ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଆଜି ପୟା ଶ୍ରାଦ୍ଧ: ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର: ଆଜି ହେଉଛି କାର୍ତ୍ତିକ ମାସ ଅମାବାସ୍ୟା ତିଥି। ଆଜିର ତିଥିରେ ପିତୃପୁରୁଷଙ୍କୁ ଆଲୋକ ଦେଖାଇ ତାଙ୍କର ଆଶୀର୍ବାଦ ନେବାର ପରମ୍ପରା ରହିଛି। ଆଜି ସେହି ଉଦ୍ଦେଶ୍ୟରେ କରାଯାଉଛି ପୟା ଶ୍ରାଦ୍ଧ। ଆଉ ଆଜି ମଧ୍ୟ ପିତୃଲୋକଙ୍କ ଉଦ୍ଦେଶ୍ୟରେ ବଡ଼ବଡ଼ିଆ ଡାକିବାର ପରମ୍ପରା ପୟାଶ୍ରାଦ୍ଧ। …
ଅଧିକ ଖବର ଦେଖନ୍ତୁ...

କାମ ପାଇଁ ତାଡ଼ିଦେଲେ ରାସ୍ତା: ପାଇପ୍‌ ଫାଟି ଚୁଡ଼ଙ୍ଗସାହିରେ ପାଣି

ପୁରୀ: ପୁରୀ ପୌର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ନିକଟରେ ଥିବା ଚୁଡ଼ଙ୍ଗସାହି ରାସ୍ତାର ଉନ୍ନତୀକରଣ କରାଯାଉଛି। କିନ୍ତୁ ଠିକାଦାରଙ୍କ ଭୁଲ୍‌ ଯୋଗୁ ଆଜି ପିଇବା ପାଣି ପାଇପ ଫାଟି ରାସ୍ତାରେ ପାଣି ଭାସିଛି। ଏଥିରେ ନାଳ ପାଣି ମିଶି ପିଇବା ପାଣିକୁ ବି ବିଷାକ୍ତ କରିଛି। ଏହାଦ୍ବାରା ଅଞ୍ଚଳବାସୀ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜଗନ୍ନାଥବଲ୍ଲଭରୁ ଦୋଳବେଦି କୋଣକୁ ଫିଟିବ ରାସ୍ତା: ନୂଆ ରାସ୍ତାର ନାଁ ହେବ ‘ଶ୍ରୀଦାଣ୍ଡ’!

ପୁରୀ: ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରଠାରୁ ଶ୍ରୀମନ୍ଦିର ଉତ୍ତରଦ୍ବାର ଦୋଳବେଦି କୋଣ ପର୍ଯ୍ୟନ୍ତ ଆଉ ଏକ ନୂଆ ରାସ୍ତା ବାହାର କରାଯାଉଛି। ଯାହା ବଡ଼ଦାଣ୍ଡର ଚାପ କମାଇବ ବୋଲି ରାଜ୍ୟ ସରକାରଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଆଶାବ୍ୟକ୍ତ କରୁଛନ୍ତି। ଏ ନେଇ…
ଅଧିକ ଖବର ଦେଖନ୍ତୁ...

ବଦଳିବ ବଡ଼ଦାଣ୍ଡର ରଙ୍ଗ: ସବୁ କୋଠା ହେବ ଫିକା ଗୋଲାପି, ରଙ୍ଗ ଚୟନ କଲେ ୫-ଟି ଅଧ୍ୟକ୍ଷ

ପୁରୀ: ବଦଳିବ ବଡ଼ଦାଣ୍ଡର ରଙ୍ଗ। ଆସିବ ସମାନତା(ୟୁନିଫର୍ମିଟି)। ସେ ବ୍ୟବସାୟିକ ଘର ହେଉ କି ବ୍ୟକ୍ତିଗତ ଘର, ଗୋଟିଏ ରଙ୍ଗରେ ସଜେଇ ହେବ ସବୁ କୋଠା। ସବୁ କୋଠା ହେବ ଫିକା ଗୋଲାପି। ଆଜି ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍‌ ପୁରୀ ଗସ୍ତ କାଳରେ ଅଧିକାରୀଙ୍କ ସହ ଆଲୋଚନା କରି ଏହି ରଙ୍ଗ…
ଅଧିକ ଖବର ଦେଖନ୍ତୁ...

ମହାକାଳୀ ବେଶରେ ଦର୍ଶନ ଦେବେ ମା’ ଦକ୍ଷିଣକାଳୀ

ପୁରୀ: ମା’ ମହାକାଳୀଙ୍କୁ ଆବାହନ ପାଇଁ ସଜେଇ ହେଉଛି ଦେବୀ ପୀଠ। ସ୍ବତନ୍ତ୍ର ପୂଜା ସହ ମା’ଙ୍କୁ ମହାକାଳୀ ବେଶରେ ଦର୍ଶନ କରି ଆଶିଷ ଲଭିବା ପାଇଁ ଉତ୍ସୁକ ନେତ୍ରରେ ଚାହିଁ ରହିଛନ୍ତି ଭକ୍ତ। ଶ୍ରୀକ୍ଷେତ୍ରରେ କାଳିକାଦେବୀସାହିରେ ବିରାଜମାନ କରିଥିବା ମା’ ଦକ୍ଷିଣକାଳୀଙ୍କ ପୀଠରେ ଚାଲିଛି…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ଠେଲାପେଲା, ୧୫ ଆହତ: ହବିଷ୍ୟାଳିଙ୍କ ଗୋଡ଼ ଭାଙ୍ଗିଲା

