ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ବର୍ଷା ବିପତ୍ତି: ଲୋକନାଥ ମନ୍ଦିରରେ ୫ଫୁଟ ପାଣି, ସାକ୍ଷୀଗୋପାଳ ଉପର ବେଢ଼ାରୁ ଖସିଲା ବିଶାଳ ପଥର

ପୁରୀ/ବାରିପଦା: ଲଘୁଚାପ ବର୍ଷାର ପ୍ରଭାବରେ ପୁରୀସ୍ଥିତ ଲୋକନାଥ ମନ୍ଦିରରେ ପାଣି ପ୍ରବେଶ କରିଛି। ଲୋକନାଥ ମନ୍ଦିର ପରିସରରେ ୩ଫୁଟ ପାଣି ଥିବା ବେଳେ ମନ୍ଦିର ବେଢ଼ାରେ ୫ଫୁଟ ପାଣି ଜମି ରହିଛି। ନିକଟରେ ଥିବା ପାର୍ବତୀ ସାଗରର ୪୦ ଫୁଟ ପାଚୋରୀ ଭୁଶୁଡ଼ିବାରୁ ଅବସ୍ଥା ସଙ୍କଟାପନ୍ନ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ବାଣ ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଲା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାବଳପୁର ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ବଢି ୧୨ରେ ପହଞ୍ଚିଛି । କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଆଜି ତିନି ଜଣଙ୍କର ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୧୨କୁ ଛୁଇଁଛି । ତେବେ ଏହି ଘଟଣାରେ ଗୁରୁତର ଭାବେ ପୋଡ଼ି ଯାଇଥିବା ଅନ୍ୟ ୪…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ‘କାଳୀପୂଜା’ ଆରମ୍ଭ, ପୂଜା ମଣ୍ଡପରେ ନାହିଁ ଉତ୍ସାହ

ଭଦ୍ରକ: ଓଡ଼ିଶା ପ୍ରସିଦ୍ଧ ଭଦ୍ରକର ‘କାଳୀପୂଜା’ ଗୁରୁବାର ଠାରୁ ନିରାଡ଼ାମ୍ବର ଭାବରେ ଆରମ୍ଭ ହୋଇ ଯାଇଛି। କିନ୍ତୁ ପୂଜା ମଣ୍ଡପଗୁଡ଼ିକରେ ଉତ୍ସାହ ନ ଥିବା ଜଣାପଡ଼ିଛି। ମେଳଣ ପଡ଼ିଆ, ମୀନାବଜାର ସ୍ଥଳ ଓ ଯାତ୍ରା ପାଇଁ ଉପଲବ୍ଧ ପଡ଼ିଆଗୁଡ଼ିକ ନିଛାଟିଆ ଲାଗୁଛି। ପ୍ରଶାସନର ଆଦେଶ ଅନୁସାରେ ଭଦ୍ରକରେ…
ଅଧିକ ଖବର ଦେଖନ୍ତୁ...

ମୟୁରଭଞ୍ଜ: ହଷ୍ଟେଲ ଛାଡ଼ିଲେ ୬୦ଜଣ ଛାତ୍ରୀ

ବାରିପଦା: ପ୍ରଧାନଶିକ୍ଷକ,ମାଟ୍ରନ୍‌ଙ୍କ ବ୍ୟବହାରରେ ଅତିଷ୍ଠ ହୋଇଥିବା ୬୦ଜଣ ଛାତ୍ରୀ ହଷ୍ଟେଲ ଛାଡ଼ିଛନ୍ତି। ରୁଟିନ ଅନୁସାରେ ଖାଦ୍ୟ ପରଶା ନଯିବା, ହଷ୍ଟେଲରେ ପାଣିର ଅସୁବିଧା ଓ ବିଜୁଳି ବ୍ୟବସ୍ଥା ଠିକ୍‌ ନ ରହିବା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଛାତ୍ରୀମାନେ ଉପାୟ ଶୂନ୍ୟ ହୋଇ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ବାଣ ବିସ୍ଫୋରଣ ଘଟଣା: ୧୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ବାଲେଶ୍ୱର: ସଦର ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟଣାରେ ଗୁରୁବାର ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା ସମୟରେ ବୁଧବାର ରାତିରେ କହ୍ନେଇ ଲାଲ ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ବେଳେ, ଗୁରୁବାର ରାମପଦ ମଇତି, ନିମେଇ ଲାଲ ପ୍ରଧାନ…
ଅଧିକ ଖବର ଦେଖନ୍ତୁ...

