ମୋଦି-ରୋହାନି ଦ୍ୱିପାକ୍ଷିକ ଆଲୋଚନା: ଇରାନ୍‌ ସହ ୯ ଚୁକ୍ତି ସ୍ୱାକ୍ଷର

ନୂଆଦିଲ୍ଲୀ: ଇରାନ ରାଷ୍ଟ୍ରପତି ହାସନ ରୋହାନି ଆଜି ତାଙ୍କ ଗସ୍ତର ଶେଷ  ଦିନରେ ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ସୁରକ୍ଷା, ବାଣିଜ୍ୟ ଏବଂ ଶକ୍ତି କ୍ଷେତ୍ର ପରି କେତେକ ପ୍ରମୁଖ ପ୍ରସଙ୍ଗରେ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଦୁଇ ରାଷ୍ଟ୍ରମୁଖ୍ୟ ଆଲୋଚନା କରିଥିଲେ। ସେହିପରି ଆଜି ଉଭୟ ଦେଶ ମଧ୍ୟରେ ୯ଟି ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି। ଚାବହାର୍‌ ବନ୍ଦର ମାଧ୍ୟମରେ ବ୍ୟବସାୟୀକ କାରବାର ବୃଦ୍ଧି ପାଇଁ ଦୁଇ ଦେଶ ଗୁରୁତ୍ୱାରୋପ କରିଛନ୍ତି।

ସମ୍ବନ୍ଧିତ ଖବର