ଅନୁସନ୍ଧାନ କରୁଥିବା ବର୍ଗ
ପୁରୀ
ପୁରୀ: କାର କାଚ ଭାଙ୍ଗି ମୋବାଇଲ ଫୋନ୍ ଚୋରି
ପୁରୀ: ଜନଗହଳିପୂର୍ଣ୍ଣ ସ୍ଥାନରୁ ସ୍ପଷ୍ଟ ଦିବାଲୋକରେ ଶନିବାର ଅପରାହ୍ନରେ ଝରକା କାଚ ଭାଙ୍ଗି କାର ଭିତରୁ ଦୁର୍ବୃତ୍ତମାନେ ୨ଟି ମୋବାଇଲ୍ ଫୋନ୍ ଚୋରି କରି ନେଇଛନ୍ତି। ଚୋରି ସମ୍ପର୍କରେ କୁମ୍ଭାରପଡ଼ା ଥାନାରେ ବ୍ରହ୍ମପୁର ନିବାସୀ ଶିବରାମ ପଟ୍ଟନାୟକ(୩୨) ଅଭିଯୋଗ ଆଣିଛନ୍ତି। ଭିଆଇପି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପୁରୀ: ଶ୍ରୀଜିଉଙ୍କ ଦର୍ଶନ ପରେ ବୃଦ୍ଧଙ୍କ ସ୍ୱର୍ଗାରୋହଣ
ପୁରୀ: କେତେ ଖୁସି ଓ ଉଲ୍ଲାସ ନେଇ ସପରିବାରଙ୍କ ସହିତ ଶୀକ୍ଷେତ୍ର ଯାଇଥିବା ଦୂତିବାମନ ବେହେରା ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ସ୍ୱର୍ଗାରୋହଣ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳର ଦୂତିବାମନ ନିଜର ପତ୍ନୀ, ପୁଅ, ବୋହୂ ଓ ପୁତୁରାଙ୍କ ସହିତ ଗୁରୁବାର ପୁରୀ ଯାଇଥିଲେ। ଅପରାହ୍ନରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଡେଙ୍ଗୁ ବ୍ୟାପିଲା: ୨ ଆକ୍ରାନ୍ତ
ପୁରୀ: ପୁରୀରେ ଏବେ ଡେଙ୍ଗୁ ବ୍ୟାପିଛି। ଦୁଇ ଜଣ ଯୁବକ ଏହି ରୋଗରେ ଆକ୍ରାନ୍ତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି ହୋଇଛନ୍ତି। ଏହା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। ଖବର ନେବାରେ ଜଣାପଡ଼ିଛି ଯେ ସଦର ଥାନା ଅନ୍ତର୍ଗତ ଖଣ୍ଡିଆବନ୍ଧ ନିବାସୀ ଲକ୍ଷ୍ମୀଧର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପୁରୀ: ପଡ଼ିଯାଇ ଆହତ ହବିଷ୍ୟାଳିଙ୍କର ଡାକ୍ତରଖାନାରେ ମୃତ୍ୟୁ
ପୁରୀ:କାର୍ତ୍ତିକ ମାସରେ ପୁରୀରେ ରହି କାର୍ତ୍ତିକବ୍ରତ ପାଳୁଥିବା ଜଣେ ହବିଷ୍ୟାଳିଙ୍କର ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ବ୍ରହ୍ମଗିରି କାଠପିରିଙ୍ଗ ଅଞ୍ଚଳର ରାଧାମଣି ସାମନ୍ତରା(୬୫ ବର୍ଷ) କାର୍ତ୍ତିକମାସ ଆରମ୍ଭରୁ ନରେନ୍ଦ୍ରକୋଣ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତଛିଟା, ଶ୍ରୀଜିଉଙ୍କ ମହାସ୍ନାନ ପରେ ଦର୍ଶନ କଲେ ଭକ୍ତ
ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରଜଗନ୍ନାଥ ମନ୍ଦିରର ଗର୍ଭଗୃହରେ ବୁଧବାର ରକ୍ତ ପଡ଼ିବାରୁ ଶ୍ରୀଜିଉଙ୍କୁ ମହାସ୍ନାନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଶ୍ରୀମନ୍ଦିର ପୂଜାରୀ ଦୀନବନ୍ଧୁ ପୂଜାପଣ୍ଡା(୬୨) ପୂଜା ସାରି ଫେରିବା ବେଳେ ମାଟିପାତ୍ର ହାତରୁ ଖସି ଯାଇଥିଲା। କଳାହାଟ ଦ୍ୱାର ପାଖରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ
