ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ବର୍ଷା ବିପତ୍ତି: ଲୋକନାଥ ମନ୍ଦିରରେ ୫ଫୁଟ ପାଣି, ସାକ୍ଷୀଗୋପାଳ ଉପର ବେଢ଼ାରୁ ଖସିଲା ବିଶାଳ ପଥର

ପୁରୀ/ବାରିପଦା: ଲଘୁଚାପ ବର୍ଷାର ପ୍ରଭାବରେ ପୁରୀସ୍ଥିତ ଲୋକନାଥ ମନ୍ଦିରରେ ପାଣି ପ୍ରବେଶ କରିଛି। ଲୋକନାଥ ମନ୍ଦିର ପରିସରରେ ୩ଫୁଟ ପାଣି ଥିବା ବେଳେ ମନ୍ଦିର ବେଢ଼ାରେ ୫ଫୁଟ ପାଣି ଜମି ରହିଛି। ନିକଟରେ ଥିବା ପାର୍ବତୀ ସାଗରର ୪୦ ଫୁଟ ପାଚୋରୀ ଭୁଶୁଡ଼ିବାରୁ ଅବସ୍ଥା ସଙ୍କଟାପନ୍ନ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ବଡ଼ଦାଣ୍ଡରେ ଆଇନଜୀବୀଙ୍କୁ ହତ୍ୟା

ପୁରୀ : ରାତି ପ୍ରାୟ ନଅଟା ସମୟରେ ବଡ଼ଦାଣ୍ଡରେ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣର ଶିକାର ହୋଇ ଜଣେ ଆଇନଜୀବୀ ପ୍ରାଣ ହରାଇଛନ୍ତି। ଏହି ଘଟଣା ପୁରୀରେ ଆଲୋଡ଼ନ ସୃଷ୍ଟି କରିଛି। ମୃତ ଆଇନଜୀବୀ ଜଣକ ଚୁଡ଼ଙ୍ଗ ସାହିର ଲକ୍ଷ୍ମୀଧର ମହାପାତ୍ର। ସେ ଅଖିଳ ଭାରତ ଗ୍ରାହକ ପଞ୍ଚାୟତର ରାଜ୍ୟ ସଂଯୋଜକବି…
ଅଧିକ ଖବର ଦେଖନ୍ତୁ...

ପିପିଲିରେ ବାଣୁ ଭିଡୁଥିବା ବେଳେ ବିସ୍ଫୋରଣ, ୧ ମୃତ, ୫ ଗୁରୁତର

ଭୁବନେଶ୍ୱର: ଆଜି ଅପରାହ୍‌ଣରେ ଦୀପାବଳି ପାଇଁ ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ପିପିଲି…
ଅଧିକ ଖବର ଦେଖନ୍ତୁ...

ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁରୀ ଏସପିଙ୍କୁ ନିର୍ଦ୍ଦେଶ

କଟକ : ପୁରୀ ଜିଲ୍ଲା ବୀରଗୋବିନ୍ଦପୁରର ମା’ ଦକ୍ଷିଣକାଳୀଙ୍କ ପୀଠରେ ଚଳିତ ବର୍ଷ କାଳୀପୂଜା ସମୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୁରୀ ଏସପି ପଦକ୍ଷେପ ଗ୍ରହଣ କରିବେ। ଏଥି ସହିତ ଦେବୋତ୍ତର ସହକାରୀ କମିସନରଙ୍କ ତତ୍ତ୍ୱାବଧାନରେ ପୀଠରେ କାଳୀ ପୂଜା ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ। ୨୦୧୭,…
ଅଧିକ ଖବର ଦେଖନ୍ତୁ...

ପୁରୀ: ପୋଖରିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ

ପୁରୀ: ଆଜି ସକାଳେ ପୁରୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୀରହରେକୃଷ୍ଣପୁର ପଞ୍ଚାୟତ ପୋଖରିରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଠାବ ହୋଇଛିି। ମହିଳାଜଣକଙ୍କ ବୟସ ୩୫ରୁ ୪୦ ବର୍ଷ ମଧ୍ୟରେ ହେବ। ତେବେ ପୋଖରି ନିକଟରୁ ମିଳିଥିବା ଏକ ଭ୍ୟାନିଟରୁ କିଛି ମେଡିସିନ ଓ ବେଗୁନିଆର ଏକ ସୁନା ଦୋକାନରୁ…
ଅଧିକ ଖବର ଦେଖନ୍ତୁ...

