ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

୧୦ ରାଇସ୍‌ ମିଲ୍‌ରେ ଅଚାନକ ଚଢ଼ଉ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇନାହିଁ। ରାଇସ ମିଲରେ ରହିଛି ହଜାର ହଜାର ବସ୍ତା ଧାନ। ଜିଲ୍ଲାର ୫ଟି ରାଇସ ମିଲରୁ ମିଳିଛି ୨୧ହଜାର ୮୦୦ ବସ୍ତା ଧାନ। ସୋମବାର ସକାଳେ ତହସିଲଦାର ଦେବେନ୍ଦ୍ର ନନ୍ଦଙ୍କ ନେତୃତ୍ୱରେ ରାଜସ୍ୱ ବିଭାଗ, ଯୋଗାଣ ବିଭାଗ ପକ୍ଷରୁ ୧୦ ରାଇସ…
ଅଧିକ ଖବର ଦେଖନ୍ତୁ...

ଖୋଲିଲା ବୁର୍ଲା ପ୍ଲାନେଟାରିୟମ

ଭୁବନେଶ୍ୱର : ଗତ ଗୁରୁବାରଠାରୁ ବନ୍ଦ ପଡ଼ିଥିବା ବୁର୍ଲାର ପ୍ଲାନେଟାରିୟମରେ ଆଜିଠାରୁ ଖୋଲିଛି। ଆଜି ୧୧ଟା ୪୫ରେ ପ୍ରଥମ ସୋ ଆରମ୍ଭ ହେବା ପରେ ଲୋକେ ଧାଡ଼ିବାନ୍ଧି ଟିକେଟ୍‌ କରି ସୋ ଉପଭୋଗ କରିଥିଲେ। ମିଳିଥିବା ସୂଚନା ମୁତାବକ ସ୍ଥାପନ ହୋଇଥିବା ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ଉପନିର୍ଦେଶକ…
ଅଧିକ ଖବର ଦେଖନ୍ତୁ...

ଡୁମ୍ବେରମୁଣ୍ଡାରେ ଚାଷୀ ଆତ୍ମହତ୍ୟା

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ଡୁମେରମୁଣ୍ଡା ଗ୍ରାମର ଚାଷୀ ରମେଶ ପଧାନ (୪୦) କୀଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର କ୍ଷେତକୁ କାମ କରିବାକୁ ଯାଇ ବିଷ ପିଇ ଦେଇଥିବା ଜଣାପଡ଼ିବା ପରେ ତାଙ୍କୁ ପ୍ରଥମେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଦରମା ପାଇଁ ଆତ୍ମଦାହ ଉଦ୍ୟମ କରିଥିଲେ ଦୀନବନ୍ଧୁ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଦଶ ବର୍ଷର ସରକାରୀ ଚାକିରି। କମ୍ପୁଟରରେ ଉଚ୍ଚଶିକ୍ଷା। ଏହା ସତ୍ତ୍ୱେ ଅଦାଲତ ନିର୍ଦେଶ ଅନୁଯାୟୀ, ୧୩,୫୦୦ ଟଙ୍କାର ଦରମା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଆତ୍ମଦାହ ଉଦ୍ୟମ କରିଥିଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଟେକନିକାଲ ଆସିଷ୍ଟାଣ୍ଡ…
ଅଧିକ ଖବର ଦେଖନ୍ତୁ...

ବୁର୍ଲା ପ୍ଲାନେଟାରିୟମ୍‌ ବନ୍ଦ

ସମ୍ବଲପୁର/ବୁର୍ଲା : ଉଦ୍‌ଘାଟନକୁ ଦେଢ଼ ମାସ ପୂରିଛି କି ନାହିଁ ବୁର୍ଲାସ୍ଥିତ ଡ. ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍‍ରେ ବିଭ୍ରାଟ ଆରମ୍ଭ ହୋଇଯାଇଛି। ଗୁରୁବାର ବିନା କୌଣସି ପୂର୍ବ ସୂଚନାରେ ବୁର୍ଲାସ୍ଥିତ ଡ. ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍‍ର ସୋ’ ହଠାତ ବନ୍ଦ ହୋଇ ଯାଇଥିଲା। ଫଳରେ…
ଅଧିକ ଖବର ଦେଖନ୍ତୁ...

