ଅନୁସନ୍ଧାନ କରୁଥିବା ବର୍ଗ

ସୁବର୍ଣ୍ଣପୁର

ଜମିବାଡ଼ିକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ଜଣେ ଆହତ

ଜହ୍ନାପଙ୍କ: ଜମିବାଡ଼ିକୁ କେନ୍ଦ୍ର କରି ବୌଦ୍ଧ ଥାନା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ନାରାୟଣନଗରରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ସୁରେଶ ମେହେର(୫୨) ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ଓ ଡାହାଣ ହାତ ଭାଙ୍ଗି ଯାଇଛି। ଏନେଇ ସୁରେଶ ପୁଲିସରେ ଅଭିଯୋଗ କରିଛନ୍ତି। ପୁଲିସ…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ନାଗରିକ ସପ୍ତାହ ଉଦ୍‌ଯାପିତ

ସୋନପୁର,: ଗତ ୯ ତାରିଖରୁ ଭୀମଭୋଇ କଳା ମଣ୍ଡପଠାରେ ଚାଲିଥିବା ବରିଷ୍ଠ ନାଗରିକ ସପ୍ତାହ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଦାଶରଥି ଶତପଥୀ ମୁଖ୍ୟ ଅତିଥି, ଏସ୍‌ପି ପ୍ରଫୁଲ୍ଲ ପାତ୍ର, ଅତିରିକ୍ତ ଜିଲ୍ଲା ଦୌରା ଜଜ ପ୍ରତିମା ପଣ୍ଡା, ପିଡି ଡିଆରଡିଏ ବିଶ୍ୱନାଥ ସାହୁ, ସୋନପୁର…
ଅଧିକ ଖବର ଦେଖନ୍ତୁ...

ପେଷି ହେଉଛନ୍ତି ଗରିବ ଲୋକେ, ନେତାଏ ଚୁପ୍‌

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଗରିବ ଲୋକ କେତେବେଳେ ଠକେଇର ଶିକାର ତ କେତେବେଳେ ସରକାରୀ ଯୋଜାନରେ ସାମିଲ ନହେବା ଏକ ନିତିଦିନିଆ ଘଟଣା। ବିଭିନ୍ନ ସରକାରୀ ଯୋଜାନରେ ରାଜନେତାଙ୍କ ହସ୍ତକ୍ଷେପ ଯୋଗୁଁ ଗରିବ ଲୋକେ ବାଦ ପଡ଼ିବା ବିଭିନ୍ନ ସମୟରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ବିଶେଷ କରି ୬…
ଅଧିକ ଖବର ଦେଖନ୍ତୁ...

୩୭ କେଜି ଗଞ୍ଜେଇ ଓ କାର ଜବତ, ୩ ଗିରଫ

ସୋନପୁର : ସୋନପୁର ପୁଲିସ ଚଢ଼ଉ କରି ୩୭ କେଜି ଗଞ୍ଜେଇ ସହ ଏକ କାରକୁ ଜବତ କରିଛି। ଏଥିରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂଲିସ ସୂତ୍ରରୁ ପ୍ରକାଶ, ମନମୁଣ୍ଡା ପଟରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଏସ୍‌ପି ପ୍ରଫୁଲ୍ଲ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ସୋନପୁର ପୁଲିସ…
ଅଧିକ ଖବର ଦେଖନ୍ତୁ...

ବାଇକକୁ ଧକ୍କା ଦେଇ ଓଲଟିଲା ସରକାରୀ ବସ୍‌

ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଯୁରୀରେ ରବିବାର ଅପରାହ୍‌ଣ ୩ଟାରେ ଏକ ବାଇକ୍‌କୁ ଧକ୍କା ଦେଇ ନବରଙ୍ଗପୁରରୁ ବରଗଡ଼ ଫେରୁଥିବା ସରକାରୀ ବସ୍‌ ଓଲଟି ପଡ଼ିଥିଲା। ଫଳରେ ବାଇକ୍‌ ଆରୋହୀ ପ୍ରଦୀପ ମହାଲିଙ୍ଗ (୨୫)ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର…
ଅଧିକ ଖବର ଦେଖନ୍ତୁ...

