ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

୧୨ ହଜାର ୮୫୧ ପ୍ରସ୍ତାବ ଯାଞ୍ଚ: ନଭେମ୍ବରରେ ରିପୋର୍ଟ

କଟକ : ଶ୍ରୀମନ୍ଦିର ପରିଚାଳନା କ୍ଷେତ୍ରରେ ସଂସ୍କାର ପାଇଁ ଗଠିତ ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ ତଦନ୍ତ କମିସନଙ୍କ କଳାବିକାଶ କେନ୍ଦ୍ର ନିକଟସ୍ଥ କାର୍ଯ୍ୟାଳୟରେ ସତ୍ୟପାଠ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ଵିତ କରାଯାଇଛି। ୨୦୧୭, ଏପ୍ରିଲ ୨୦ ତାରିଖରେ କମିସନ୍‌ ସରକାରଙ୍କୁ ପ୍ରଥମ ଅନ୍ତରୀଣ ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ଓ୍ଵବ୍‌ସାଇଟ୍‌ରେ ଛଡାଗଲା ଓଟିଇଟି ଆନ୍‌ସର କି’

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ପ୍ରଥମ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଆନ୍‌ସର କି’ ଓ୍ଵବ୍‌ସାଇଟ୍‌ www.bseodisha.ac.inରେ ଛଡାଯାଇଛି। ପରୀକ୍ଷାର୍ଥୀମାନେ ବୋର୍ଡ ପକ୍ଷରୁ ଛଡାଯାଇଥିବା ଉତ୍ତରକୁ ନିଜ ଉତ୍ତର ସହିତ ମିଳାଇ ପାରିବେ।…
ଅଧିକ ଖବର ଦେଖନ୍ତୁ...

୧୪୭୦ କନଷ୍ଟେବଲ୍‌ ପଦବି ଖାଲି

କଟକ : ରାଜ୍ୟର ବିଭିନ୍ନ ଜିଲ୍ଲା ତଥା କମିସନରେଟ୍‌ ପୁଲିସ୍‌ରେ ଏବେ ୧୪୭୦ କନଷ୍ଟେବଲ୍‌ ପଦବି ଖାଲି ପଡ଼ିଛି। ଏହି ପଦବି ପୂରଣ ପାଇଁ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ପଦକ୍ଷେପ ନିଆଯାଉଛି। ପୁଲିସ ବିଭାଗର ତଳସ୍ତରରେ କାମ କରୁଥିବା କନଷ୍ଟେବଲ୍‌ମାନେ ଆଇନଶୃଙ୍ଖଳା ରକ୍ଷା କ୍ଷେତ୍ରରେ ସବୁଠୁ…
ଅଧିକ ଖବର ଦେଖନ୍ତୁ...

ପତିଙ୍କୁ କାନ୍ଧରେ ଧରି ପତ୍ନୀ ବୁଲିବା ଘଟଣା : ସରକାରଙ୍କ ତଦନ୍ତ ନିର୍ଦେଶ

କୋରାପୁଟ : ନବରଙ୍ଗପୁର ଜିଲ୍ଲା ସାନମସିଙ୍ଗା ଗାଁର ଶ୍ୟାମସୁନ୍ଦର ମାଝୀଙ୍କୁ ଆରପିଏଫ କର୍ମଚାରୀ ବାଡେଇ ଦୁଇ ଗୋଡ ଭାଙ୍ଗିଦେବା ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଆଜି ଏଥିନେଇ ସମ୍ବାଦରେ ଏକ ସଚିତ୍ର ରିପୋର୍ଟର୍ ପ୍ରକାଶ ପାଇବା ପରେ ସରକାରଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ…
ଅଧିକ ଖବର ଦେଖନ୍ତୁ...