ପରିବା ଦର ଆକାଶଛୁଆଁ; ୬୦ ଟପିଲା ବିଲାତି

ଆନନ୍ଦପୁର: ପରିବାରେ ହାତ ମାରି ହେଉନି। ଯାହାକୁ ନେବ କିଲୋ ୫୦ ଟଙ୍କାରୁ ଅଧିକ। କାର୍ତ୍ତିିକ ମାସ ଆରମ୍ଭରେ ଆନନ୍ଦପୁରରେ ପରିବାର ଆକାଶଛୁଆଁ ଦରକୁ ନେଇ ଲୋକମାନେ ଚିନ୍ତାରେ ପଡି ଯାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ପରିବା ଆମଦାନୀ ହ୍ରାସ ପାଉଥିବା ବେଳେ ବଜାରରେ ଅଭାବ ପରିଲକ୍ଷିତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ସିମ୍‌କାର୍ଡ ଧରାଇଦେଲା ଚୋର

ମହାକାଳପଡ଼ା: ମୋବାଇଲ୍‌ ସିମ୍‌ କାର୍ଡ କାଳ ହେଲା। ଏହି ସିମ୍‌କାର୍ଡ ଗ୍ୟାସ୍‌ ଟାଙ୍କି ଚୋରି ର‍୍ୟାକେଟ୍‌ର ପର୍ଦ୍ଦାଫାଶ୍‌ କରିଛି। ୪ ଜଣ ଚୋରଙ୍କୁ ପୁଲିସ ହାତରେ ଧରାଇ ଦେଇଛି। ଏହି ର‍୍ୟାକେଟର ସଦସ୍ୟମାନେ କିଛି ଦିନ ହେଲା ମହାକାଳପଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ଘରେ ପଶି ଲଗାତାର ଭାବେ…
ଅଧିକ ଖବର ଦେଖନ୍ତୁ...

ଅଡ଼ୁଆରେ ବିଜେଡି: ବିଷ୍ଣୁ-ରାଜଶ୍ରୀ ମୁହାଁମୁହିଁ

ମୁନ୍ନା ଖାଁ କହିଲେ, ଇଏ ବିଜେଡି କଲିମୁଲ୍ଲା ନୁହନ୍ତି ଜଗତସିଂହପୁର ଟାଉନ୍‍/ତିର୍ତ୍ତୋଲ: ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ୍‌ ସଂପାଦକ ଶେଖ୍‍ କଲିିମୁଲ୍ଲା ଓ ତାଙ୍କ ପୁତୁରାଙ୍କୁ ଗିରଫ ଘଟଣାରେ ବିଜେଡିରେ କମ୍ପନ୍ନ ସୃଷ୍ଟି ହୋଇଛି।  ଏହି ଘଟଣାରେ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ…
ଅଧିକ ଖବର ଦେଖନ୍ତୁ...

ଡିଲର୍‌ଙ୍କ ସମେତ ୨ ନିଲମ୍ବିତ

ବରୀ: ପିଡିଏସ୍‌ ସାମଗ୍ରୀ ହେରଫେର୍‌ ଅଭିଯୋଗରେ ଯାଜପୁର ଉପଜିଲ୍ଲାପାଳ ଡିଲର ସମେତ ଦୁଇଜଣଙ୍କୁ ନିଲମ୍ବିତ କରିଛନ୍ତି। କେବଳ ସେତିକି ନୁହେଁ ଲାଇସେନ୍ସ ଉପରେ ରୋକ୍‌ ଲଗାଇଛନ୍ତି। ସେ ଦୁହେଁ ହେଲେ ବରୀ ବାଗଦା ସମବାୟ ସମିିତି ସଂପାଦକ କମଳାକାନ୍ତ ମହାନ୍ତି ଏବଂ ମନ୍ଦାରି ପଞ୍ଚାୟତ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ମହୁମାଛି ଆକ୍ରମଣରେ ବନ କର୍ମଚାରୀ ଆହତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବନ ବିଭାଗ କର୍ମଚାରୀ ବିଭିନ୍ନ ସର୍ଭେ କରିବାକୁ ଯାଇ ଜଙ୍ଗଲ ମଝିରେ ମହୁମାଛି ଆକ୍ରମଣରେ ଆହାତ ହୋଇ ଫେରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଆଜି କରପା ପଞ୍ଚାୟତର ବିଜୟନଗର ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ସାନକୁଆଙ୍ଗକୁ ଯାଇ ଗଣ ପରିମାଣ ଓ…
ଅଧିକ ଖବର ଦେଖନ୍ତୁ...