ପୁରୀ ଡାକ୍ତରଖାନାରେ ସଜ୍ଞାହୀନ ଅଜଣା ଯୁବତୀ: ଦୁଇ ଯୁବକ ଥାନାରେ ଅଟକ

ପୁରୀ: ଗତକାଲି ରାତିରେ ଜଣେ ଯୁବତୀଙ୍କୁ ସଜ୍ଞାହୀନ ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି। ଯୁବତୀଙ୍କ ପୋଷାକପତ୍ର ବିପର୍ଯ୍ୟସ୍ତ ଥିବାରୁ ପୁଲିସ ଯୁବତୀଙ୍କ ସଜ୍ଞା ଫେରିବା ପର୍ଯ୍ୟନ୍ତ ତାଙ୍କ ବୟାନକୁ ଅପେକ୍ଷା କରିଛି। ଅପରପକ୍ଷେ ଏହି ଘଟଣାରେ ବ୍ରହ୍ମଗିରି…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ଦେଖାଇ କାର୍‌ ଲୁଟ୍‌

ପୁରୀ : ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଚାଳକଙ୍କ ହାତଗୋଡ଼ ବାନ୍ଧି ପାଣିରେ ଫିଙ୍ଗିଦେବା ପରେ ତିନି ଦୁର୍ବୃତ୍ତ ଏକ କାର୍‌ ଲୁଟି ନେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଖବର ନେବାରେ ଜଣାପଡ଼ିଛି ଯେ ପୁରୀ ବାଲିସାହିରେ ରହୁଥିବା ଯାଜପୁର ଜିଲ୍ଲା ମଙ୍ଗଳପୁର ନିବାସୀ ପ୍ରଫୁଲ୍ଲ ଦାସ(୪୫)…
ଅଧିକ ଖବର ଦେଖନ୍ତୁ...

ପୁରୀ: କାର କାଚ ଭାଙ୍ଗି ମୋବାଇଲ ଫୋନ୍‌ ଚୋରି

ପୁରୀ: ଜନଗହଳିପୂର୍ଣ୍ଣ ସ୍ଥାନରୁ ସ୍ପଷ୍ଟ ଦିବାଲୋକରେ ଶନିବାର ଅପରାହ୍ନରେ ଝରକା କାଚ ଭାଙ୍ଗି କାର ଭିତରୁ ଦୁର୍ବୃତ୍ତମାନେ ୨ଟି ମୋବାଇଲ୍‌ ଫୋନ୍‌ ଚୋରି କରି ନେଇଛନ୍ତି। ଚୋରି ସମ୍ପର୍କରେ କୁମ୍ଭାରପଡ଼ା ଥାନାରେ ବ୍ରହ୍ମପୁର ନିବାସୀ ଶିବରାମ ପଟ୍ଟନାୟକ(୩୨) ଅଭିଯୋଗ ଆଣିଛନ୍ତି। ଭିଆଇପି…
ଅଧିକ ଖବର ଦେଖନ୍ତୁ...

ପୁରୀ: ଶ୍ରୀଜିଉଙ୍କ ଦର୍ଶନ ପରେ ବୃଦ୍ଧଙ୍କ ସ୍ୱର୍ଗାରୋହଣ

ପୁରୀ: କେତେ ଖୁସି ଓ ଉଲ୍ଲାସ ନେଇ ସପରିବାରଙ୍କ ସହିତ ଶୀକ୍ଷେତ୍ର ଯାଇଥିବା ଦୂତିବାମନ ବେହେରା ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ସ୍ୱର୍ଗାରୋହଣ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳର ଦୂତିବାମନ ନିଜର ପତ୍ନୀ, ପୁଅ, ବୋହୂ ଓ ପୁତୁରାଙ୍କ ସହିତ ଗୁରୁବାର ପୁରୀ ଯାଇଥିଲେ। ଅପରାହ୍ନରେ…
ଅଧିକ ଖବର ଦେଖନ୍ତୁ...

ଡେଙ୍ଗୁ ବ୍ୟାପିଲା: ୨ ଆକ୍ରାନ୍ତ

ପୁରୀ: ପୁରୀରେ ଏବେ ଡେଙ୍ଗୁ ବ୍ୟାପିଛି। ଦୁଇ ଜଣ ଯୁବକ ଏହି ରୋଗରେ ଆକ୍ରାନ୍ତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି ହୋଇଛନ୍ତି। ଏହା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। ଖବର ନେବାରେ ଜଣାପଡ଼ିଛି ଯେ ସଦର ଥାନା ଅନ୍ତର୍ଗତ ଖଣ୍ଡିଆବନ୍ଧ ନିବାସୀ ଲକ୍ଷ୍ମୀଧର…
ଅଧିକ ଖବର ଦେଖନ୍ତୁ...