ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ଭଦ୍ରକ: ବିଲରେ ବିଷ ପିଇ ଯୁବଚାଷୀଙ୍କ ଆତ୍ମହତ୍ୟା

ଭଦ୍ରକ: ପୁଣି ଆତ୍ମହତ୍ୟା କରିଛନ୍ତି ଚାଷୀ। ନିଜ ଧାନ ବିଲରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି  ଯୁବଚାଷୀ ସୌମେନ୍ଦ୍ର ମହାନ୍ତି। ଫସଲ ନଷ୍ଟ ହୋଇଥିବା ଯୋଗୁଁ ମାନସିକ ଭାରସାମ୍ୟ ହରାଇ ଏପରି ପଦକ୍ଷେପ ନେଇଛନ୍ତି ବାସୁଦେବପୁର ବ୍ଲକ ଅନ୍ତର୍ଗତ ରହିମପୁର ଗାଁର ଏଇ ଯୁବଚାଷୀ। ରାଜ୍ୟରେ ଏଭଳି ଘଟଣା…
ଅଧିକ ଖବର ଦେଖନ୍ତୁ...

ବାଲିଅନ୍ତା ତହସିଲ୍‌ ଅମିନଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଖୋର୍ଦ୍ଧା: ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବାଲିଅନ୍ତା ତହସିଲର ଅମିନ ଫକୀର ମୋହନ ଜେନାଙ୍କ ଘରେ ଭିଜିଲାନ୍‌ସର ଚଢାଉ କରିଛି। ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ। ତେବେ ପୁରୀ, ବ୍ରହ୍ମଗିରି, ଭୁବନେଶ୍ୱର ବାସଭବନ ସମେତ ବାଲିଅନ୍ତା ତହସିଲରେ ଭିଜିଲାନ୍‌ସ ଚଢାଉ କରୁଛି।…
ଅଧିକ ଖବର ଦେଖନ୍ତୁ...

କାଲାମଙ୍କ ପ୍ରତିମୂର୍ତ୍ତି ଲାଗିଲା ହେଲେ ଚନ୍ଦ୍ରଶେଖରଙ୍କ ଉଭାନ୍‌

ସମ୍ବଲପୁର: ସମ୍ବଲପୁରର ସର୍ବପୂରାତନ ହାଇସ୍କୁଲ୍‌ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ୍‌ର ୧୫୦ ବର୍ଷ ପୂର୍ତ୍ତି ପାଇଁ ଡ. ଏପିଜେ ଅବଦୁଲ କାଲାମ ସମ୍ବଲପୁର ଆସିଥିଲେ। ଏହି ସ୍ମୃତିକୁ ମନେ ରଖିବା ପାଇଁ ଜିଲ୍ଲା ସ୍କୁଲ୍‌ ଛକ ଡ. ଏପିଜେ ଅବଦୁଲ କାଲାମ ଛକଭାବେ ନାମିତ ହେଲା। ଜିଲ୍ଲା ସ୍କୁଲ୍‌…
ଅଧିକ ଖବର ଦେଖନ୍ତୁ...

ଜମିବାଡ଼ିକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ଜଣେ ଆହତ

ଜହ୍ନାପଙ୍କ: ଜମିବାଡ଼ିକୁ କେନ୍ଦ୍ର କରି ବୌଦ୍ଧ ଥାନା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ନାରାୟଣନଗରରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ସୁରେଶ ମେହେର(୫୨) ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ଓ ଡାହାଣ ହାତ ଭାଙ୍ଗି ଯାଇଛି। ଏନେଇ ସୁରେଶ ପୁଲିସରେ ଅଭିଯୋଗ କରିଛନ୍ତି। ପୁଲିସ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ମାଓବାଦୀ ବ୍ୟବସାୟୀଙ୍କୁ ହତ୍ୟା କଲେ, ପୁଲିସ ରେସନ ଲୁଟିଲେ

ମାଲକାନଗିରି : ଓଡ଼ିଶା ଓ ଆନ୍ଧ୍ରପଦେଶ ସୀମାନରେ ଥିବା ମାଓବାଦୀମାନେ ଅତ୍ୟନ୍ତ ହିଂସ୍ର ହୋଇ ଉଠିଛନ୍ତି। ଗତକାଲି  ମାଲକାନଗିରି ସୀମାନ୍ତ ଆନ୍ଧ୍ରପଦେଶରର ବିଶାଖା ଜିଲ୍ଲା ଆନ୍ନଭରରମ ଥାନା ଅନ୍ତର୍ଗତଆନ୍ନାଭରମ ଗ୍ରାମର ଗୋମ୍ପା ଲୋଭା ରାଜୁ(୩୦ ବର୍ଷ) ନାମକ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା…
ଅଧିକ ଖବର ଦେଖନ୍ତୁ...

