ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ମହାପ୍ରଭୁଙ୍କ ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ, ଅନୁମତି ଦେଲା ଏଏସ୍‌ଆଇ

ପୁରୀ: ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଲେଜର ସ୍କାନିଂ ହେବ। ଏନେଇ ଏଏସଆଇକୁ ଅନୁମତି ଦିଆଯାଇଛି। ପରିଚାଳନା ବୈଠକ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି। ପରିଚାଳନା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୧୫ ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସମ୍ପୂର୍ଣ୍ଣ କରିବାକୁ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ…

ଭୁବନେଶ୍ବର: ନବୀନ ଓଡ଼ିଶା ଓ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଆଜି ବଡ଼ିଭୋରରୁ ପୁରୀ ଯାଇ ସାଢ଼େ ୪ଟାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ୨୦୨୩ ଡିସେମ୍ବର ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ଦର୍ଶନ କଲେ ଜମ୍ମୁ ଓ କାଶ୍ମୀର ଏଲ୍‌ଜି ମନୋଜ ସିହ୍ନା

ପୁରୀ: ଜମ୍ମୁ ଓ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଆଜି ପୁରୀରେ ପହଞ୍ଚିଛନ୍ତି। ସଂଧ୍ୟାରେ ପୁରୀରେ ପହଞ୍ଚିବା ପରେ ସେ ରାତି ପ୍ରାୟ ସାଢ଼େ ୮ଟାରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଶ୍ରୀ ସିହ୍ନା ପୁରୀରେ ପହଞ୍ଚିବା ପରେ କଡ଼ା…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀସେତୁ ବୁଲିଲେ…

ପୁରୀ: ଆସନ୍ତାବର୍ଷ ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି। ଏହି ପ୍ରକଳ୍ପ ପ୍ରକଳ୍ପ ପୂର୍ଣ୍ଣରୂପ ନେଲେ ଭକ୍ତ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଗଜପତି କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା: ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ

ପୁରୀ: ଆଗାମୀ ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ହେବ। ଏହି ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ। ସେ କହିଛନ୍ତି, ଜାନୁଆରି ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ମହେଶ୍ବର ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର: ବୁଲେଟିନ୍‌ ଜରିଆରେ ସୂଚନା ଦେଲା କେୟାର ହସ୍ପିଟାଲ

ଭୁବନେଶ୍ବର: ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଆରମ୍ଭରୁ ତାଙ୍କୁ ସ୍ନାୟୁରୋଗ ବିଭାଗରେ ଆଡମିଟ୍‌ କରାଯାଇଥିବା ବେଳେ ଏବେ ଆଇସିୟୁରେ ଭର୍ତି କରାଯାଇଥିବା ସୂଚନା ଦେଇଛି ଭୁବନେଶ୍ବରସ୍ଥିତ କେୟାର ହସ୍ପିଟାଲ। ହସ୍ପିଟାଲ ପକ୍ଷରୁ ଜାରି ବୁଲେଟିନ୍‌ରେ…
ଅଧିକ ଖବର ଦେଖନ୍ତୁ...

ନିଷିଦ୍ଧାଞ୍ଚଳରୁ ପୁଣି ମାଛଧରା ଟ୍ରଲର ଜବତ, ୧୫ ଜଣ ମତ୍ସ୍ୟଜୀବୀ ଅଟକ

ଅସ୍ତରଙ୍ଗ: ଅଲିଭ୍ ରିଡଲେ କଇଁଛଙ୍କ ସୂରକ୍ଷା ନିମନ୍ତେ ବୁଧବାର ଠାରୁ ସମୁଦ୍ରରେ ମତ୍ସଜୀବୀଙ୍କ ପାଇଁ କଟକଣା ଲାଗୁ ହୋଇଥିବା ବେଳେ ଆଜି ୨ୟ ଦିନରେ (ଗୁରୁବାର)  ନିଷିଦ୍ଧାଞ୍ଚଳରୁ ଅସ୍ତରଙ୍ଗ ବନବିଭାଗ ଟିମ୍ ଦ୍ୱାରା ସାଥି ମଙ୍ଗଳା ନାମକ ଏକ ମାଛଧରା ଟ୍ରଲର ଜବତ ହୋଇଛି। ଜବତ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ନେଇ ବୈଠକ: ଅନ୍‌ଲାଇନ୍‌ ଟିକେଟ୍ ଓ କିଓସ୍କ ପ୍ରସ୍ତାବ ନେଇ ପ୍ରଶାସନ ହଟହଟା

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନ୍‌ଲାଇନ୍‌ ଟିକେଟ୍‌, କିଓସ୍କ ପ୍ରସ୍ତାବ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ହଟହଟା ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଦୃଢ଼ ବିରୋଧ ପରେ ଆରମ୍ଭରୁ ଏହି ବୈଠକକୁ ବନ୍ଦ କରି ଦିଆଯାଇଛି। ଶ୍ରୀମନ୍ଦିର ଭଳି ସ୍ଥାନରେ ଏଭଳି…
ଅଧିକ ଖବର ଦେଖନ୍ତୁ...

ଦର୍ଶନ ବେଳେ ହବିଷ୍ୟାଳି ଅସୁସ୍ଥ: ଜଣଙ୍କୁ କାମୁଡ଼ିଲା ମାଙ୍କଡ଼, ଭିଡ଼ରେ ପଡ଼ି ଜଣେ ଆହତ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଆଜି ଦୁଇଜଣ ହବିଷ୍ୟାଳି ଅସୁସ୍ଥ ହୋଇଛନ୍ତି। ଜଣେ ଭିଡ଼ରେ ଠେଲାପେଲାରେ ପଡ଼ି ଆହତ ହୋଇଥିବାବେଳେ ଅନ୍ୟ ଜଣଙ୍କୁ ମାଙ୍କଡ଼ କାମୁଡ଼ି କ୍ଷତାକ୍ତ କରିଛି। ଆଜି ସକାଳ ପ୍ରାୟ ୮ଟାରେ ଏହି ଘଟଣା ଘଟିଛି। ଶ୍ରୀମନ୍ଦିରରେ ପଡ଼ି ଆହତ ହୋଇଥିବା ବୃଦ୍ଧା…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଅସୁସ୍ଥ

ପୁରୀ: ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗତକାଲି ଶ୍ରୀ ମହାନ୍ତି ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସନ୍ଧ୍ୟାରେ ସେ ବଡ଼ଶଙ୍ଖ ଗଜଲକ୍ଷ୍ମୀ ପୂଜା କାର୍ଯ୍ୟକ୍ରମରେ…
ଅଧିକ ଖବର ଦେଖନ୍ତୁ...