟ କରୁଥିଲେ। ଏହି ସମୟରେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତୁରନ୍ତ ତାଙ୍କୁ ମ.ରାମପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ପୁରାଣ ପଢ଼ୁଥିଲେ, ଗଛ ପଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ

କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ହାରାମାଲ ପଞ୍ଚାୟତ ତୋତରାଗୁଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ପଦ୍ମନ ପଟେଲ ନାମକ ଜଣେ ବୃଦ୍ଧ ନିଜ ଘର ନିକଟ ଏକ ଗଛ ତଳେ ବସି ପୁରାଣ ପଢୁଥିଲେ। ଏହି ସମୟରେ ଅନ୍ୟ ତିନିଜଣ ପୁରାଣ ଶୁଣୁଥିଲେ। ହଠାତ କାଳବୈଶାଖୀ ପ୍ରଭାବରେ ଗଛଟି ଭାଙ୍ଗି…
ଅଧିକ ଖବର ଦେଖନ୍ତୁ...

ପିକଅପ୍ ଭ୍ୟାନରେ ଅପହରଣ: ଯୁବତୀ ଉଦ୍ଧାର, ୩ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର

ଲାଞ୍ଜିଗଡ଼: ନର୍ଲା ଥାନା ସିକେରକୁପା ଫାଣ୍ଡି ଅନ୍ତର୍ଗତ କଦମ୍ବଗୁଡ଼ା ଗ୍ରାମବାସୀ ଅପହରଣ କରିନେଉଥିବା ଜଣେ ଯୁବତୀଙ୍କୁ ଉଦ୍ଧାର କରି ପୁଲିସର ଜିମା ଦେଇଛନ୍ତି। ଏହି ଘଟଣାରେ ପୁଲିସ ଡ୍ରାଇଭର ସମେତ ଦୁଇଜଣ ଯୁବକଙ୍କୁ ପୁଲିସ ଅଟକ ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର୍‌ ହୋଇଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ରେ ପିଟି ହେଲା ପିକ୍‌ଅପ୍‌, ଡ୍ରାଇଭର ଗୁରୁତର

ଉତ୍କେଲା: ଭବାନୀପାଟଣା ସଦର ଥାନା ତେନ୍ତୁଲିପଡ଼ା ଛକ ନିକଟରେ ଆଜି ଏକ ଟ୍ରକ୍‌ ଓ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହେବାରୁ ପିକ୍‌ଅପ୍‌ ଚାଳକ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାନୁସାରେ ଟ୍ରକ୍‌ (ଓଆର୍‌୦୮ଡି-୪୮୪୯) ଓ ପିକ୍‌ଅପ୍‌ (ଓଡି୦୮ପି-୦୯୧୦) ଭବାନୀପାଟଣା ଆଡକୁ ଆଗପଛ ହୋଇଯାଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...