ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ସମ୍ବଲପୁର ସାଂସଦଙ୍କ ଅନୁଦାନ ପାଣ୍ଠି:ୟୁସି ନଦେବାରୁ ମିଳିଲାନି ଅର୍ଥ

ସମ୍ବଲପୁର: ସମ୍ବଲପୁର ଲୋକସଭା ସାଂସଦ ନଗେନ୍ଦ୍ର କୁମାର ପ୍ରଧାନଙ୍କ ସାଂସଦ ପାଣ୍ଠି ଅର୍ଥ ବିନିଯୋଗ ପ୍ରମାଣପତ୍ର(ୟୁସି) ପ୍ରଦାନରେ ଅହେତୁକ ବିଳମ୍ବ ହୋଇଛି। ଆଉ ଏହି ବିଳମ୍ବ କାରଣରୁ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ସାଂସଦ ଅନୁଦାନ ପାଣ୍ଠିକୁ ଅର୍ଥ ପ୍ରଦାନ କରି ନଥିବା…
ଅଧିକ ଖବର ଦେଖନ୍ତୁ...

ଶନିବାର ବିଳମ୍ବରେ ଛାଡ଼ିବ ଜମ୍ମୁ ତଓ୍ଵି ଏକ୍ସପ୍ରେସ୍‌

ସମ୍ବଲପୁର : ଟ୍ରେନ୍‌ ନଂ ୧୮୧୦୯ ସମ୍ବଲପୁର ଜମ୍ମୁତଓ୍ଵି ଏକ୍ସପ୍ରେସ୍‌ ୧୮ ତାରିଖ ଶନିବାର ଦିନ ସକାଳ ୭ଟା ୫୫ ପରିବର୍ତେ ୯ଟା ୫୫ରେ ସମ୍ବଲପୁର ଛାଡ଼ିବ। ଫେରନ୍ତା ଟ୍ରେନର ବିଳମ୍ବ କାରଣରୁ ଏହାର ଛାଡ଼ିବା ସମୟ ପୁନଃ ନିର୍ଧାରିତ ହୋଇଥିବା ରେଳବାଇ ସୂତ୍ରରୁ ପ୍ରକାଶ।
ଅଧିକ ଖବର ଦେଖନ୍ତୁ...

ଦୋଷୀଙ୍କୁ ଦଣ୍ଡ: ପୁରୀରେ ଜଣକୁ ଆଜୀବନ, କୁଚିଣ୍ଡାରେ ଜଣକୁ ୧୦ବର୍ଷ କାରାଦଣ୍ଡ

ପୁରୀ/କୁଚିଣ୍ଡା: ମହିଳାଙ୍କ ପ୍ରତି ଅପରାଧୀକ ମାମଲାରେ ସଂପୃକ୍ତ ଥିବା ୨ଜଣ ବ୍ୟକ୍ତିଙ୍କୁ କୋର୍ଟରୁ ଦଣ୍ଡ ମିଳିଛି। ପୁରୀରେ ଶୁକ୍ରବାର ଜଣକୁ ଆଜୀବନ ଓ ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଜଣକୁ ୧୦ ବର୍ଷ କାରାଦଣ୍ଡ ମିଳିଛି। ପୁରୀ ଏଡିଜେ ଏମ୍‌ଆର୍‌ ଦୋରା ହତ୍ୟା ଅଭିଯୋଗରେ ଚନ୍ଦନପୁର ଥାନା…
ଅଧିକ ଖବର ଦେଖନ୍ତୁ...

ଶିଶୁ ଶ୍ରମିକ ସର୍ଭେ ନିର୍ଦେଶ:୨୦୧୨ ସର୍ଭେରେ ୧୦,୩୪୦ ଶିଶୁ ଶ୍ରମିକ

ସମ୍ବଲପୁର: ଶିଶୁ ଶ୍ରମିକ ଚିହ୍ନଟ ସର୍ଭେ ପାଇଁ ନିର୍ଦେଶ ଦେଇଛି କେନ୍ଦ୍ର। ଏଥିପାଇଁ ଅର୍ଥ ବ୍ୟବସ୍ଥା ପରେ ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା କାର୍ଯ୍ୟାରମ୍ଭ ହେବାର ସମ୍ଭାବନା ରହିଥିବା କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ କୃଷ୍ଣମୋହନ ରାଉତ। ଶ୍ରୀ ରାଉତ କହିଛନ୍ତି, ଶିକ୍ଷା ଅଧିକାର ଆଇନରେ ୫…
ଅଧିକ ଖବର ଦେଖନ୍ତୁ...

