ହେଲିକପ୍‌ଟରରେ ବସିବା ବେଳେ ପଡ଼ିଗଲେ ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏକ ହେଲିକପ୍ଟରରେ ବସିବା ବେଳେ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ। ଏକ ଭିଡିଓରେ ଦେଖାଯାଇଛି ଯେ ମମତା ହେଲିକପ୍‌ଟରରେ ତାଙ୍କ ସିଟ୍‌ରେ ବସିବାକୁ ଯିବା ବେଳେ ଭାରସାମ୍ୟ ହରାଇଥିଲେ। ଏଥିରେ ସେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ମମତା ଦୁର୍ଗାପୁରରୁ ୪୧ କିଲୋମିଟର ଦୂର ଆସାନସୋଲକୁ ପ୍ରଚାର ପାଇଁ ଯାତ୍ରା କରୁଥିଲେ।

ସମ୍ବନ୍ଧିତ ଖବର