ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ପାଓ୍ଵାର୍‌ ଟିଲର୍‌ରେ ଫଶି ମହିଳା ମୃତ

କୁଚିଣ୍ଡା: ମହୁଲପାଲି ଥାନା କୁସୁମୀ ନିକଟସ୍ଥ ପଣ୍ଡିଆଢିପା ଗାଁରେ ଜଣେ ମହିଳା ଶ୍ରମିକ ଧାନ ସଫା କରୁଥିବା ବେଳେ ପାଓ୍ଵାର୍‌ ଟିଲର୍‌ରେ ଫଶିଯିବାରୁ ତାଙ୍କ ମୃତ୍ୟୁ ହୋଇଯାଇଛି। ମିଳିଥିବା ସୂଚନାନୁସାରେ ଗାଁର ବୈଦେହୀ ସାହୁ ଶୁକ୍ରବାର ନିଜ ଜମିରୁ ସଂଗୃହୀତ ଧାନରୁ ଅଗାଡ଼ି ବାହାର କରୁଥିଲେ।…
ଅଧିକ ଖବର ଦେଖନ୍ତୁ...

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ : ଜଣେ ମୃତ, ୭ ଆହତ

ଜମନକିରା/ବୁର୍ଲା : ୫୩ ନମ୍ବର ଜାତୀୟ ରାଜପଥର ଜମନକିରା ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଶୁକ୍ରବାର ସକାଳେ ଶ୍ରୀ ଓମ୍‌ ଯାତ୍ରୀବାହୀ ବସ୍‌ (ଓଆର୍‌ ୧୫ଏନ୍‌-୧୫୯୫) ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ଯାତ୍ରୀ ବେନିଆ ମିଞ୍ଜଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ଟ୍ରେନ ଆଗକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ସମ୍ବଲପୁର: ସମ୍ବଲପୁର-ତାଳଚେର ରେଳପଥର ଯୁଯୁମୁରା ଲେବେଲ କ୍ରସିଂ ନିକଟରେ ଶୁକ୍ରବାର ଜଣେ ମହିଳା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ମହିଳା ଜଣକ ହେଉଛନ୍ତି, ଯୁଯୁମୁରା ଥାନା ଅନ୍ତଗର୍ତ ଲିପିଣ୍ଡା ଗ୍ରାମପଞ୍ଚାୟତର ସିଂହପାଲି ଗ୍ରାମର ରତନ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଖାନାରେ ଭର୍ତି କରାଯାଉ ନାହିଁ ରୋଗୀ

ସମ୍ବଲପୁର: ରାଜ୍ୟର ଏକ ପ୍ରମୁଖ ସହର ସମ୍ବଲପୁର। ଶିଳ୍ପାୟନ ସାଂଗକୁ ଗାଁ ଲୋକେ ସହରାଭିମୁଖୀ ହେବା ଯୋଗୁଁ ସମ୍ବଲପୁର ସହରରେ ନୂଆ ନୂଆ ବସ୍ତି ଗଢି ଉଠୁଛି। ଜନସଂଖ୍ୟା ବି ସେହି ତୁଳନାରେ ବଢ଼ିବାରେ ଲାଗିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ଅଭାବ ଲାଗି ରହିଛି। ଅପରପକ୍ଷରେ ଇଂରେଜ ଶାସନ…
ଅଧିକ ଖବର ଦେଖନ୍ତୁ...

ଟୋଲ ପ୍ଲାଜାରେ ୩ ମିନିଟ୍‌ ଅଟକିଲେ ଦେବାକୁ ପଡ଼ିବନି ଶୁଳ୍କ

ସମ୍ବଲପୁର: ଟୋଲ ପ୍ଲାଜାରେ ୩ମିନିଟ୍‌ ଗାଡ଼ି ଅଟକିଲେ ଦେବାକୁ ପଡ଼ିବନି ଟ୍ୟାକ୍ସ। ଲୁଧିଆନାର ଆଇନଜୀବୀ ହରିଓମ୍‌ ଜିନ୍ଦଲ ମାଗିଥିବା ଆର୍‌ଟିଆଇରେ ଭାରତୀୟ ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣ ଏହି ସୂଚନା ଦେଇଛନ୍ତି। ଫି’ ପ୍ରଦାନ ପାଇଁ ୩୦ ସେକେଣ୍ଡ ବ୍ୟତୀତ ଧାଡ଼ିରେ ରହିବାକୁ କେତେ ସମୟ ନିର୍ଘଣ୍ଟ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର:ଶିକ୍ଷକଙ୍କ ତଣ୍ଟିକାଟି ହତ୍ୟା