ଡେଙ୍ଗୁରେ ମହିଳାଙ୍କ ମୃତ୍ୟୁ

କୁଚିଣ୍ଡା : କୁଚିଣ୍ଡା ଏନଏସି ଓ୍ଵାର୍ଡ ନଂ ୬ରେ କୁମୁଦିନୀ ସେଠ୍‌ (୬୦)ଙ୍କ ଗୁରୁବାର ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ଶବ ତାଙ୍କ ଘରେ ପହଞ୍ଚିବା ପରେ ବହୁ ଲୋକ ଶେଷ ଦର୍ଶନ କରିଥିଲେ। ପୂର୍ବରୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ଏଟି ଠକେଇ : ପ୍ରଦୀପ ସେଠୀଙ୍କୁ ୫ ବର୍ଷ ଜେଲ୍‌ଦଣ୍ଡ

ସମ୍ବଲପୁର : ୬ ଲକ୍ଷ ଟଙ୍କା ଠକେଇ ମାମଲାର ବିଚାର କରି ମାନ୍ୟବର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମାନସ କୁମାର ପଣ୍ଡା ଏଟି ଗ୍ରୁପ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ୫ ବର୍ଷ କାରାଦଣ୍ଡ ଆଦେଶ ଦେଇଛନ୍ତି। ପ୍ରଦୀପ ସେଠୀଙ୍କୁ ଧାରା ୪୨୦, ୧୨୦(ବି)ରେ ୫ ବର୍ଷ, ୪(ପିସିଏମସି)ରେ ୨ ବର୍ଷ ଏବଂ…
ଅଧିକ ଖବର ଦେଖନ୍ତୁ...

ମିଲ୍‌ରୁ ଆଗୁଆ ଧାନ ଜବତ ପ୍ରସଂଗ : ଚଢ଼ଉ ପୂର୍ବରୁ ମିଲ ମାଲିକଙ୍କୁ ଆଗୁଆ ସୂଚନା

ସମ୍ବଲପୁର :ବିଭିନ୍ନ ବର୍ଗର ଲୋକଙ୍କ ଭଳି ସମ୍ବଲପୁର ଜିଲ୍ଲାର ମିଲ୍‌ ମାଲିକମାନେ ହ୍ଵାଟସ୍‌ ଅଫ୍‌ରେ ନିଜର ଗୋଟିଏ ଗ୍ରୁପ୍‌ କରିଛନ୍ତି। ଗ୍ରୁପ୍‌ ନାମ ହେଲା ‘ରାଇସ୍‌ ମିଲ୍‌ ଏସୋସିଏସନ୍‌’। ଗତ ୧୩ ନିଭେମ୍ବର ଦିନ ୧୧ଟା ୩୨ରେ ଧାନ ମିଲ୍‌ ମାଲିକ ରମାକାନ୍ତ ଧର ଧାନ ସଂଗ୍ରହ ପରିପ୍ରେକ୍ଷୀରେ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ସମ୍ବଲପୁର: ସମ୍ବଲପୁରସ୍ଥିତ କୁଟରା ନିକଟରେ ବୁଧବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ୍‌ ଚାଳକଙ୍କ ନାମ ରଞ୍ଜିତ ସମନ୍ଦିଆ(୨୮) ଓ ତାଙ୍କ ଘର ତେଲିଘନାର ଜିନ୍ଦାପଡ଼ା ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ମୃତ ରଞ୍ଜିତ ତାଙ୍କ ଘର ଜିନ୍ଦାପଡ଼ାକୁ…
ଅଧିକ ଖବର ଦେଖନ୍ତୁ...

ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲା: ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀଙ୍କୁ ୭ ବର୍ଷ ଜେଲ ଦଣ୍ଡ

ସମ୍ବଲପୁର: ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ଗ୍ରୁପ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ସମ୍ବଲପୁର ସିଜେଏମ୍‌ ମନେସ ରଞ୍ଜନ ପଣ୍ଡାଙ୍କ କୋର୍ଟ ବୁଧବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ସିଜେଏମ୍‌ କୋର୍ଟରେ ପ୍ରଦୀପଙ୍କୁ ୭ବର୍ଷ ଜେଲ ଦଣ୍ଡ ହୋଇଥିବା ବେଳେ ଆବେଦନକାରୀଙ୍କୁ ୨ଲକ୍ଷ ଟଙ୍କା ଜରିମାନା…
ଅଧିକ ଖବର ଦେଖନ୍ତୁ...

ଇଣ୍ଟର୍‌ସିଟିକୁ ପଥର ମାଡ଼, ଏସି କୋଚ୍‌ କାଚ ଭାଙ୍ଗିଲା

ସମ୍ବଲପୁର: ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ ଉପରେ ପଥର ମାଡ଼ ହୋଇଛି। ଏଥିରେ ଏସି କୋଚ୍‌ର ଗୋଟିଏ କାଚ ଭାଙ୍ଗି ଯାଇଥିଲା ବେଳେ ଯାତ୍ରୀମାନେ ଅଳ୍ପକେ ବର୍ତି ଯାଇଛନ୍ତି। ମଙ୍ଗଳବାର ରାତିରେ ଟ୍ରେନ ନଂ ୧୮୩୦୪ ଇଣ୍ଟରସିଟି ଏକ୍ସପ୍ରେସ୍‌ ପୁରୀରୁ ସମ୍ବଲପୁର ଅଭିମୁଖେ ଆସୁଥିଲାବେଳେ ରାତି…
ଅଧିକ ଖବର ଦେଖନ୍ତୁ...