ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ସମ୍ବଲପୁର: ବାଉଁଶ ବୋଝେଇ ଟ୍ରକ୍‌ ଧକ୍କାରେ ପ୍ରାଣ ହରାଇଲେ ବାଇକ୍‌ ଆରୋହୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜୁଜୁମରା ଥାନା ୫୫ ନମ୍ବର ଜାତୀୟ ରାଜପଥର ଫର୍ଲି ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଲଲିତ କୁମାର ପ୍ରଧାନ। ତାଙ୍କ ଘର ଲିପିଣ୍ଡା ଗାଁରେ। ସେ ସମ୍ବଲପୁରରୁ ଜୁଜୁମରା ଏକ ବାଇକ୍‌ରେ ଯାଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଧନ୍‌ତେରସ୍‌ରେ ୫୦ କେଜି ସୁନା ବିକ୍ରି, ୧୮ କୋଟିରୁ ଅଧିକ କାରବାର

ସମ୍ବଲପୁର : ଧନ୍‌ତେରସ୍‌ ପର୍ବ ପାଇଁ ସମ୍ବଲପୁରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଅଳଙ୍କାର ଦୋକାନ ଗୁଡ଼ିକରେ ପ୍ରବଳ ଭିଡ଼ ଜମିଛି। ଧନତେରସ୍‌ରେ ସୁନା, ରୂପା ଓ ଧାତବ ସାମଗ୍ରୀ କିଣିଲେ ଲକ୍ଷ୍ମୀ ଘରକୁ ଆସନ୍ତି। ଏହି ବିଶ୍ୱାସ ଲୋକମାନଙ୍କୁ ଟାଣି ଆଣିଛି ଗହଣା ଦୋକାନକୁ।…
ଅଧିକ ଖବର ଦେଖନ୍ତୁ...

କାଲାମଙ୍କ ପ୍ରତିମୂର୍ତ୍ତି ଲାଗିଲା ହେଲେ ଚନ୍ଦ୍ରଶେଖରଙ୍କ ଉଭାନ୍‌

ସମ୍ବଲପୁର: ସମ୍ବଲପୁରର ସର୍ବପୂରାତନ ହାଇସ୍କୁଲ୍‌ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ୍‌ର ୧୫୦ ବର୍ଷ ପୂର୍ତ୍ତି ପାଇଁ ଡ. ଏପିଜେ ଅବଦୁଲ କାଲାମ ସମ୍ବଲପୁର ଆସିଥିଲେ। ଏହି ସ୍ମୃତିକୁ ମନେ ରଖିବା ପାଇଁ ଜିଲ୍ଲା ସ୍କୁଲ୍‌ ଛକ ଡ. ଏପିଜେ ଅବଦୁଲ କାଲାମ ଛକଭାବେ ନାମିତ ହେଲା। ଜିଲ୍ଲା ସ୍କୁଲ୍‌…
ଅଧିକ ଖବର ଦେଖନ୍ତୁ...

ଡାକ ଲଫାପାରେ ସ୍ଥାନୀତ ହେଲା ହୀରାକୁଦ ବନ୍ଧ

ସମ୍ବଲପୁର: ଶତାଧିକ ବର୍ଷ ଧରି ଡାକସେବା ଭାରତୀୟ ସଂସ୍କୃତିର ଏକ ଅଭିନ୍ନ ଅଂଗ ଭାବେ ରହି ଆସିଛି। ଏକ ପ୍ରକାରେ ଏହା ସଂସ୍କୃତିର ଜୀବନଧାରାରେ ପରିଣତ ହୋଇସାରିଛି। ଦେଶର କୋଣ ଅନୁକୋଣରେ ନିୟୋଜିତ ଥିବା ଡାକ କର୍ମଚାରୀମାନେ ସାଧାରଣ ଜନତାଙ୍କ ସୁଖଦୁଃଖର ସାଥୀ ଭାବେ ରହିଛନ୍ତି ବୋଲି ଡାକ ଟିକଟ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦର ୫ ଗେଟ୍‌ ଖୋଲା

ସମ୍ବଲପୁର :ଗୁରୁବାର ଜଳପ୍ରବଶ ବୃଦ୍ଧି ପାଇବା କାରଣରୁ ହୀରାକୁଦ ଜଳଭଣ୍ଡାରର ୫ଟି ସ୍ଲଇସ୍‌ ଗେଟ୍‌ ଖୋଲାଯାଇଛି। ସନ୍ଧ୍ୟା ୬ଟାରେ ଜଳଭଣ୍ଡାରର ଜଳସ୍ତର ୬୩୦.୪୭ ଫୁଟ୍‌ ରହିଥିବା ବେଳେ ଜଳଭଣ୍ଡାରକୁ ୮୯,୮୭୯ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ଜଳଭଣ୍ଡାରକୁ ୫ଟି ସ୍ଲୁଇସ୍‌ ଗେଟ୍‌ ଦେଇ ୮୨,୦୦୦…
ଅଧିକ ଖବର ଦେଖନ୍ତୁ...