ପୁଣି ଜୀବନ ହାରିଲେ ଆଉ ଜଣେ ଚାଷୀ

ଚକଡ଼ା ପୋକ ଓ ଋଣ ଚିନ୍ତା ଧନକଉଡ଼ା : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଓ୍ଵାର୍ଡ ନଂ ୨ ବୈଜାମୁଣ୍ଡା ସାନସିଂହାରୀ ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପ୍ରଥମେ ଗୋଶାଳା ଫାଣ୍ଡି ଅଧିକାରୀ ଅଜିତ ଧଳସାମନ୍ତଙ୍କ ଜରିଆରେ ଏହି ଖବର ହସ୍ତଗତ ହୋଇଛି। ଗତ…
ଅଧିକ ଖବର ଦେଖନ୍ତୁ...

ପୂରା ପରିବାର ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିବା ଘଟଣା: ତଦନ୍ତ ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟିମ୍‌

ସମ୍ବଲପୁର: ସ୍ଥାନୀୟ ମଦନାଓ୍ଵତୀ ପବ୍ଲିକ ସ୍କୁଲର କଳା ଶିକ୍ଷକ ଓ ତାଙ୍କ ପତ୍ନୀ, ୩ ଝିଅ ଟେନ୍‌ ଆଗକୁ ଡେଇଁ ମଙ୍ଗଳବାର ରାତିରେ ଆତ୍ମହତ୍ୟା କରିବା ଘଟଣାରେ ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ ହେବ ବୋଲି ଜିଆରପି ଏସ୍‌ପି କରଣ ସାଏ କଓ୍ଵର ଗୁରୁବାର କହିଛନ୍ତି। ସେ କହିଛନ୍ତି, ସ୍ୱତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ମ୍ୟାଚ କରୁନି ଟିପଚିହ୍ନ, ବହୁ ପରିବାର ରାସନରୁ ବଞ୍ଚିତ

ସମ୍ବଲପୁର: ରାସନ ଏବଂ ଆଧାର କାର୍ଡ ଥାଇ ମଧ୍ୟ ଚାଉଳ ଏବଂ କିରୋସିନୀରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ। କାହାର ଟିପ ଚିହ୍ନ ମିଶୁନଥିବାବେଳେ ଆଉ କାହାର ରାସନ କାର୍ଡ ସହିତ ଆଧାର କାର୍ଡର ନାଁ ମିଶୁ ନାହିଁ। ଏଥିଯୋଗୁଁ କାହାକୁ ଡିଲର ଫେରାଇ ଦେଇଥିବାବେଳେ ଆଉ କାହାକୁ ଅନ୍ତିମ ଥର ଦେଇଛି,…
ଅଧିକ ଖବର ଦେଖନ୍ତୁ...

ଅଭାବ-ଅନଟନ ନେଲା ୫ ଜୀବନ : ଟ୍ରେନ୍‌ ଆଗକୁ ଡେଇଁଲେ ୩ ଝିଅ, ବାପା-ମା’

ସମ୍ବଲପୁର : ଅଭାବ ଅନଟନ ଆଉ ଋଣ ବୋଝ ନେଲା ୫ ଜୀବନ। ନିଜ ସଂଗୀତର ମଧୁରତାରେ ଲୋକଙ୍କୁ ଖୁସି ବାଣ୍ଟୁଥିବା ଧରଣୀଧର ପଣ୍ଡା(୫୨) ପତ୍ନୀ ସଂଗୀତା ପଣ୍ଡା(୪୮) ଓ ୩ ଝିଅ ଅପରାଜିତା(୧୭), ଅନନ୍ୟା(୧୪) ଓ ଶ୍ରଦ୍ଧା(୩)ଏକ ସଂଗରେ ଝାରସୁଗୁଡ଼ା-ସମ୍ବଲପୁର ଡିଏମ୍‌ୟୁ ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁୁଳପତି ଦ୍ଵାୟିତ୍ଵରେ ରହିବେ ଆରଡିସି

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଆସନ୍ତା ୯ତାରିଖରେ ଶେଷ ହେବାକୁ ଯାଉଛି। କୁଳାଧିପତି ତଥା ଓଡ଼ିଶା ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନୂଆ କୁଳପତି ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ତେବେ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ହୋଇଥିବାରୁ ଆସନ୍ତା…
ଅଧିକ ଖବର ଦେଖନ୍ତୁ...