ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ଅନଲାଇନ୍ ସ୍ଲଟ୍ ବୁକିଂରେ ଦଲାଲଙ୍କ ରାଜୁତି: ଜମି କିଣାବିକା ପାଇଁ ଫେରୁଛନ୍ତି ଶତାଧିକ ଲୋକ

ପୁରୁଣା ଭୁବନେଶ୍ବର: ଜମିଜମା ଇ-ରେଜିଷ୍ଟ୍ରେସନ୍ ବା ପଞ୍ଜୀକରଣ ବ୍ୟବସ୍ଥାକୁ ପରିବର୍ତ୍ତନ କରାଯିବା ସହ ଏହାର ସମସ୍ୟା ଦୂର କରିବା ଲାଗି ଅନ୍‌ଲାଇନ୍ ସ୍ଲଟ୍ ବୁକିଂ ନିୟମ କରା ଯାଇଛି। ହେଲେ ଏହି ସ୍ଲଟ୍ ବୁକିଂ ଏବେ ଦଲାଲଙ୍କ କବଜାରେ ରହିଛି। ରାତି ୧୨ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସ୍ଲଟ୍…
ଅଧିକ ଖବର ଦେଖନ୍ତୁ...

୧୫୦ କିସମର ବିଲୁପ୍ତ ଦେଶୀ ଧାନ, ୫୩ ପ୍ରକାର କିସମର ଦେଶୀ ମାଣ୍ଡିଆ, ୭ କିସମର ବାଜରା ସଂଗ୍ରହ କରି ରଖିଛନ୍ତି ଛାତ୍ରୀ…

ଜୟପୁର: ଜୟପୁର ପ୍ରକାଶ ଇଂରାଜୀ ଉଚ୍ଚବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ହାର୍ଷିତା ପ୍ରିୟଦର୍ଶିନୀ ମହାନ୍ତି ୧୫୦ କିସମର ବିଲୁପ୍ତ ଦେଶୀ ଧାନ, ୫୩ ପ୍ରକାର କିସମର ଦେଶୀ ମାଣ୍ଡିଆ, ୭ କିସମର ବାଜରା ସଂଗ୍ରହ କରି ରଖିଛନ୍ତି।  ପିଲାଟିଦିନରୁ ପାଠ ପଢା  ବାଦେ କିଛି ଅଲୋଗା କରିବା…
ଅଧିକ ଖବର ଦେଖନ୍ତୁ...

ସେଲ୍‌ଫି ହେଲା କାଳ: ମହାନଦୀରେ ଭାସିଗଲେ ୨ ଛାତ୍ର, ଦିନକରେ ଭାସିଗଲେ ୪

କଟକ/ବାରଙ୍ଗ/କଣାସ/ଗଡ଼ିଶାଗୋଦା: ଆଜି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ନଦୀରେ ଭାସି ୪ଜଣ ନିଖୋଜ ହୋଇଯାଇଛନ୍ତି। ବିପଜ୍ଜନକ ସେଲ୍‌ଫି ନେବା ବେଳେ ଦୁଇ ଛାତ୍ର ଓ ଦେବୀଦ୍ବାର ଘାଟ‌ରେ ଗାଧୋଉଥିବା ବେଳେ ଜଣେ ଯୁବକ ମହାନଦୀର ପ୍ରଖର ସ୍ରୋତରେ ଭାସିଯାଇଥିବା ବେଳେ ପୁରୀ ଜିଲ୍ଲା ଦେଇ…
ଅଧିକ ଖବର ଦେଖନ୍ତୁ...

ଆଜି ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ଭୋଟ୍‌: ଅଗଷ୍ଟ ୧୧ରେ ଭୋଟ୍ ଗଣତି

ଭୁବନେଶ୍ବର: ବୁଧବାର ରାଜ୍ୟର ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ, ୬ଟି ସରପଞ୍ଚ, ୬୪ଟି ୱାର୍ଡମେମ୍ବର, ୯ଟି ପଞ୍ଚାୟତ ସମିତି ସଦସ୍ୟ ପାଇଁ ମତଦାନ ହେବ। ଏଥିପାଇଁ ରାଜ୍ୟ ନିର୍ବାଚନ କମିସନ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୁଲିଂ ଅଧିକାରୀମାନେ ଇଭିଏମ୍‌ ସହ…
ଅଧିକ ଖବର ଦେଖନ୍ତୁ...

