ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଅଗ୍ନିକାଣ୍ଡ

ପୁରୀ: ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଥିବା ଟ୍ରେନର ଏକ ବଗିରେ ନିଆଁ ଲାଗିଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଅବଶ୍ୟ ଲିଭାଇବାରେ ସକ୍ଷମ ହୋଇଥିବା ସୂଚନା ରହିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁକୁ ଆୟତ୍ତ କରାଯାଇଛି। ତଦନ୍ତ ପାଇଁ ରେଳବାଇ ଟିମ ଖୋର୍ଦ୍ଧାରୁ…
ଅଧିକ ଖବର ଦେଖନ୍ତୁ...

ଆଜିଠାରୁ ଶ୍ରୀମନ୍ଦିରରେ ପାନଗୁଟୁଖା ଉପରେ କଟକଣା

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ପାନଗୁଟୁଖା ଉପରେ କଟକଣା ଜାରି ହେଲା। ପାନଗୁଟୁଖାକୁ ନିଷିଦ୍ଧ କଲା ଶ୍ରୀମନ୍ଦିର ପ୍ରଶାସନ। ବରାହ ପୁରାଣ ଆଧାରରେ କଟକଣା ଜାରି କରାଯାଇଛି। ଜାନୁଆରୀ ୧ରୁ  ଡ୍ରେସକୋଡ୍ ଭଳି ପାନଗୁଟୁଖାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର…
ଅଧିକ ଖବର ଦେଖନ୍ତୁ...

ଆଜି ଶିଶୁଦିବସ: ପରିବାର ଦାୟରେ ଅଭିଶପ୍ତ ଶୈଶବ

ପୁରୀ: ରାତି ପାହିଲେ ଶିଶୁ ଦିବସ ପାଳନ ହେବ। ଶିଶୁଙ୍କୁ ନେଇ ଭାଷଣ ବାଜି ଚାଲିବ। ମାତ୍ର ଆଜି ବି ରାସ୍ତାକଡ଼ରେ ଶିଶୁମାନେ ସଂଘର୍ଷ କରୁଛନ୍ତି, କାଲି ମଧ୍ୟ କରୁଥିବେ। ବଡ଼ଶଙ୍ଖ, ବସଷ୍ଟାଣ୍ଡ ଓ ମେଡିକାଲ ଛକରେ କୋମଳମତିଙ୍କ ସଂଘର୍ଷର ଚିତ୍ର ଶିଶୁଦିବସ ନେଇ ଭିନ୍ନ ଭାବେ ଚିନ୍ତା କରିବାକୁ ବାଧ୍ୟ…
ଅଧିକ ଖବର ଦେଖନ୍ତୁ...

ସ୍ୱର୍ଗଦ୍ୱାର ୱେବ୍‌ସାଇଟ୍‌ର ଶୁଭାରମ୍ଭ: ତିନିଟି ଭାଷାରେ ମିଳିବ ସୂଚନା

ପୁରୀ: କାଳୀପୂଜା ଅବସରରେ ସ୍ୱର୍ଗଦ୍ୱାର ସେବା ସମିତି ପକ୍ଷରୁ ସ୍ୱର୍ଗଦ୍ୱାରର ନୂଆ ୱେବସାଇଟ୍‌ ସ୍ୱର୍ଗଦ୍ୱାର ଡଟ୍ କମ୍ (swargadwar.com <http://swargadwar.com> )କୁ ଲୋକାର୍ପିତ ହୋଇଯାଇଛି। ଏହି ୱେବସାଇଟ୍‌ରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ, ଏଭଳି ତିନିଟି ଭାଷାରେ ସ୍ବର୍ଗଦ୍ବାର…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ମାର୍ଗ: ଯାତାୟାତରେ ବାଧକ ସାଜୁଛି ଅଘୋଷିତ ପାର୍କିଂ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ସାଜିଛି ଅଘୋଷିତ ପାର୍କିଂ। ଭକ୍ତଙ୍କ ଶ୍ରୀମନ୍ଦିର ପରିକ୍ରମା ଓ ସାହି ବାସିନ୍ଦାଙ୍କ ଯାତାୟାତ ପାଇଁ ମାର୍ଗ ନିର୍ମିତ ହୋଇଛି। କିନ୍ତୁ ଏହି ମାର୍ଗ ଭକ୍ତଙ୍କ ପରିକ୍ରମାରେ ବାଧା ସୃଷ୍ଟି କରୁଛି। ରାସ୍ତାର ଉଭୟ ପାର୍ଶ୍ବରେ ବାଇକ୍‌ ପାର୍କିଂ ହେଉଥିବାରୁ…
ଅଧିକ ଖବର ଦେଖନ୍ତୁ...

