ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ଖଣ୍ଡପଡ଼ା: ଅଧିକାର ପାଇଁ ଧାରଣାରେ ବସିଲେ ବିଧାୟକଙ୍କ ଭଉଣୀ

ଖଣ୍ଡପଡ଼ା/ନୟାଗଡ଼: ପୈତୃକ ସମ୍ପତ୍ତିରେ ଅଧିକାର ସାବ୍ୟସ୍ତ କରିବା ପାଇଁ ଖଣ୍ଡପଡ଼ା ବିଧାୟକଙ୍କ ଭଉଣୀ ରବିବାର ଧାରଣାରେ ବସିଛନ୍ତି। ବଧାୟକଙ୍କ ଖଣ୍ଡପଡ଼ାସ୍ଥିତ ବାସଭବନ ସମ୍ମୁଖରେ ଅବନ୍ତିକା ଅପରାହ୍ନ ଗୋଟିଏରୁ ବସିଛନ୍ତି। ସେ ଜିଦ୍‌ ଧରିଛନ୍ତି ଯେ, ବିଧାୟକ ଭାଇ ଅନୁଭବ ପଟ୍ଟନାୟକ ଭୁବନେଶ୍ୱରରୁ…
ଅଧିକ ଖବର ଦେଖନ୍ତୁ...

କଲେଜ ଛାତ୍ରୀଙ୍କୁ ଅସଦାଚରଣ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକ

କେନ୍ଦ୍ରାପଡ଼ା: ଜାତୀୟ ରାଜପଥ ‘୫-ଏ’ର ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ନିକଟରେ କଲେଜ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଯୁବକଙ୍କୁ ଗିରଫ ଦାବିରେ ରବିବାର ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ କଜେଲ ଛାତ୍ରୀ ଜଣକ କଟକରୁ କେନ୍ଦ୍ରାପଡ଼ା ଯିବା ପାଇଁ ଯାଜପୁର…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ପୁଲିସ ଦ୍ୱାରା ୪ ମାଓବାଦୀ ଗିରଫ

ମାଲକାନଗିରି: ଗତ ଅକ୍ଟୋବର ୭ରେ କୁରୁବ ଗ୍ରାମର ଡମ୍ବରୁ ନାଏକ ହତ୍ୟା ମାମଲା ସହିତ ଜଡ଼ିତ ୪ ମାଓବାଦୀଙ୍କୁ ରବିବାର ମାଲକାନଗିରି ପୁଲିସ ଗିରଫ କରିଥିବା ଜଣାପଡ଼ିଛି। କାଲିମେଳା ଦଲନର ମାଓବାଦୀ ସଙ୍ଗଠନର କମାଣ୍ଡର ରଣଦେବ ନେତୃତ୍ୱରେ ଡମ୍ବରୁଙ୍କୁ ହତ୍ୟା କରାଯାଇଥିଲା। ପୁଲିସ ଇନଫରମର୍‌…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼: ଇବ୍‌ ନଦୀରେ ବୁଡି ଜଣେ ମୃତ

ସୁନ୍ଦରଗଡ଼: ଟାଉନ ଥାନା ଅନ୍ତର୍ଗତ ଇବ୍‌ ନଦୀରେ ବୁଡ଼ି ରବିବାର ଜଣେ ଲୋକଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଇବ୍‌ ବ୍ରିଜ ନିକଟରେ ଥିବା ଘାଟରୁ ପୁଲିସ ମୃତ ଦେହକୁ ଉଦ୍ଧାର କରିଛି। ନଦୀକୁ ଗାଧୋଇବାକ ଯାଇଥିବା ଲୋକ ପ୍ରଥମେ ମୃତ ଦେହକୁ ଦେଖିଥିଲେ। ପରେ ସେମାନେ ଏ ବିଷୟରେ…
ଅଧିକ ଖବର ଦେଖନ୍ତୁ...