ସମ୍ବଲପୁର: ଗତକାଲି ରାତିରେ କେହି ଦୁର୍ବୃତ୍ତ ଜଣେ ଶିକ୍ଷକଙ୍କ ତଣ୍ଟିକାଟି ବିଭତ୍ସଭାବେ ହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ କଦଳିଗଡ଼ ପଞ୍ଚାୟତ ବିଶିପାଲି ଗାଁର ଶରତ ବାରିକ( ୨୫ ବର୍ଷ) କଦଳିବାଡ଼ି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ…
ଅଧିକ ଖବର ଦେଖନ୍ତୁ...

କଟ୍‌ନି ଛଟ୍‌ନିର ପ୍ରତିବାଦ : ଧାନ ରଖି ରାଜପଥ ଅବରୋଧ କଲେ ଚାଷୀ

ରେଙ୍ଗାଲି : ଖରିଫ ଧାନ ସଂଗ୍ରହରେ ମିଲ୍‌ ମାଲିକଙ୍କ ମନମୁଖିର ପ୍ରତିବାଦରେ ଚାଷୀମାନେ ସୋମବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। କଟ୍‌ନି ଛଟନିର ପ୍ରତିବାଦ ଓ ପରିବହନ ଖର୍ଚ ଦାବିରେ ୨ ଘଣ୍ଟା ପର୍ଯ୍ୟନ୍ତ ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ସମ୍ବଲପୁର ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ବିକ୍ରି ହେବ ଭୂଷଣ, ଠେଲ୍‌କୁଲିରେ ଟାଟା ଷ୍ଟିଲ୍‌ ଟିମ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଠେଲ୍‌କୁଲିସ୍ଥିତ ଭୂଷଣ ପାଓ୍ଵାର ଆଣ୍ଟ ଷ୍ଟିଲ୍‌ ଲିମିଟେଡ ବିକ୍ରି ହେବ। ଟାଟା ଷ୍ଟିଲ୍‌ର ପରିଚାଳନା ନିର୍ଦେଶକ ଟି.ଭି.ନରେନ୍ଦ୍ରନଙ୍କ ନେତୃତ୍ୱରେ ଏକ ୨୫ଜଣିଆ ଟିମ୍‌ ସୋମବାର ଭୂଷଣ କାରଖାନା ନିରୀକ୍ଷଣ କରିଛନ୍ତି। ପରିଚାଳନା ନିର୍ଦେଶକ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ପାରୁଆଭାଡ଼ି ଲ୍ୟାମ୍ପସ ଲୋନ ମ୍ୟାନେଜରଙ୍କ ଘରେ ଭିଜିଲାନ୍‌ସ ଚଢ଼ଉ

କୁଚିଣ୍ଡା : କୁଚିଣ୍ଡା ନିକଟ ପାରୁଆଭାଡ଼ି ଲ୍ୟାମ୍ପସର ଲୋନ୍‌ ମ୍ୟାନେଜର ଉଜ୍ଜଲ ସିଂହଙ୍କ ଘର ଓ କାର୍ଯ୍ୟାଳୟରେ ଶନିବାର ଭିଜିଲାନ୍‌ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ତାଙ୍କ ଘରୁ ୬୦ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନାନୁସାରେ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ସାଂସଦଙ୍କ ଅନୁଦାନ ପାଣ୍ଠି:ୟୁସି ନଦେବାରୁ ମିଳିଲାନି ଅର୍ଥ

ସମ୍ବଲପୁର: ସମ୍ବଲପୁର ଲୋକସଭା ସାଂସଦ ନଗେନ୍ଦ୍ର କୁମାର ପ୍ରଧାନଙ୍କ ସାଂସଦ ପାଣ୍ଠି ଅର୍ଥ ବିନିଯୋଗ ପ୍ରମାଣପତ୍ର(ୟୁସି) ପ୍ରଦାନରେ ଅହେତୁକ ବିଳମ୍ବ ହୋଇଛି। ଆଉ ଏହି ବିଳମ୍ବ କାରଣରୁ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ସାଂସଦ ଅନୁଦାନ ପାଣ୍ଠିକୁ ଅର୍ଥ ପ୍ରଦାନ କରି ନଥିବା…
ଅଧିକ ଖବର ଦେଖନ୍ତୁ...