ପୁରୀ: ପୁରୀର ଏକ ନର୍ସିଂ ହୋମ୍ରେ ଚିକିତ୍ସା ଅବହେଳାରୁ ଜଣେ ନବଜାତ ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ଅଭିଯୋଗ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଶିଶୁର ପରିବାର ଲୋକେ ନର୍ସିଂହୋମ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଅତିବଡ଼ୀଙ୍କ ପୀଠକୁ ବିପଦ ପ୍ରସଙ୍ଗ : ପୂର୍ବ ନିଷ୍ପତ୍ତିକୁ ମାନୁନାହାନ୍ତି ଜିଲ୍ଲାପାଳ
ପୁରୀ : ପବିତ୍ର ଓଡ଼ିଆ ଭାଗବତର ରଚନା ପୀଠ ସାତଲହଡ଼ି ମଠ ଏବେ ବିପଦରେ। ଏହାକୁ ଅନ୍ୟ କେହି ନୁହଁ, ଖୋଦ୍ ପ୍ରଶାସନ ବିପଦ ମୁହଁକୁ ଠେଲି ଦେଇଛି। ମଠର ଆୟବୃଦ୍ଧି ଆଳରେ ଏହା ପରିସରରେ ଥିବା ମୂଲ୍ୟବାନ ଜମିକୁ ବିଲ୍ଡରଙ୍କୁ ଟେକି ଦେବା ପାଇଁ ଯୋଜନା ହୋଇଛି। ଏମିତିକି ଏ ନେଇ ୨୦ ବର୍ଷ ତଳେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଟେଷ୍ଟ ରନ୍ରେ ସଫଳ ହୋଭର୍ କ୍ରାଫ୍ଟ : ଖୁବ୍ଶୀଘ୍ର ବସିବେ ପର୍ଯ୍ୟଟକ
ପୁରୀ : ଗତକାଲି ପୁରୀରେ ହୋଭର କ୍ରାଫ୍ଟ ପହଞ୍ଚିବା ପରେ ଆଜି ଟେଷ୍ଟ ରନ୍ ହୋଇଛି। ରାଜଭବନ ପଛପଟ ସମୁଦ୍ରରେ ଅପରାହ୍ନ ୩ଟାରେ ଏହାର ଟେଷ୍ଟ ରନ୍ କରାଯାଇଛି। ସଫଳତାର ସହ ଏହି କ୍ରାଫ୍ଟ ପାଣି ଓ ବାଲିରେ ଚାଲିଛି। ଶୀତ ପଡ଼ିବା ପରେ ଏହା ପାଖାପାଖି ଗୋଟିଏ କିଲୋମିଟର ଦୂର ସମୁଦ୍ରକୁ ଯାଇପାରିବ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବିପଦରେ ଅତିବଡ଼ୀଙ୍କ ପୀଠ : ସାତଲହଡ଼ି ମଠରେ ହେବ ୨ ମହଲା କୋଠା
ପୁରୀ : ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ହେଲେ ଅତିବଡ଼ୀ ଜଗନ୍ନାଥ ଦାସ। ସେ ପ୍ରସିଦ୍ଧ ଗ୍ରନ୍ଥ ଓଡ଼ିଆ ଭାଗବତର ରଚୟିତା। କୁହାଯାଏ ତାଙ୍କ ପ୍ରାର୍ଥନାରେ ସମୁଦ୍ର ୭ ଲହଡ଼ି ପଛକୁ ଘୁଞ୍ଚିଯାଇଥିଲା। ତାଙ୍କୁ ସମ୍ମାନ ଜଣାଇ ସାହିତ୍ୟ ସାଧକମାନଙ୍କୁ ମର୍ଯ୍ୟାଦାଜନକ ଅତିବଡ଼ୀ ପୁରସ୍କାରରେ ସମ୍ମାନିତ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଦକ୍ଷିଣକାଳୀ ପୀଠ ବିବାଦ : ଗାଁ ଚାରିପାଖରେ ୧୪୪
ପୁରୀ/ସାକ୍ଷୀଗୋପାଳ : ବୀରଗୋବିନ୍ଦପୁର ମା’ ଦକ୍ଷିଣକାଳୀଙ୍କ ପୂଜାର ପ୍ରଥମ ପର୍ବ ମାଟି ପୂଜା ଶେଷ ହୋଇଛି। ସକାଳ ୮ଟା ବେଳେ ଶୋଭାଯାତ୍ରାରେ ଅଠେଇସା ଶ୍ମଶାନରୁ ମାଟି ଆସିଛି। ପୂଜକ ଅଗାଧୁ ଦୀକ୍ଷିତଙ୍କ ସହ ପାଖାପାଖି ୨୫୦ ଗ୍ରାମବାସୀ ଶୋଭାଯାତ୍ରାରେ ଏହି ମାଟି ଆଣିଛନ୍ତି। ପ୍ରଫୁଲ୍ଲ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...