ରାଜସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ୮ ଜଣଙ୍କ ମୃତ୍ୟୁ

ଜୟପୁର: ବାତ୍ୟା ବିପର୍ଯ୍ୟୟ ଯୋଗୁଁ ରାଜସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ଜନିତ ବିଭିନ୍ନ କାରଣ ପାଇଁ ରାଜସ୍ଥାନରେ ୮ ଜଣଙ୍କ ମୃତ୍ୟୁ ହେଲାଣି। ଜଲୋର, ସିରୋହି ଏବଂ ବାରମେର ସମେତ ୫ଟି ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ଜଲୋର, ସିରୋହି ଏବଂ ବାରମେର ଜିଲ୍ଲାରେ ଏରିଏଲ ‌ସର୍ଭେ କରିଛନ୍ତି। ଢୋଲପୁର ଏବଂ ଅଜମେରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜିଛି। ଲଗାଣ ବର୍ଷା ଯୋଗୁଁ ଅଜମେର ଏବଂ ଢୋଲପୁରରେ ଜଳବନ୍ଦୀ ସମସ୍ୟା ଉପୁଜିଛି।

ସମ୍ବନ୍ଧିତ ଖବର