ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ବାଙ୍କଚୂଡ଼ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜିଉ

ପୁରୀ: କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ଗରୁଡ ଉତ୍ଥାପନ ଦିବସରେ ଶ୍ରୀଜୀଉଙ୍କ ବାଙ୍କଚୂଡ ବେଶ ଅନୁଷ୍ଠିତ ହେଉଛି। ପ୍ରତ୍ୟେହ ଅବକାଶ ଓ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ସ୍ୱର୍ଣ୍ଣ ଅଳଙ୍କାର ସହିତ ଶୀତଋତୁ ପାଇଁ ତିନି ଠାକୁରଙ୍କ ମସ୍ତକରେ ପାଟବସ୍ତ୍ରରେ ଟୋପି କରାଯାଇ ସ୍ୱର୍ଣ୍ଣକିଆ…
ଅଧିକ ଖବର ଦେଖନ୍ତୁ...

ପୁରୀ: ସମୁଦ୍ରରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ଠାବ

ପୁରୀ: ଝାଡ଼ଖଣ୍ଡର ରାଞ୍ଚି ନିକଟସ୍ଥ ହତିଆରୁ ପୁରୀ ବୁଲିବାକୁ ଆସି ସମୁଦ୍ର ସ୍ନାନ କରୁଥିବା ବେଳେ ଗତକାଲି ନିଖୋଜେ ହୋଇ ଯାଇଥିବା ଅଙ୍କିତ କୁମାର ଗୁପ୍ତା ନାମକ ଜଣେ ପର୍ଯ୍ୟଟକଙ୍କ ମୃତଦେହ ଆଜି ସକାଳୁ ପୁରୀ ସମୁଦ୍ରକୂଳରୁ ଉଦ୍ଧାର କରାଯାଇଛି। ଖବରପାଇ ସମୁଦ୍ରକୂଳ ଥାନା ପୁଲିସ ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ପୁରୀ: ସମୁଦ୍ରରେ ନିଖୋଜ ପର୍ଯ୍ୟଟକ

ପୁରୀ: ଝାଡ଼ଖଣ୍ଡର ରାଞ୍ଚି ନିକଟସ୍ଥ ହତିଆରୁ ପୁରୀ ବୁଲିବାକୁ ଆସି ସମୁଦ୍ର ସ୍ନାନ କରୁଥିବା ବେଳେ ଜଣେ ପର୍ଯ୍ୟଟକ ନି;ଖାଜେ ହୋଇ ଯାଇଛନ୍ତି। ନିଖୋଜ ପର୍ଯ୍ୟଟକଙ୍କ ନାମ ଅଙ୍କିତ କୁମାର ଗୁପ୍ତା। ଶ୍ରୀ ଗୁପ୍ତା ତାଙ୍କ ଅନ୍ୟ ୮ ଜଣ ସହଯୋଗୀଙ୍କ ସହିତ ପୁରୀ ବୁଲି ଆସିଥିଲେ। ଖବରପାଇି ପୁରୀ…
ଅଧିକ ଖବର ଦେଖନ୍ତୁ...

ଫେରିବ ଗୋବର୍ଦ୍ଧନ ପୀଠ ଜମି!

ପୁରୀ : ଗୋବର୍ଦ୍ଧନ ପୀଠର ମର୍ଯ୍ୟାଦା ଫେରିବ। ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ଚାଲିଯାଇଥିବା ପୀଠର ଜମି ପୁଣି ଫେରିଆସିବ। ଏଥିପାଇଁ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ଅନୁରୋଧ କରିବା ପରେ ଗୋବର୍ଦ୍ଧନ ପୀଠ ଜମି ଫେରିପାଇବାର ଆଶା ଏବେ ଉଦଜ୍ଜୀବିତ…
ଅଧିକ ଖବର ଦେଖନ୍ତୁ...

ଆଜିଠୁ ଶ୍ରୀଜିଉଙ୍କ ପଞ୍ଚୁକ ନୀତି

ପୁରୀ : କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରୁ ଆରମ୍ଭ ହେଉଛି କାର୍ତ୍ତିକ ମାସର ଅନ୍ୟତମ ମୁଖ୍ୟ ଆକର୍ଷଣ ପଞ୍ଚୁକ ବ୍ରତ । ମହାପ୍ରଭୁ ଏହି ସମୟରେ ୫ ଦିନ ଧରି ବିଭିନ୍ନ ବେଶରେ ଦର୍ଶନ ଦେବେ। ପଞ୍ଚୁକ ବ୍ରତର ଶେଷ ଦିନ କାର୍ତିକ ପୂର୍ଣିମା ତିଥିରେ ମହାପ୍ରଭୁଙ୍କ ରାଜାରାଧି ବେଶ…
ଅଧିକ ଖବର ଦେଖନ୍ତୁ...

