ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ପିକ୍‌-ଅପ୍‌ ଭ୍ୟାନ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ, ଦୁଇ ଝିଅ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଝାମ୍ପରାହାଟ ଚାନ୍ଦିପୁର ଥାନା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ମମତା ମାନା ଓ ବୟସ ୨୭ବର୍ଷ ଏବଂ ଘର ଖଣ୍ଟପଡ଼ା ଥାନା ଇଞ୍ଚଡି କଳାମାଠିଆ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ମଙ୍ଗଳବାର…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଯାଜପୁର: ଯାଜପୁର: ଗତକାଲି ରାତି ପ୍ରାୟ ୨ଟା ବେଳେ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ କଲନ୍ଦା ଗ୍ରାମର ଅରୁଣ ସାହୁଙ୍କ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହିତ ଦୁଇ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ବିଦ୍ୟୁତ ଲାଇନ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ…
ଅଧିକ ଖବର ଦେଖନ୍ତୁ...

ମହିଳା ସାଂସଦଙ୍କୁ ଦୁର୍ବ୍ୟବହାର

ପିପିଲି: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପିପିଲି ଟୋଲଗେଟ୍‌ରେ ଆଜି ମଧ୍ୟପ୍ରଦେଶ ଧାର୍‌ ଲୋକସଭା ନିର୍ବାଚନ ମଣ୍ଡଳୀର ମହିଳା ସାଂସଦ ସାବିତ୍ରୀ ଠାକୁରଙ୍କୁ କେତେକ କର୍ମଚାରୀ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ଟୋଲ୍‌ ଗେଟ୍‌ରେ ସାଂସଦମାନେ ବିନା ଶୁଳ୍କରେ ଯାତାୟତ କରିବାର…
ଅଧିକ ଖବର ଦେଖନ୍ତୁ...

ସଙ୍କଟରେ ସଂସ୍କୃତ ଶିକ୍ଷା

ଭୁବନେଶ୍ୱର: ରାଜ୍ୟରେ ସଂସ୍କୃତ ଶିକ୍ଷା ଏବେ ସଙ୍କଟରେ। ବହୁ ବର୍ଷ ଧରି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଥିବା ରାଜ୍ୟର ଶତାଧିକ ସଂସ୍କୃତ ଟୋଲ୍‌ର ସ୍ଥିତି ଦୟନୀୟ। ଇତିମଧ୍ୟରେ କେତେକ ସଂସ୍କୃତ ଟୋଲ୍‌ ବି ବନ୍ଦ ହୋଇଗଲାଣି। ଯେଉଁ କେତେକ ତିଷ୍ଠି ରହିଛି ତାହାର ନା ଅଛି ଭିତ୍ତିଭୂମି ନା ଅଛନ୍ତି…
ଅଧିକ ଖବର ଦେଖନ୍ତୁ...

ହରିଆଣାରୁ ବଣ୍ଟି ଅଗ୍ରୱାଲ ଓ ବାପା, ସ୍ତ୍ରୀ ଗିରଫ

ଭବାନୀପାଟଣା/ ନୂଆପଡ଼ା: ବହୁ ଚର୍ଚ୍ଚିତ ଟିଡିଆର ଚଞ୍ଚକତା ମାମଲାର ମୁଖ୍ୟଅଭିଯୁକ୍ତ ବଣ୍ଟି ଅଗ୍ରୱାଲଙ୍କ ସହ ତାଙ୍କ ପତ୍ନୀ ସବିତା ଅଗ୍ରଓ୍ଵାଲ ଓ ବାପା ରାଜେନ୍ଦ୍ର ପ୍ରସାଦ ଅଗ୍ରଓ୍ଵାଲଙ୍କୁ ସୋମବାର ନୂଆପଡ଼ା ପୁଲିସ ହରିଆଣାରୁ ଗିରଫ କରିଛି। ସଂପୃକ୍ତ ୩ ଜଣଙ୍କୁ ସେଠାକାର କୋର୍ଟରେ ହାଜର…
ଅଧିକ ଖବର ଦେଖନ୍ତୁ...

ନାଚୁଣୀ ବନ ବିଭାଗର ଚଢ଼ଉ : ବାର୍‌ହା ମୁଣ୍ଡ ସହ ୮୦ କେଜି ମାଂସ ଜବତ

ନାଚୁଣୀ/ଟାଙ୍ଗୀ : ଟାଙ୍ଗୀ ବନାଞ୍ଚଳ ଅଧୀନ ନାଚୁଣୀ ଫରେଷ୍ଟ ବିଟ୍‌ ଅନ୍ତର୍ଗତ ଶୁଳିଆ ଜଙ୍ଗଲ ଚକଡ଼ା ପଥର ଅଞ୍ଚଳରୁ ଆଜି ଏକ ବାର୍‌ହା ମୁଣ୍ଡ ସହ ୮୦ କେଜିରୁ ଊର୍ଧ୍ୱ କଟା ମାଂସକୁ ବନ ବିଭାଗ ଜବତ କରିଛି। ମୃତ ବାର୍‌ହାର ଦେହାବଶେଷ ଓ ମାଂସକୁ ଫରେନ୍‌ସିକ୍‌ ଟେଷ୍ଟ ପାଇଁ ପଠାଯାଇଛି। ମୃତ…
ଅଧିକ ଖବର ଦେଖନ୍ତୁ...

