ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

୭୦ ବର୍ଷୀୟା ବୃଦ୍ଧାଙ୍କୁ ଗୋଇଠା ମାଡ଼

କ୍ଷମା ମାଗିବା ପରେ ଅଭିଯୋଗ ପ୍ରତ୍ୟାହାର ବୁର୍ଲା/ସମ୍ବଲପୁର : ଭିମ୍‌ସାର୍‌ ବୁର୍ଲାରେ ପୁଣି ଜଣେ ପିଜି ଡାକ୍ତରଙ୍କ ଉଦ୍ଧତ ଆଚରଣ ଦେଖିବାକୁ ମିଳିଛି। ଏଥର ଆକ୍ରମଣର ଶିକାର ହୋଇଛନ୍ତି ଜଣେ ୭୦ ବର୍ଷୀୟା ବୃଦ୍ଧା। ଭିମ୍‍ସାର୍‍ ପ୍ରସୂତି ଓ ସ୍ତ୍ରୀ’ରୋଗ ଓ୍ଵାର୍ଡରେ ଭର୍ତ୍ତିି ଜଣେ ଆସନ୍ନ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ବିତରଣ କଂପାନିର ଘରୋଇକରଣକୁ ବିରୋଧ

ସମ୍ବଲପୁର : ଓଡ଼ିଶା ଭଳି ଛୋଟ ରାଜ୍ୟରେ ଓ୍ଵସ୍କୋ, ସାଉଥ୍‌କୋ, ନେସ୍‌କୋ, ସାଉଥ୍‌କୋ ଭଳି ବିଦ୍ୟୁତ ବିତରକ କଂପାନିର କୌଣସି ଆବଶ୍ୟକତା ନାହିଁ। ଏସବୁ କଂପାନି ବଦଳରେ କେରଳ, ହିମାଚଳ ପ୍ରଦେଶ ଆଦି ରାଜ୍ୟ ଭଳି ଗୋଟିଏ କର୍ପୋରେସନ ଗଠନ କରାଯାଉ ବୋଲି ଅଲ୍‌ ଓଡ଼ିଶା ପାଓ୍ଵାର ଇଂଜିନିୟର୍ସ ଫେଡେରେସନ…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରୁ ଅପହୃତ ୨ ବାଳିକା ଓ ୩ ବାଳକ ଉଦ୍ଧାର

ବାମରା : ରାଉରକେଲାରୁ ଅପହୃତ ହୋଇଥିବା ୩ ଜଣ ବାଳକ ଏବଂ ୨ ଜଣ ବାଳିକାଙ୍କୁ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ପୁଲିସ୍‌ ଉଦ୍ଧାର କରିଛି। ଉକ୍ତ ୫ ଜଣଙ୍କୁ ଅପହରଣ କରି ଆଣିଥିବା ଦୁଇ ଜଣ ଯୁବକ ଫେରାର ହୋଇଯାଇଛନ୍ତି। ବାମରା ରେଳ ଷ୍ଟେସନ୍‌ରେ ଏମାନେ କୌଣସି…
ଅଧିକ ଖବର ଦେଖନ୍ତୁ...

ନିଆଁରେ ପୋଡ଼ି ମହିଳାଙ୍କ ମୃତ୍ୟୁ

କୁଚିଣ୍ଡା: କୁଚିଣ୍ଡା ଥାନା ଗୁଣ୍ଡୁରୁଚୁଆଁ ସ୍ଥିତ ଖଡ଼ିଆପଡ଼ାରେ ମଙ୍ଗଳବାର ଜଣେ ମହିଳାଙ୍କ ନିଆଁରେ ପୋଡ଼ି ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁସାରେ ଖଡ଼ିଆପଡ଼ାରେ ପରିବାର ନେଇ ରୁହନ୍ତି ରାଜ ଖଡ଼ିଆ। ଘରେ ପତ୍ନୀ ତାରାବତୀ ଖଡ଼ିଆ (୪୦)ଙ୍କ ସହ ଗୋଟିଏ ପୁଅ ଓ ଗୋଟିଏ ଝିଅ। ପୁଅଟି ଭୋଜପୁର ଆଶ୍ରମରେ…
ଅଧିକ ଖବର ଦେଖନ୍ତୁ...

ଗ୍ୟାସ ସିଲିଣ୍ଡର ଫାଟି ଦମ୍ପତ୍ତିଙ୍କ ସହିତ ମିସ୍ତ୍ରୀ ଗୁୁରୁତର

ସମ୍ବଲପୁର: ସମ୍ବଲପୁର ଦଲାଇପଡ଼ାରେ ମଙ୍ଗଳବାର ଗ୍ୟାସ ସିଲିଣ୍ଡର ଫାଟି ତିନିଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ବୁର୍ଲା  ଭିମସାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ସମ୍ବଲପୁର ଦଲାଇପଡ଼ାରେ ମଧୁ ଅଗ୍ରଓ୍ଵାଲ ତାଙ୍କ ସ୍ତ୍ରୀ ବବିତା ଅଗ୍ରଓ୍ଵାଲଙ୍କ…
ଅଧିକ ଖବର ଦେଖନ୍ତୁ...