କାର୍‌ ସହ ୯୫ ଲକ୍ଷ ଟଙ୍କାର ରୁପା ଅଳଙ୍କାର ଜବତ

ସମ୍ବଲପୁର : ଗୁରୁବାର ସକାଳେ ଛତିଶଗଡ଼ର ରାଜଧାନୀ ରାୟପୁରରୁ ସମ୍ବଲପୁରକୁ ଚାଲାଣ ବେଳେ ୯୫ ଲକ୍ଷ ଟଙ୍କାର ରୁପା ଅଳଙ୍କାର ଜବତ କରାଯାଇଛି। ସମ୍ବଲପୁର ପୁଲିସ୍‌ର ସ୍ୱତନ୍ତ୍ର ସ୍କ୍ଵାଡ ଦ୍ୱାରା ଯାଂଚ ବେଳେ ଏହା ଧରାପଡ଼ିଛି। ରାୟପୁରରୁ ଏକ ଡଷ୍ଟର କାର୍‌ (ସିଜି୦୪ଏଲ୍‌ଭି୯୬୫୮)ରେ ରୁପା ଅଳଙ୍କାର…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ବିଧାୟକ ସଞ୍ଜୀବ ପ୍ରଧାନଙ୍କ ଜାମିନ ନାମଞ୍ଜୁର

ସମ୍ବଲପୁର/ଭୁବନେଶ୍ୱର/ଦେବଗଡ଼: ରେଙ୍ଗାଲୀ ବିସ୍ଥାପିତଙ୍କ ଅର୍ଥ ହଡ଼ପ ଅଭିଯୋଗରେ ଗିରଫ ହୋଇଥିବା ଦେବଗଡ଼ର ପୂର୍ବତନ ବିଧାୟକ ସଞ୍ଜୀବ ପ୍ରଧାନଙ୍କ ଜାମିନ ଆବେଦନକୁ ସମ୍ବଲପୁର ଏସ୍‌ଡିଜେଏମ୍‌ କୋର୍ଟ ବୁଧବାର ଖାରଜ କରି ଦେଇଛନ୍ତି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ଗିରଫ ହେବା…
ଅଧିକ ଖବର ଦେଖନ୍ତୁ...

ପ୍ଲାଷ୍ଟିକ ଚାଉଳର ଭାତ ଖାଇ ଅସୁସ୍ଥ ମହିଳାଙ୍କ ମୃତ୍ୟୁ

ସମ୍ବଲପୁର/ବୁର୍ଲା:ମଂଗଳବାର ଅପରାହ୍‌ଣରେ ପ୍ଲାଷ୍ଟିକ ଚାଉଳର ଭାତ ଖାଇ ଅସୁସ୍ଥ ହୋଇଛନ୍ତି ବୋଲି କୁହାଯାଉଥିବା ମହିଳା ଚନ୍ଦନା ମାହତୋ(୪୭)ଙ୍କ ବୁର୍ଲା ଭିମ୍‌ସାରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏଥିସହିତ ପ୍ଲାଷ୍ଟିକ ଚାଉଳ ଖାଇ ମୃତ୍ୟୁ ଅଭିଯୋଗ ହେବା ରାଜ୍ୟରେ ପ୍ରଥମ ଘଟଣା ବୋଲି…
ଅଧିକ ଖବର ଦେଖନ୍ତୁ...

ପ୍ଲାଷ୍ଟିକ ଚାଉଳର ଭାତ ଖାଇବା ଘଟଣା: ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ

ସମ୍ବଲପୁର: କ୍ଷେତରାଜପୁର ଅଞ୍ଚଳରେ ବିଷାକ୍ତ ପ୍ଲାଷ୍ଟିକ ଚାଉଳର ଭାତ ଖାଇ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାରତ ମହିଳାଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଗତ ଅକ୍ଟୋବର ୭ରେ ଚନ୍ଦନା ମହୋତୋଙ୍କୁ ବୁର୍ଲା ମେଡ଼ିକାଲକୁ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦର ୨ ଗେଟ୍‌ ଖୋଲିଲା

ସମ୍ବଲପୁର : ଉପର ମୁଣ୍ଡରେ ବର୍ଷା ହେବା କାରଣରୁ ହୀରାକୁଦର ବନ୍ଧର ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ଯାଇଛି। ସୋମବାର ରାତି ୯ଟାରେ ହୀରାକୁଦ ଜଳସ୍ତର ୬୩୦.୪୫ ଫୁଟ୍‌ରେ ପହଞ୍ଚିଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବା ବେଳେ ଜଳ ପ୍ରବେଶକୁ ଦେଖି ସୁରକ୍ଷା ଦୃଷ୍ଟିରୁ ଦିନ…
ଅଧିକ ଖବର ଦେଖନ୍ତୁ...