ନିଆଳିରେ ଦାଦା ବଟି ପାଇଁ ବୋମା ମାଡ଼

ନିଆଳି : ଦାଦା ବଟିକୁ କେନ୍ଦ୍ରକରି ନିଆଳିରେ ପୁଣି ବୋମା ମାଡ଼ ହୋଇଛି। ଦୁର୍ବୃତ୍ତମାନେ ଜଣେ ଠିକାଦାରଙ୍କ ଘର ଉପରକୁ ଲଗାତର ୨ଟି ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି। ବୋମାମାଡ଼ରେ କାହାର କ୍ଷୟକ୍ଷତି ହୋଇନଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଆଜି ରାତି ସାଢେ ୮ଟାରେ…
ଅଧିକ ଖବର ଦେଖନ୍ତୁ...

ପରିବାରର ତିନି ନାବାଳିକାଙ୍କ ସହ ୪ ଝିଅ ନିଖୋଜ

ଜଗତସିଂହପୁର ସଦର : ଶୁକ୍ରବାର ରାତିରେ ନାଟକୀୟ ଢଙ୍ଗରେ ଗୋଟିଏ ପରିବାରର ୪ ଜଣ ଝିଅ ନିଖୋଜ ହୋଇଯାଇଛନ୍ତି । ଏ ସମ୍ପର୍କରେ ଝିଅମାନଙ୍କ ମା’ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି । ତେବେ, ସେମାନେ କେଉଁଆଡ଼େ ଗଲେ ଓ କିଏ ସେମାନଙ୍କୁ ନେଲା ସେ ସଂପର୍କରେ କୌଣସି ଖବର ମିଳିପାରି ନାହିଁ।…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟରେ ଲୋକ ଅଦାଲତ : ୪୧ ଲକ୍ଷ ୩୮ ହଜାର ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ : ହାଇକୋର୍ଟରେ ଶନିବାର ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଭିନିତ ସରନ, ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ୍‌ ଇନ୍ଦ୍ରଜିତ ମହାନ୍ତି ଓ ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷା କୁମାରୀ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ ସେବାଶ୍ରମରେ ପୁଣି ଅଘଟଣ : ଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ସେବାଶ୍ରମରେ ଅବ୍ୟବସ୍ଥା ଓ ଅଘଟଣ ଥମୁ ନାହିଁ। ଆଜି ପୁଣି ଫୁଲବାଣୀ ବ୍ଲକ ପକନାଗାଁ ସେବାଶ୍ରମ ସ୍କୁଲରେ ଦୁଇ ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
ଅଧିକ ଖବର ଦେଖନ୍ତୁ...

ଦାଶ ବେନହୁର୍‌ଙ୍କୁ ବିଶ୍ୱନାଥ ପଶାୟତ ସାରସ୍ୱତ ସମ୍ମାନ

କଟକ: ଜୀବନୀ ଓ ଆତ୍ମଜୀବନୀ ସମକାଳୀନ ସମାଜର ଚିତ୍ର ସମେତ ଇତିହାସର ସୂଚନା ଦେଇଥାଏ। ଏହା ଉତ୍ତରପିଢ଼ିଙ୍କୁ ପ୍ରେରଣା ଦେଇଥାଏ। ଏଥି ପାଇଁ ପ୍ରତିଭାବାନ ବ୍ୟକ୍ତିଙ୍କ ଜୀବନୀ ଅଧିକ ସଂଖ୍ୟାରେ ପ୍ରକାଶ ପାଇବା ଉଚିତ ବୋଲି ‘ସମ୍ବାଦ’ର ସଂପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଗଣଦୁଷ୍କର୍ମ ମାମଲା : ରହସ୍ୟ ଭେଦିପାରୁନି ପୁଲିସ

କୋରାପୁଟ/ପଟାଙ୍ଗୀ : କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ଦିନକୁ ଦିନ ଅଧିକ ରହସ୍ୟମୟ ହେବାରେ ଲାଗିଛି। ପ୍ରତ୍ୟେକ ଦିନ କିଛିନା କିଛି ନୂଆ  ଗୁଜବ/ମତକୁ ଚର୍ଚ୍ଚା ହେଉଥିବା ବେଳେ ପୁଲିସ ଓ ପ୍ରଶାସନ ମୁହଁରେ ତୁଣ୍ଡି ବାନ୍ଧି…
ଅଧିକ ଖବର ଦେଖନ୍ତୁ...