ଘରୋଇ ସହାୟକଙ୍କୁ ଖୁଣ୍ଟିରେ ବାନ୍ଧି ପିଟିଲେ

ପୁରୀ: ମାଲିକଙ୍କ ମୁହଁରେ ଉତ୍ତର ଦେଲା ବୋଲି ଘରୋଇ ସହାୟକ ଥିବା ଜଣେ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପ୍ରବଳ ମାଡ଼ ମରାଯାଇଛି। ଦୀର୍ଘ ଏକ ଘଣ୍ଟାର ମାଡ଼ରେ ଯୁବକଜଣକ ଲହୁଲୁହାଣ ହୋଇଛନ୍ତି। ପୁରୀ ଜିଲ୍ଲା ଡେଲାଙ୍ଗ ଷ୍ଟେସନ ବଜାରରେ ଏହି ଘଟଣା ଘଟିଛି। ମାଡ଼ ମାରୁଥିବା ବ୍ୟକ୍ତି ପ୍ରଭାବଶାଳୀ…
ଅଧିକ ଖବର ଦେଖନ୍ତୁ...

ମେଡିକାଲ ରେକର୍ଡ ଘାଣ୍ଟିଲେ କ୍ରାଇମ ବ୍ରାଞ୍ଚ ଟିମ୍‌

କୋରାପୁଟ: ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ପ୍ରଥମ ପର୍ଯ୍ୟାୟ ତଦନ୍ତ ଶେଷ କରିଛି କ୍ରାଇମ ବ୍ରାଞ୍ଚ। ଚାରି ଦିନ ଧରି କ୍ରାଇମ ବ୍ରାଞ୍ଚର ୪ ଜଣିଆ ଟିମ୍‌ ମାମଲାକୁ ଘଣ୍ଟାଚକଟା କରିବା ପରେ କଟକ ଫେରି ଯାଇଥିବା ଜଣାପଡ଼ିଛି। ଶେଷ ଦିନରେ ଏହି ଦଳ କୋରାପୁଟ ଏସ୍‌ଏଲ୍‌ଏନ୍‌ ମେଡିକାଲ…
ଅଧିକ ଖବର ଦେଖନ୍ତୁ...

୧୦ ରାଇସ୍‌ ମିଲ୍‌ରେ ଅଚାନକ ଚଢ଼ଉ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇନାହିଁ। ରାଇସ ମିଲରେ ରହିଛି ହଜାର ହଜାର ବସ୍ତା ଧାନ। ଜିଲ୍ଲାର ୫ଟି ରାଇସ ମିଲରୁ ମିଳିଛି ୨୧ହଜାର ୮୦୦ ବସ୍ତା ଧାନ। ସୋମବାର ସକାଳେ ତହସିଲଦାର ଦେବେନ୍ଦ୍ର ନନ୍ଦଙ୍କ ନେତୃତ୍ୱରେ ରାଜସ୍ୱ ବିଭାଗ, ଯୋଗାଣ ବିଭାଗ ପକ୍ଷରୁ ୧୦ ରାଇସ…
ଅଧିକ ଖବର ଦେଖନ୍ତୁ...

ସିଡି ଖୋଲିବ ଗୁମର!

ପୁରୀ: ସଦର ଥାନା ଅନ୍ତର୍ଗତ ଗଡ଼ଭିଙ୍ଗୁରା ନିବାସୀ ଶାନ୍ତନୁ ପାତ୍ରଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତରେ ପୁଲିସ ଆଉ ପାଦେ ଆଗେଇଛି। ମୃତ ଶାନ୍ତନୁଙ୍କ ଆଟାଚିକୁ ପୁଲିସ ଜବତ କରିଛି। ଏହାକୁ ଆଜି ଶାନ୍ତନୁଙ୍କ ଭଉଣୀ ଘରୁ ଜବତ କରାଯାଇଛି। ବେଙ୍ଗାଲୁରରୁ ଫେରିବା ପରେ ଶାନ୍ତନୁ ତାଙ୍କର ଏହି ଆଟାଚିଟି…
ଅଧିକ ଖବର ଦେଖନ୍ତୁ...