ପୁରୀ: ଶ୍ରୀମନ୍ଦିରରେ ଦର୍ଶନ ବେଳେ ଆଜି ଦଳାଚକଟା ପରିସ୍ଥିତି ଉପୁଜିଛି। ଏଥିରେ ୧୫ରୁ ଅଧିକ ବରିଷ୍ଠ ନାଗରିକ ଆହତ ହୋଇଛନ୍ତି। ବଗଲା ଧର୍ମଶାଳା ହବିଷ୍ୟାଳି କେନ୍ଦ୍ରରେ ରହୁଥିବା କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁରର ମାଳତୀ ଦାସ(୫୬) ନାମକ ଜଣେ ହବିଷ୍ୟାଳି ଠେଲାପେଲାରେ ତଳେ ପଡ଼ିଯିବାରୁ…
ଅଧିକ ଖବର ଦେଖନ୍ତୁ...

ଅନନ୍ୟ ପରମ୍ପରା: ଜାତୀୟ ରାଜପଥରେ ଶଗଡ଼ ଶୋଭାଯାତ୍ରା

ବ୍ରହ୍ମଗିରି: ଆଧୁନିକ ଯୁଗରେ ଲୋକେ ଯନ୍ତ୍ରଚାଳିତ ଯାନବାହନ ଉପରେ ନିର୍ଭରଶୀଳ ହୋଇଗଲେଣି। ପରିବେଶ ପ୍ରଦୂଷଣ ରୋକିବାକୁ ଇ-ବାଇକ୍‌ ମଧ୍ୟ ପ୍ରଚଳନ ହେଲାଣି। ପାରମ୍ପରିକ ଶଗଡ଼ ଗାଡ଼ି ଆଉ ଅନେକ ଦଶନ୍ଧୀ ହେଲା ପରିବହନର ମାଧ୍ୟମ ହୋଇ ନାହିଁ। କାଁ ଭାଁ କେଉଁଠି ଶଗଡ଼ ଗାଡିଟିଏ ଦେଖିବାକୁ ମିଳୁଛି।…
ଅଧିକ ଖବର ଦେଖନ୍ତୁ...

୨‌ କୋଟିରୁ ଊର୍ଦ୍ଧ୍ବ ଆୟବର୍ହିଭୂତ ସମ୍ପତ୍ତିର ମାଲିକ ଆୟୁର୍ବେଦ ଡାକ୍ତର ଗିରଫ

ବଲାଙ୍ଗୀର/ଭୁବନେଶ୍ବର: କୁବେର ଆୟୁର୍ବେଦ ଡାକ୍ତର ତଥା ବଲାଙ୍ଗୀର ଆୟୁର୍ବେଦିକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଦର୍ଶନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି। ଭିଜିଲାନ୍ସ ଏସ୍‌ପି ଏ ଜେମ୍ସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ଠେଲାପେଲା: ଜଣେ ହବିଷ୍ୟାଳି ଗୁରୁତର, ୩୦ରୁ ଅଧିକ ଆହତ

ପୁରୀ: ଶ୍ରୀମନ୍ଦିରରେ ମଙ୍ଗଳାଳତି ସମୟରେ ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଠେଲାପେଲା ହେବା ଫଳରେ କେତେକ ହବିଷ୍ୟାଳିଙ୍କ ସମେତ ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବାର ଖବର ମିଳିଛି। ବଗଲା ଧର୍ମଶାଳା ସରକାରୀ ହବିଷ୍ୟାଳି ସେଣ୍ଟରରେ ଥିବା ଜଣେ ହବିଷ୍ୟାଳିଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିଛି। ଏଣେ ଆହତ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ କୁବେର ଆୟୁର୍ବେଦ ଡାକ୍ତର: ୨୮ ଜମି, ୩ କୋଠା

ଭୁବନେଶ୍ବର/ବଲାଙ୍ଗୀର/ପୁରୀ/ସାକ୍ଷୀଗୋପାଳ/ଗୋପ: କୁବେର ଆୟୁର୍ବେଦ ଡାକ୍ତର। ଆଖି ଖୋସି ଦେଲା ଭଳି ଜମି, କୋଠା। ମାତ୍ର ସପ୍ତାହେ ତଳେ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ୍‌ ମେଡିକାଲ୍‌ କଲେଜରୁ ବଲାଙ୍ଗୀର ସରକାରୀ ଆୟୁର୍ବେଦିକ୍‌ କଲେଜ ଓ ଡାକ୍ତରଖାନା ଅଧ୍ୟକ୍ଷ ଭାବେ ବଦଳି ହୋଇ ଯାଇଥିବା ପ୍ରଫେସର…
ଅଧିକ ଖବର ଦେଖନ୍ତୁ...