ଟାଉନ୍‌ ବସ୍‌ରେ ଲାଗିଲାନି ରେଟ୍‌ ଚାର୍ଟ: ପର୍ଯ୍ୟଟକଙ୍କଠାରୁ ଆଦାୟ ହେଉଛି ମନଇଚ୍ଛା ଭଡ଼ା

ପୁରୀ: ଟାଉନ ବସ୍‌ରେ ଲାଗିବ ରେଟ୍‌ ଚାର୍ଟ। ନିର୍ଦ୍ଧାରିତ ଦର ଦେଇ ଯାତ୍ରା କରିବେ ଯାତ୍ରୀ। ଭକ୍ତ, ପର୍ଯ୍ୟଟକ ଓ ଯାତ୍ରୀ ଯେପରି ସହର ମଧ୍ୟରେ ଯାତାୟାତରେ ଶୋଷଣର ଶିକାର ନହେବେ ସେନେଇ ସ୍ବତନ୍ତ୍ର ଟାଉନ୍‌ ବସ୍‌ ଦର ତାଲିକା ପ୍ରକାଶ ପାଇଥିଲା। ଦର ତାଲିକା ଗାଡ଼ିରେ ଲଗାଇବା ସହ…
ଅଧିକ ଖବର ଦେଖନ୍ତୁ...

ବାଲିପାଟପୁରରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୬ ବଖରା ଘର, ଛଅ ଗୋରୁ ଜୀବନ୍ତ ଦଗ୍ଧ

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ରାମଲେଙ୍କା ପଞ୍ଚାୟତ ବାଲିପାଟପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବା ସମୟରେ ଜଳିଗଲା ୬ବଖରା ଘର। ଏଥିରେ ୬ ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଅମଳ…
ଅଧିକ ଖବର ଦେଖନ୍ତୁ...

ସଫେଇ, ମରାମତିରେ କୋଟିକୋଟି ଖର୍ଚ୍ଚ ତଥାପି… ଶୁଖିଲା ପଡ଼ିଛି କେନାଲ, ବିଲ ଫାଟି ଆଁ

ଗୋପ: ସରକାର ଜଳକର ନେଉଛନ୍ତି ମାତ୍ର ଫସଲ ପାଇଁ ପାଣି ମିଳୁନି। କେନାଲ ସଫେଇ, ଘାସଚଞ୍ଛା, ଘଳିଆମରା, ପ୍ରୋଟେକ୍ସନ ୱାଲ, କେନାଲ କଂକ୍ରିଟ୍ ଲାଇନିଂ ନିର୍ମାଣ ଓ ମରାମତି ନାମରେ ଗୋପ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର କେନାଲ ତଳ ମୁଣ୍ଡରେ…
ଅଧିକ ଖବର ଦେଖନ୍ତୁ...

ବିପଦରେ ପୁରୀ ସହରର ଜଳଉତ୍ସ: ଶ୍ରୀଜଗନ୍ନାଥ ବଲ୍ଲଭ ଜଳାଶୟକୁ ସମାଧି

ପୁରୀ: ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି। ଭୂତଳ ଜଳର ସୁରକ୍ଷା ଚିନ୍ତା ଚାଲିଛି। ଭୂଳତ ଜଳ ରିଚାର୍ଜ ପାଇଁ ଅମୃତ ସରୋବର ଯୋଜନାଠାରୁ ଆରମ୍ଭ କରି ରାସ୍ତାଘାଟ ସବୁ ପେଭର ବ୍ଲକ କରାଯାଉଛି। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ବର୍ଷା ଜଳ ଅମଳ ବ୍ୟବସ୍ଥା କରାଯାଉଛି। ଗୋଟିଏ ପଟେ…
ଅଧିକ ଖବର ଦେଖନ୍ତୁ...

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ମଝିରେ ଫସିଗଲା ଯାତ୍ରୀବାହୀ ଡଙ୍ଗା

ଭୁବନେଶ୍ବର: ଚିଲିକା ମଝିରେ ଏକ ଯାତ୍ରୀବାହୀ ଡଙ୍ଗା ଫସିଯାଇଥିଲା। ମଏଁସା ଗାଁ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗାଟି ଫସିଯାଇଥିଲା। ଡଙ୍ଗାରେ ୩୦ ଜଣ ଯାତ୍ରୀ ଥିବା ବେଳେ ୧୦ଟି ବାଇକ୍ ମଧ୍ୟ ଥିଲା। ଡଙ୍ଗାଟି ସକାଳ ସାଢ଼େ ୯ଟାରୁ ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ବାହାରିଥିଲା। ତେବେ…
ଅଧିକ ଖବର ଦେଖନ୍ତୁ...