ଶୋଚନୀୟ ହୋଇପଡ଼ିଛ ଗ୍ରାମ୍ୟ ସମସ୍ୟା

ଘଣ୍ଟାପଡ଼ା: କଣ୍ଟାମାଳ ବ୍ଲକର ଅଧିକଂଶ ଗ୍ରାମରେ ଗାଁ କଲ୍ୟାଣ ସମିତିର କାର୍ଯ୍ୟକଳାପ ବର୍ତ୍ତମାନ ପ୍ରହସନ ପାଲଟିଛି। କେବଳ କାଗଜ କଲମରେ ଗାଁ ଗୁଡିକର କଲ୍ୟାଣ ହେଉଥିବା ବେଳେ ବାସ୍ତବ ସ୍ଥିତି ଓଲଟା ହୋଇପଡ଼ିଛି। କଣ୍ଟାମାଳ ବ୍ଲକର ୨୪ଟି ପଞ୍ଚାୟତର ୪୦୮ ଟି ରାଜସ୍ୱ ଗ୍ରାମ ମଧ୍ୟରୁ ୩୯୩ଟି…
ଅଧିକ ଖବର ଦେଖନ୍ତୁ...

ଲିମପଡ଼ା ସ୍କୁଲ କୋଠା ବିପଦସଙ୍କୁଳ:ବାରଣ୍ଡାରେ ପାଠପଢ଼ା

ଜୁନାଗଡ଼: ଜୁନାଗଡ଼ ବ୍ଲକ ବୁଢିଦର ପଞ୍ଚାୟତର ଲିମପଡା ପ୍ରାଥମିକ ସ୍କୁଲର କୋଠା ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ ରହିଛି। ଫଳରେ ଅନ୍ୟ କିଛି ଉପାୟ ନ ପାଇ ଶିକ୍ଷକମାନେ ସ୍କୁଲ ବାରଣ୍ଡାରେ ପାଠ ପଢାଉଥିବା ଦେଖିବାକୁ ମିଳିଛି। ଏହି ସ୍କୁଲଟି ୧୯୮୬ ମସିହାରେ ସ୍ଥାପିତ ହୋଇଥିବା ବେଳେ ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ମଦ ଦୋକାନକୁ ବିରୋଧ

ନୂଆପଡ଼ା: ଖରିଆରରୋଡ ଏନଏସି ସ୍ଥିତ ଓ୍ଵାର୍ଡ ନଂ ୮ ଠାରେ ବିଦେଶୀ ମଦଦୋକାନ ପୁଣିଥରେ ଖୋଲିବାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଏ ନେଇ ୮ନଂ ଓ୍ଵାର୍ଡ କାଉନସିଲର ଭଗବତୀ ପଟେଲଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ପୁଣି ଥରେ ମଦ ଦୋକାନ ଖୋଲାକୁ ବିରୋଧ କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ପୁରୀ ଡାକ୍ତରଖାନାରେ ସଜ୍ଞାହୀନ ଅଜଣା ଯୁବତୀ: ଦୁଇ ଯୁବକ ଥାନାରେ ଅଟକ

ପୁରୀ: ଗତକାଲି ରାତିରେ ଜଣେ ଯୁବତୀଙ୍କୁ ସଜ୍ଞାହୀନ ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି। ଯୁବତୀଙ୍କ ପୋଷାକପତ୍ର ବିପର୍ଯ୍ୟସ୍ତ ଥିବାରୁ ପୁଲିସ ଯୁବତୀଙ୍କ ସଜ୍ଞା ଫେରିବା ପର୍ଯ୍ୟନ୍ତ ତାଙ୍କ ବୟାନକୁ ଅପେକ୍ଷା କରିଛି। ଅପରପକ୍ଷେ ଏହି ଘଟଣାରେ ବ୍ରହ୍ମଗିରି…
ଅଧିକ ଖବର ଦେଖନ୍ତୁ...

ଫ୍ୟୁଜ୍‌ ବାନ୍ଧିବା ବେଳେ ଟ୍ରାନ୍ସଫର୍ମର ଉପରେ ପଡ଼ି ଯୁବକ ମୃତ

ପାଇକମାଲ: ପାଇକମାଲ ଥାନା ମାଣ୍ଡୋସିଲ ପଞ୍ଚାୟତ ଅନ୍ତର୍ଗତ ଭୁତମୁଣ୍ଡା ଗାଁରେ ଖୁଣ୍ଟରେ ଚଢ଼ି ଫ୍ୟୁଜ୍‌ ବାନ୍ଧିବା ବେଳେ ବିଦ୍ୟୁତ୍‌ ଟ୍ରାନ୍‌ସଫର୍ମର୍‌ ଉପରେ ପଡ଼ିଯିବାରେ ବିଦ୍ୟୁତ୍‌ ଆଘାତରେ ରବିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁସାରେ ଆଜି ଦିନ ପ୍ରାୟ ୧ଟା ବେଳେ…
ଅଧିକ ଖବର ଦେଖନ୍ତୁ...