୮ ବ୍ୟାଟେରି ଚୋରି: ନାବାଳକ ସମେତ ୬ କୋର୍ଟ ଚାଲାଣ

ଝାରସୁଗୁଡ଼ା: ସୋମବାର ରାତିରେ ବନହରପାଲି ଥାନା ଅନ୍ତର୍ଗତ ତିଲିଆ ଆସପଣ୍ଡରେ ଲାଗିଥିବା ୮ଟି ବ୍ୟାଟେରିକୁ ଦୁର୍ବୃତ୍ତମାନେ ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ବନହରପାଲି ପୁଲିସ୍ ଏକ ମାମଲା ରୁଜୁ କରି ଜଣେ ନାବାଳକ ସମେତ ମୋଟ ୬ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଛି।…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା: ଗଣଦୁଷ୍କର୍ମ ଅଭିଯୋଗରେ ୩ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରୁ ଜଣେ ନାବାଳିକା(୧୩)ଙ୍କୁ ଅପହରଣ କରି ନେଇ ସୋମବାର ଜଙ୍ଗଲ ଭିତରେ ଦୁଷ୍କର୍ମ କରାଯାଇଥିବା ଘଟଣା ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିଲା। ଆଜି ପୁଲିସ୍ର ତଦନ୍ତ ପରେ ନାବାଳିକାଙ୍କୁ ଦୁଷ୍କର୍ମ ନୁହେଁ ବରଂ ଗଣଦୁଷ୍କର୍ମ କରାଯାଇଥିବା ସ୍ପଷ୍ଟ ହୋଇଛି। ଏହି ଘଟଣାରେ…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ଚାଲିଗଲେ ୩ ସାଙ୍ଗ: ସୁରତରେ ବନ୍ଧୁତ୍ବ ଦିବସ ପାଳି ଫେରୁଥିଲେ

ଆସିକା/ବ୍ରହ୍ମପୁର: ବନ୍ଧୁତ୍ବ ଦିବସ ପାଳିବା ପରେ ଖୁସି ମନରେ ୪ ସାଙ୍ଗ ଘରକୁ ‌ଫେରୁଥିଲେ। ‌ହେଲେ ରାସ୍ତାରେ ଛକିଥିଲା ମୃତ୍ୟୁ। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ବନ୍ଧୁ ପ୍ରାଣ ହରାଇଥିବା ବେଳେ ଜଣେ ଡାକ୍ତରଖାନାରେ ଜୀବନଯୁଦ୍ଧଲେ ଲଢ଼ୁଛନ୍ତି। ସୁରତର ଆମ୍ରୋଲି ଥାନା ଇଲାକାରେ ଘଟିଥିବା ଏକ…
ଅଧିକ ଖବର ଦେଖନ୍ତୁ...

ପୁନଃ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ

ଝାରସୁଗୁଡ଼ା: ମହାଲକ୍ଷ୍ମୀ କମ୍ପାନିରେ ପୁନଃ ନିଯୁକ୍ତି ଦାବିରେ ଏମ୍ସିଏଲ୍ ଜିଏମ୍ ଅଫିସ ସମ୍ମୁଖରେ ଆମରଣ ଅନଶନ ଚାଲିଥିଲା। ଆଜି ପୁଣିଥରେ ଭିପିଆର୍ କମ୍ପାନିର ଏହି ପୂର୍ବତନ କର୍ମଚାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ପୁରୁଣା ଭିପିଆର୍ କମ୍ପାନି…
ଅଧିକ ଖବର ଦେଖନ୍ତୁ...

ଖଣି ପ୍ରଭାବିତ ଗାଁରେ ଜଳ ଯନ୍ତ୍ରଣା: ପିଇବା ପାଣି ପାଇଁ ଭରାନାଳ ପାରି

ସୁନ୍ଦରଗଡ଼: ଖବରରେ ସଂଲଗ୍ନ ଫଟୋଟି ଅନେକ କଥା କହୁଛି। ପାଣି ପାଇଁ ଜୀବନକୁ ପାଣି ଛଡ଼ାଇ ଭରାନାଳ ପାରି ହେଉଛନ୍ତି ଦଳଦଳ ମହିଳା। ହାତରେ, କାଖରେ ଗରା, ବାଲ୍‌ତି। ନାଳରେ କେଉଁଠି ଅଣ୍ଟାଏ ତ କେଉଁଠି ଛାତିଏ ପାଣି। ଟିକିଏ ଅସାବଧାନ ହେଲେ ସୁଅରେ ଭାସିଯିବାର ଭୟ ରହିଛି। ତଥାପି ପିଇବା ପାଣି ଗରାଏ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର କାର୍ଯ୍ୟାଳୟ ଏବେ ଥଇଥାନ କେନ୍ଦ୍ର; ଅବ୍ୟବସ୍ଥା ପଛର ରୋଚକ ତଥ୍ୟ

ପୁରୀ: ସରକାର ନିଜ କର୍ମଚାରୀଙ୍କ ପାଇଁ ଅବସର ବୟସ ସୀମା ୬୦ବର୍ଷ ଧାର୍ଯ୍ୟ କରିଛନ୍ତି। ଗତ କିଛି ବର୍ଷ ହେଲା ଦେଖାଯାଉଛି ଯେ ସରକାରରେ ଅବସର ପରେ ନିଯୁକ୍ତି ଗୋଟିଏ ଅଭ୍ୟାସରେ ପରିଣତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲାଯାଏ, ଏଭଳି କର୍ମଚାରୀ ସବୁଠି…
ଅଧିକ ଖବର ଦେଖନ୍ତୁ...