୮୨ କୋଟି ଖୋଳ

ପୁରୀ : ପୁରୀ ସହରବାସୀଙ୍କ ପାଇଁ ସ୍ୱାଚ୍ଛନ୍ଦ୍ୟ ଜୀବନଯାପନର ସ୍ୱପ୍ନ ନେଇ କାର୍ଯ୍ୟକ୍ଷମ ହୋଇଥିବା ସ୍ୱେରେଜ୍‌ ବ୍ୟବସ୍ଥା ଏବେ ଯମ ପାଲଟିଛି। ମାଟିତଳେ ପାଇପ୍‌ ଫାଟିଥିବାରୁ ଉଚ୍ଚଶକ୍ତି ସମ୍ପନ୍ନ ପମ୍ପ ପାଣି ଟାଣିବା ବେଳେ ପାଣି ସହ ବାଲି, ମାଟି, ଗୋଡି ସବୁ ଟାଣି ହୋଇ ଯାଉଛି ପମ୍ପିଂ…
ଅଧିକ ଖବର ଦେଖନ୍ତୁ...

ଶ୍ରୀରାଧାଙ୍କ ଓଡ଼ିଆଣୀ ବେଶ ଓ ପାଦ ଦର୍ଶନ

ସାକ୍ଷୀଗୋପାଳ : ଆଜି ପବିତ୍ର କାର୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ସାକ୍ଷୀଗୋପାଳ ପୀଠ ଚଳଚଞ୍ଚଳ ହୋଇ ଉଠିଛି। ଅଁଳା ନବମୀ ଅବସରରେ ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନରେ ୩ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଛି। ସକାଳୁ ପୀଠକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କ ଆଗମନ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ବାର୍‌ ସମୂହର ବୈଠକ : ପୁରୀ ଜିଲ୍ଲାପାଳ, ଏସ୍‌ପିଙ୍କ ବଦଳି ଦାବିକୁ ସମର୍ଥନ

ପୁରୀ : ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ପୁରୀ ବାର୍‍ ଆସୋସିଏସନ ଚଳାଇଥିବା ଆନ୍ଦୋଳନ ନୂଆ ମୋଡ଼ ନେଇଛି। ମନ୍ତ୍ରୀଙ୍କ ପରାମର୍ଶ ଓ ଜିଲ୍ଲାପାଳଙ୍କ ଆମନ୍ତ୍ରଣ କାଟ୍‍ ଖାଇବା ପରେ ଆଜି ରାଜ୍ୟର ବାର୍‍ ସମୂହ ପୁରୀରେ ଏକାଠି ହୋଇଛନ୍ତି। ୩୦ ଜିଲ୍ଲାର ବାର୍‍ ଆସୋସିଏସନ ସଦସ୍ୟବୃନ୍ଦ ଏକାଠି…
ଅଧିକ ଖବର ଦେଖନ୍ତୁ...

ସାତପଡ଼ାରେ ମନୋରଂଜନ ପୋତାଶ୍ରୟ ଉଦ୍‌ଘାଟିତ

ଭୁବନେଶ୍ୱର : ସାତପଡାରେ ବହୁମୁଖୀ ମନୋରଞ୍ଜନ ପୋତାଶ୍ରୟକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ସଚିବାଳୟରେ ଏକ ଭିଡିଓ କନ୍‌ଫରେନ୍‌ସିଂରେ ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ଏହି ପୋତାଶ୍ରୟରେ ଏକ ସମୟରେ ୨୦୦ ବୋଟ୍‌ ରହିପାରିବ। ଏଥିପାଇଁ ୧୯ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ଉଗ୍ର ରୂପ ନେଉଛି ଆଇନଜୀବୀଙ୍କ ଆନ୍ଦୋଳନ

ପୁରୀ : ସହରର ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ପୁରୀ ବାର୍‌ ଆସୋସିଏସନ ଚଳାଇଥିବା ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି। ସମଗ୍ର ରାଜ୍ୟକୁ ଏହି ଆନ୍ଦୋଳନ ବ୍ୟାପିଥିବା ବେଳେ ଆଜି ଏହି ଘଟଣା ଏକ ନୂଆ ମୋଡ଼ ନେଇଛି। ହାଇକୋର୍ଟ ବାର୍‍ ଆସୋସିସନର ଉପସଭାପତି ଆଜି ପୁରୀ ବାର୍‍ରେ ପହଞ୍ଚି ପାଖାପାଖି…
ଅଧିକ ଖବର ଦେଖନ୍ତୁ...