ପରିତ୍ୟକ୍ତ କୂଅରୁ ୩ଟି ବାର୍‌ହା ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ରଙ୍ଗଲି ବ୍ଲକ ଲହମନି ଗାଁର ଚାଷ ଜମି ମଧ୍ୟରେ ଥିବା ଏକ ପରିତ୍ୟକ୍ତ କୂଅରୁ ୩ଟି ବାରହାଙ୍କୁ ଉଦ୍ଧାର କରାଯାଇଛି । ମଙ୍ଗଳବାର ସକାଳେ ଗ୍ରାମବାସୀ ଏହି ପରିତ୍ୟକ୍ତ କୂଅରେ ବାରହା ପଡ଼ିଥିବା ଦେଖି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ଗ୍ରାମବାସୀଙ୍କ  ଚେଷ୍ଟା…
ଅଧିକ ଖବର ଦେଖନ୍ତୁ...

ଅଟକାଇଲେ ମହାନଦୀ ପାଣି

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ଛତିଶଗଡ଼ ସରକାର ମହାନଦୀ ଉପରେ ନିର୍ମିତ କଲ୍‌ମା ବ୍ୟାରେଜରୁ ଏବେ ମାତ୍ର ଗୋଟିଏ ଗେଟ୍‌ ଖୋଲା ରହିଛି। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛତିଶଗଡ଼ ଅକ୍ଟୋବର ମାସରୁ କଲ୍‌ମାର ଗେଟ୍‌ ପକାଇବା ଆରମ୍ଭ କରିଥିଲା। ଗତ ୫ ଅକ୍ଟୋବରରେ ପ୍ରଥମ ପର୍ଯ୍ୟାୟରେ…
ଅଧିକ ଖବର ଦେଖନ୍ତୁ...

ତେଲେଗୁ କବି କେ. ଶିବା ରେଡ୍ଡି ପାଇବେ ଗଙ୍ଗାଧର ଜାତୀୟ ସମ୍ମାନ

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦିଆଯାଉଥିବା ଗଙ୍ଗାଧର ଜାତୀୟ ସମ୍ମାନ ପାଇବା ପାଇଁ ତେଲଗୁ କବି କେ.ଶିବା ରେଡ୍ଡି ମନୋନୀତ ହୋଇଛନ୍ତି। ବିଶ୍ୱବିଦ୍ୟାଳୟର ୫୧ତମ ପ୍ରତିଷ୍ଠା ଦିବସରେ କବି ରେଡ୍ଡିଙ୍କୁ ଏହି ସମ୍ମାନ ୨୦୧୬ ବର୍ଷ ପାଇଁ ଦିଆଯିବ। ସମ୍ମାନ ବାବଦକୁ ମାନପତ୍ର, ଉପଢ଼ୌକନ ଓ ନଗଦ…
ଅଧିକ ଖବର ଦେଖନ୍ତୁ...

ବିଜେପିର ବିଶାଳ ଯୁବ ସମାବେଶ:‘ଶିଳ୍ପରେ ସ୍ଥାନୀୟ ନିଯୁକ୍ତି ବାଧ୍ୟତାମୂଳକ ହେଉ’

ସମ୍ବଲପୁର: ମହାବୀର ହନୁମାନ ଯେମିତି ନିଜ ଶକ୍ତି ସଂପର୍କରେ ଅଜ୍ଞ ଥିଲେ, ଆଜିକାର ଯୁବଗୋଷ୍ଠୀ ମଧ୍ୟ ସେମିତି ନିଜ ସାମର୍ଥ୍ୟ ସଂପର୍କରେ ସଚେତନ ନୁହନ୍ତି। ସେମାନେ ଉଦ୍ୟମ କଲେ କୌଣସି ଶକ୍ତି ତାଙ୍କୁ ରୋକି ପାରିବ ନାହିଁ ବୋଲି ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ କହିଛନ୍ତି। ସମ୍ବଲପୁର…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ପୁଲିସ ଅଧିକାରୀଙ୍କ ଅସଦାଚରଣ ପ୍ରସଂଗ: ୩ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ନିର୍ଦେଶ

ସମ୍ବଲପୁର: ଗତ ୪ ଜୁଲାଇ ୨୦୧୫ରେ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନାରେ କାର୍ଯ୍ୟରତ ସବ୍‌ଇନସ୍‌ପେକ୍ଟର ଭିକାରୀ ଚରଣ ବେହେରା ଏକ ଚୋରି ଘଟଣାର ତଦନ୍ତ କରିବାକୁ ଯାଇ ବାମରାର ଜଣେ ବିବାହିତା ମହିଳାଙ୍କୁ ଅସଦାଚରଣ କରିଥିଲେ। ଘରେ ମହିଳା ଜଣକ ଏକାକୀ ଥିବାର ସୁଯୋଗ ନେଇ ତାଙ୍କୁ ଅସଦାଚରଣ…
ଅଧିକ ଖବର ଦେଖନ୍ତୁ...