୨ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ୫ ଗୁରୁତର

ମାଲକାନଗିରି : ମାଲକାନଗିରି ନିକଟସ୍ଥ ଗନ୍ଦିପାଲୀ ଠାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଚାଲାଣଗୁଡା ପଟରୁ ମାଲକାନଗିରି ଅଭିମୁଖେ ଆସୁଥିବା ହିରୋହୁଣ୍ଡା ବାଇକ ସହ ମାଲକାନଗିରିରୁ ସୁକମା ଯାଉଥିବା ଆଉ…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ପୋଷ୍ଟରରେ ଆନ୍ଧ୍ର ଜମି ମାଫିଆଙ୍କୁ ଧମକ

ନନ୍ଦପୁର : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ସମ୍ମୁଖ କାନ୍ଥରେ ନକ୍ସଲ ନାଁରେ ଲାଗିଥିବା ଏକ ପୋଷ୍ଟରକୁ ନନ୍ଦପୁର ପୁଲିସ ଜବତ କରିଛି। ଏହି ପୋଷ୍ଟରରେ ସିପିଆଇ ମାଓବାଦୀ ଉଲ୍ଲେଖ ରହିଥିବା ବେଳେ ଆନ୍ଧ୍ରପ୍ରଦେଶର କିଛି ଜମି ମାଫିଆ ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ଗଂଜେଇ ଜବତ,୨ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ପୋଲିସ ଆଜି ଗଂଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶର ବାରୋକଣ୍ଡା ଗ୍ରାମରୁ ଅବଦୁଲ ରେହମାନ ଏବଂ ସୁବାର ଟାନେ ନାମକ ଦୁଇଜଣ ଏକ ବସ୍ତାରେ ଗଂଜେଇ ନେଇ ଚାଲି ଚାଲି ବଡପଦର ପଞ୍ଚାୟତର…
ଅଧିକ ଖବର ଦେଖନ୍ତୁ...

କାଲିମେଳାରେ ମାଓ ବର୍ବରତା : ପ୍ରଜାକୋର୍ଟରେ ଗାଁ ମୁଖିଆଙ୍କୁ ହତ୍ୟା

କାଲିମେଳା : ମାଲକାନଗିରି ଜିଲ୍ଲାର କାଲିମେଳା ଅଞ୍ଚଳରେ ମାଓବାଦୀଙ୍କ ବର୍ବରକାଣ୍ଡ। ବଡ଼ିଗେଟା ପଞ୍ଚାୟତର କୁରୁବୁ ଗ୍ରାମର ମୁଖିଆ ଡମ୍ବରୁ ନାୟକଙ୍କୁ ଘରୁ ଟେକି ନେଇ ପ୍ରଜାକୋର୍ଟରେ ପଥର ଓ ଠେଙ୍ଗାରେ ମାଡ଼ମାରି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ରାତି ପ୍ରାୟ ୧୨ଟାରେ ମାଓବାଦୀ ଏହି…
ଅଧିକ ଖବର ଦେଖନ୍ତୁ...

ଛେଳି ଚୋରିକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଅଭିଯୁକ୍ତ ଫେରାର୍‌

ଗଡ଼ପୋଷ : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ ଗଡ଼ପୋଷ ଫାଣ୍ଡି ଅନ୍ତର୍ଗତ ରବଗା ପଞ୍ଚାୟତର ଜୁରାପାଲି ଗାଁରେ ଛେଳି ଚୋରିକୁ କେନ୍ଦ୍ର କରି ରାଜକୁମାର ନାଏକ (୪୫) ନାମକ ଜଣେ ଯୁବକଙ୍କ ହତ୍ୟା କରାଯାଇଛି। ମୃତକଙ୍କ ପତ୍ନୀ ମଲ୍ଲୀ ନାଏକଙ୍କ ଅଭିଯୋଗକ୍ରମେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ସହର କଣ୍ଟାପଡ଼ାରେ ଶୁକ୍ରବାର ସନ୍ଧ୍ୟାରେ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ଘଟିଛି। ଏ ନେଇ ଖବର ପାଇବା ପରେ ପୁଲିସ୍‌ ମାମଲା ରୁଜୁ କରିବା ସହ ହତ୍ୟାକାରୀକୁ ଗିରଫ କରିଥିବା ଜଣାପଡ଼ିଛି। ପୁଲିସ୍‌ର ସୂଚନାନୁସାରେ ଶୁକ୍ରବାର ସନ୍ଧ୍ୟାରେ କଣ୍ଟାପଡ଼ା…
ଅଧିକ ଖବର ଦେଖନ୍ତୁ...