ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ତେଲେଗୁ କବି କେ. ଶିବା ରେଡ୍ଡି ପାଇବେ ଗଙ୍ଗାଧର ଜାତୀୟ ସମ୍ମାନ

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦିଆଯାଉଥିବା ଗଙ୍ଗାଧର ଜାତୀୟ ସମ୍ମାନ ପାଇବା ପାଇଁ ତେଲଗୁ କବି କେ.ଶିବା ରେଡ୍ଡି ମନୋନୀତ ହୋଇଛନ୍ତି। ବିଶ୍ୱବିଦ୍ୟାଳୟର ୫୧ତମ ପ୍ରତିଷ୍ଠା ଦିବସରେ କବି ରେଡ୍ଡିଙ୍କୁ ଏହି ସମ୍ମାନ ୨୦୧୬ ବର୍ଷ ପାଇଁ ଦିଆଯିବ। ସମ୍ମାନ ବାବଦକୁ ମାନପତ୍ର, ଉପଢ଼ୌକନ ଓ ନଗଦ…
ଅଧିକ ଖବର ଦେଖନ୍ତୁ...

ବିଜେପିର ବିଶାଳ ଯୁବ ସମାବେଶ:‘ଶିଳ୍ପରେ ସ୍ଥାନୀୟ ନିଯୁକ୍ତି ବାଧ୍ୟତାମୂଳକ ହେଉ’

ସମ୍ବଲପୁର: ମହାବୀର ହନୁମାନ ଯେମିତି ନିଜ ଶକ୍ତି ସଂପର୍କରେ ଅଜ୍ଞ ଥିଲେ, ଆଜିକାର ଯୁବଗୋଷ୍ଠୀ ମଧ୍ୟ ସେମିତି ନିଜ ସାମର୍ଥ୍ୟ ସଂପର୍କରେ ସଚେତନ ନୁହନ୍ତି। ସେମାନେ ଉଦ୍ୟମ କଲେ କୌଣସି ଶକ୍ତି ତାଙ୍କୁ ରୋକି ପାରିବ ନାହିଁ ବୋଲି ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ କହିଛନ୍ତି। ସମ୍ବଲପୁର…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ପୁଲିସ ଅଧିକାରୀଙ୍କ ଅସଦାଚରଣ ପ୍ରସଂଗ: ୩ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ନିର୍ଦେଶ

ସମ୍ବଲପୁର: ଗତ ୪ ଜୁଲାଇ ୨୦୧୫ରେ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନାରେ କାର୍ଯ୍ୟରତ ସବ୍‌ଇନସ୍‌ପେକ୍ଟର ଭିକାରୀ ଚରଣ ବେହେରା ଏକ ଚୋରି ଘଟଣାର ତଦନ୍ତ କରିବାକୁ ଯାଇ ବାମରାର ଜଣେ ବିବାହିତା ମହିଳାଙ୍କୁ ଅସଦାଚରଣ କରିଥିଲେ। ଘରେ ମହିଳା ଜଣକ ଏକାକୀ ଥିବାର ସୁଯୋଗ ନେଇ ତାଙ୍କୁ ଅସଦାଚରଣ…
ଅଧିକ ଖବର ଦେଖନ୍ତୁ...

କୁଚିଣ୍ଡାକୁ ସିଟି ବସ୍‌ ଚଳାଚଳ ବିବାଦ: ଘରୋଇ ବସ୍‌ ବନ୍ଦ କରିବାକୁ ମାଲିକଙ୍କ ଧମକ

ସମ୍ବଲପୁର: କୁଚିଣ୍ଡାକୁ ସିଟି ବସ୍‌ ଚଳାଚଳକୁ ସମ୍ବଲପୁର ଘରୋଇ ବସ୍‌ ମାଲିକ ସଂଘ ତୀବ୍ର ବିରୋଧ କରିଛି। ଏଥି ସହିତ ସରକାରଙ୍କ ନିୟମ ମୁତାବକ ଇଣ୍ଟରସିଟି ବସ୍‌ ଚଳାଚଳ କରାନଗଲେ ସମ୍ବଲପୁର ଜିଲ୍ଲାରେ ଘରୋଇ ବସ୍‌ ସେବା ବନ୍ଦ କରିଦେବାକୁ ସଂଘ ପକ୍ଷରୁ ଧମକ ଦିଆଯାଇଛି। ଗତ ୨୧ ମାର୍ଚ ୨୦୧୭ରେ…
ଅଧିକ ଖବର ଦେଖନ୍ତୁ...