୧୪ ମାସର ଶିଶୁ କର୍କଟ ରୋଗରେ ଆକ୍ରାନ୍ତ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ମଲ୍ଲିକମୁଣ୍ଡା ପଞ୍ଚାୟତ କେନ୍ଦୁମୁଣ୍ଡାର ଶେଷଦେବ ଦୀପ ଏବଂ ଅହ୍ୟଲ୍ୟାଙ୍କ ୧୪ ମାସର ଶିଶୁପୁତ୍ର ସାଇରାଜ କର୍କଟ ରୋଗରେ ପୀଡ଼ିତ। ସେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବୁର୍ଲା ବଡ଼ ଡାକ୍ତରଖାନା, କଟକ ଶିଶୁ ଭବନ ଓ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ମୃତ ଯୁବକଙ୍କ ଶବ ରଖି ଏନ୍‌ଏଚ୍‌ ଅବରୋଧ

ସୋନପୁର: ସୋନପୁର ଥାନା ସିଙ୍ଗାରୀ ଗ୍ରାମର ମଛିନ୍ଦ୍ର ଭୋଇ ଏବଂ ଅନ୍ୟ ଜଣେ ଯୁବକ ଗଜପତି ପ୍ରଧାନ ମଙ୍ଗଳବାର ସମ୍ବଲପୁରରୁ ବାଇକରେ ଫେରୁଥିବା ବେଳେ ଏକ ଟାଟା ମ୍ୟାଜିକ ଗାଡି ଧକ୍କାରେ ମଛିନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଗଜପତି ଗୁରୁତର ଅହତ ହୋଇ ବୁର୍ଲାରେ ଚିକିତ୍ସାଧୀନ ଅଛନ୍ତି। ବୁର୍ଲାରେ…
ଅଧିକ ଖବର ଦେଖନ୍ତୁ...

ସାଲିହାରେ କ୍ରାନ୍ତି ଦିବସ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ର ପ୍ରସିଦ୍ଧ ସଂଗ୍ରାମୀ ପୀଠ ସାଲିହାରେ ଶନିବାର କ୍ରାନ୍ତି ଦିବସ ପାଳିତ ହୋଇଛି। ୧୯୩୦ ମସିହା ଜଙ୍ଗଲ ସତ୍ୟାଗ୍ରହକୁ ନେଇ ଏକ ବୈଠକ ବସିଥିବା ବେଳେ ଇଂରେଜ ଗୁଳିରେ କିଛି ସଂଗ୍ରାମୀ ସହିଦ ହୋଇଥିଲେ। ଉକ୍ତ ଦିନକୁ ମନେ ପକାଇବା ପାଇଁ ଗତ ୧୦ ବର୍ଷ ହେଲା…
ଅଧିକ ଖବର ଦେଖନ୍ତୁ...

ବେହେରାମାଲରେ ଟ୍ରିପଲ୍‌ ମର୍ଡର, ୫ ଗିରଫ

ଉଲୁଣ୍ଡା : ମା’ଙ୍କ ପୂଜାରେ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠୁଥିବା ବେଳେ ଅଷ୍ଟମୀ ତିଥି ତଥା ଗୁରୁବାର ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଏସ୍‌. ପତ୍ରାପାଲି ପଞ୍ଚାୟତ ବେହେରାମାଲ ଗାଁର ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତାକୁ…
ଅଧିକ ଖବର ଦେଖନ୍ତୁ...

ପୂର୍ବ କଂଗ୍ରେସ ବିଧାୟକ ଅଚ୍ୟୁତାନନ୍ଦ ବିଶ୍ୱାଳ ବିଜେପିରେ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ମଲ୍ଲିକମୁଣ୍ଡା ଗ୍ରାମ ପଂଚାୟତ ଗଡ଼ିଆ ଠାରେ ବୁଧବାର ଜିଲ୍ଲା ବିଜେପିର ମିଶ୍ରଣ ପର୍ବ ସଭାପତି ବିଜୟ ମହାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ବିଧାୟକ ଦଳର ନେତା କନକବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ଅଧିକ ଖବର ଦେଖନ୍ତୁ...