ମୌସୁମିରେ ବି କମିଛି ଜଳପ୍ରବାହ

ସମ୍ବଲପୁର (ରତ୍ନାକର ଭୋଇ): ଅଣମୌସୁମି ନୁହେଁ, ମୌସୁମି ଋତୁରେ ବି ମହାନଦୀରେ ଓଡ଼ିଶାକୁ ଜଳ ପ୍ରବାହ ସାଂଘାତିକ ଭାବେ ହ୍ରାସ ପାଇଛି। ଗୋଟିଏ ପଟେ କେନ୍ଦ୍ର ସରକାର ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲ ଗଠନ କରିବାକୁ ମନା କରିଦେବା ପରେ ଛତିଶଗଡ଼ ସରକାର ବେଶ୍‌ ଉତ୍ସାହିତ ହୋଇ ପଡ଼ିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବୁର୍ଲା ଡାକ୍ତରଙ୍କ ଆତ୍ମହତ୍ୟା ଅଭିଯୋଗ

ସମ୍ବଲପୁର/କଟକ: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଜଣେ ଡାକ୍ତର ଗୁରୁବାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ମେଡିକାଲ କଲେଜର ଆସୋସିଏଟ ପ୍ରଫେସର ସସ୍ମିତା ବିଶ୍ୱାଳ ଆତ୍ମହତ୍ୟା କରିଛନ୍ତି । ର୍ଫାମା କଲେଜ ବିଭାଗରେ ଆସୋସିଏଟ ଡାକ୍ତର…
ଅଧିକ ଖବର ଦେଖନ୍ତୁ...

କୁଞ୍ଜାପାଲି ଗ୍ରାମ୍ୟ ଜଙ୍ଗଲରେ ହାତୀ ପଲ, ଗ୍ରାମବାସୀ ଆତଙ୍କିତ

ଉଲୁଣ୍ଡା : ରେଢ଼ାଖୋଲ ଜଙ୍ଗଲରୁ କିଛିଦିନ ହେଲା ୧୦ଟି ହାତୀ ଆସି ବୀରମହାରାଜପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ଏଥିଯୋଗୁଁ ଗ୍ରାମବାସୀଙ୍କ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହି ହାତୀ ପଲ ରଜାବନ୍ଧ ଦେଇ ଝାଙ୍କରପାଲି, ଉଫୁଲା ଗାଁ ନିକଟରେ ଥିବା ଫାର୍ମ ହାଉସ ପାଚେରି ଭାଙ୍ଗି ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଦୁର୍ଘଟଣାରେ ଦୁଇ ଭାଇ ମୃତ

ରେଢ଼ାଖୋଲ : ସଡ଼କ ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି। ରେଢ଼ାଖୋଲ ପୁଲିସ୍‌ ଉଭୟ ଶବକୁ ଜବତ କରିଛି। ଗୁରୁବାର ଶବ ବ୍ୟବଚ୍ଛେଦ କରାଯିବ। ବାଇକ୍‌ରେ ଯାଉଥିବା ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ସଂଜାମୁରା ବଙ୍କାପଲସା ଗାଁର ରଂଜନ ମିର୍ଧା (୩୦) ଓ ସୁମନ୍ତ ମିର୍ଧା (୩୫) ଉଭୟ ସଂପର୍କୀୟ ଭାଇ…
ଅଧିକ ଖବର ଦେଖନ୍ତୁ...

ମଦ ବିରୋଧରେ ଗୋଟିଏ ସ୍ୱର:୪ଟି ଗାଁର ମହିଳା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଘିଚାମୁରା, ମହମ୍ମଦପୁର, ଧନକଉଡ଼ା, ଖିଣ୍ଡାରେ ମଦ ଦୋକାନ ବିକ୍ରି ବିରୋଧରେ ଭିନ୍ନ ଭାବରେ ମହିଳାମାନେ ଜିଲ୍ଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। ଧନକଉଡ଼ା ବ୍ଲକ କନଖିଣ୍ଡା ଗ୍ରାମପଞ୍ଚାୟତ ଅଧିନସ୍ଥ ସମସ୍ତ ଗାଁରୁ ମଦଭାଟି ଉଚ୍ଛେଦ, ମଦ ବିକ୍ରି ଅନୁମତି…
ଅଧିକ ଖବର ଦେଖନ୍ତୁ...

ଗାଇସିଲାଟରେ ଚାଷୀ ଆତ୍ମହତ୍ୟା ମାମଲା

ଗାଇସିଲାଟ: ସୋମବାର ରାତିରେ ଲୋଇସିଂହା ଡାକ୍ତରଖାନାରେ ବିଷ ପିଇ ଦେଇଥିବା ଗାଇସିଲାଟ ବ୍ଲକ ଅନ୍ତର୍ଗତ ରାଇସଲପଦର ଗ୍ରାମର ଯୁବ ଚାଷୀ ଉମାକାନ୍ତ ସାହୁ (୩୫)ଙ୍କ ମୃତ୍ୟୁ ଘଟିଥିଲା। ମରୁଡ଼ି ଓ ଚକଡ଼ା ପୋକ ଯୋଗୁଁ ଫସଳ ନଷ୍ଟ ହେବା ପରେ ଋଣବୋଝ ସହ୍ୟ କରି ନପାରି ସେ ବିଷପାନ କରିଛନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...