ଅନୁସନ୍ଧାନ କରୁଥିବା ବର୍ଗ

ଜୀବନଚର୍ଯ୍ୟା

କେମିତି ଜାଣିବେ ସାଥୀ ଆପଣଙ୍କୁ ଭଲ ପାଉଛନ୍ତି କି ନାହିଁ?

ଛୁପାନା ଭି ନେହି ଆତା, ଜତାନା ଭି ନେହି ଆତା ହମେ ତୁମ୍‌ ସେ ମହବ୍ଦତ୍‌ ହୈ,ବତାନା ଭି ନେହି ଆତା...ଏହି ଗୀତକୁ ଆପଣମାନେ ନିଶ୍ଚୟ ଶୁଣିଥିବେ। ଆଉ ଅନେକ ଯୁବକଯୁବତୀଙ୍କ ସ୍ଥିତିଏଭଳି। ଆପଣଙ୍କୁ ଏଇଆ ଲାଗୁଥିବ ଯେ,ଆପଣଙ୍କ ବୟଫ୍ରେଣ୍ଡ୍‌ ଆପଣଙ୍କୁ ଭଲପାଉନାହାଁନ୍ତି। ହେଲେ ଏହା ମଧ୍ୟ ହୋଇପାରେ…
ଅଧିକ ଖବର ଦେଖନ୍ତୁ...

ପ୍ରାକୃତିକ ଉପାୟରେ ଘରେ ବସି ମୁହଁକୁ ବ୍ଲିଚ୍‌ କରନ୍ତୁ !

ଆଜିକାଲି ସୁନ୍ଦର ଦେଖାଯିବା ଏକ ପ୍ରକାରର ଫେସନ୍‌ରେ ପରିଣତ ହେଲାଣି।କାହିଁକିନା ସୁନ୍ଦର ଦିଶୁଥିବା ବ୍ୟକ୍ତିର ଚାହିଦାଟି ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କଠୁ ଅଧିକା। ଆଉ ଯଦି ଆପଣ ବି ଏହି କ୍ରମରେ ସାମିଲ୍‌ ହେବାକୁ ଚାହୁଁଛନ୍ତି ତ ,ତେବେ ଆପଣ ଘରେ ବସି ପ୍ରାକୃତିକ ଉପାୟରେ ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

ଏବେ ଚା’ରେ କରନ୍ତୁ ଆପଣଙ୍କ କେଶ ସାମ୍ପୁ! ଚମକିବ ଆପଣଙ୍କ କେଶ!

ଯଦି ଆପଣ ଭାବୁଛନ୍ତିି ଆପଣଙ୍କ କେଶର ଚମକ ପୂର୍ବାପେକ୍ଷା କମିଯାଇଛି, ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ। କାହିଁକିନା ଆଜି ଆମେ ଆପଣଙ୍କୁ ଏଥିରୁ ମୁକ୍ତି ପାଇବାକୁ ଏପରି ଏକ ଉପାୟ ବିଷୟରେ ଜଣାଇବୁ,ଯେଉଁଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବନି। ସହଜରେ ଆପଣଙ୍କ କେଶ ଚମକି…
ଅଧିକ ଖବର ଦେଖନ୍ତୁ...

ଶ୍ୟାମଳପଣରୁ ମୁକ୍ତ ହେବାର ୧୦ଟି ଘରୋଇ ଉପାୟ!

ସାଧାରଣତଃ ଏବର ଚାକଚକ୍ୟ ଭରା ଜୀବନରେ ଗୋରା ଲୋକଙ୍କର ଚାହିଦା ଅଧିକ ରହିଥିବା କାରଣରୁ ପ୍ରାୟତଃ ସମସ୍ତେ ନିଜର ତ୍ୱଚାକୁ ଗୋରା ଓ ସୁନ୍ଦର କରିବାକୁ ଚହୁଁଛନ୍ତି। ଯେଉଁ କାରଣକୁ ନେଇ ସେମାନେ ଭୁଲ୍‌ ବାଟକୁ ମଧ୍ୟ ଆପଣାଉଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ନିଜ ତ୍ୱଚାକୁ ଗୋରା କରିବାର କିଛି ଘରୋଇ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ, ସକାଳେ ଜଳଖିଆ ନ କଲେ କ’ଣ ଅସୁବିଧା ହୁଏ

ଆଜିକାଲି ବ୍ୟସ୍ତ ଜୀବନରେ ଲୋକମାନେ ସକାଳେ ବ୍ରେକ୍‌ଫାଷ୍ଟ (ଜଳଖିଆ) କରିବାକୁ ଭୁଲିଯାଆନ୍ତି । ଆଜିକାଲି ଓଜନ କମାଇବା ବାହାନାରେ ମଧ୍ୟ ଲୋକମାନେ ଖାଉନାହାନ୍ତି । କିନ୍ତୁ ଏହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟର କ୍ଷତି ଘଟିଥାଏ । ଫୁଡ୍‌ ଆଣ୍ଡ୍‌ ନ୍ୟୁଟ୍ରିସନ୍‌ ବିଶେଷଜ୍ଞ ଡାକ୍ତର ଶୈଳଜା…
ଅଧିକ ଖବର ଦେଖନ୍ତୁ...

ଲେମନ୍‌ ଟି ପିଇଲେ କି ଉପକାର ମିଳେ?

ଲେମ୍ବୁ ଚାହା ଅର୍ଥାତ୍‌ ଲେମନ୍‌ ଟି ସଂପର୍କରେ କିଛି କଥା ଶୁଣିଥିବେ କିନ୍ତୁ ଲେମ୍ବୁ ଚାହା ବା ଲେମନ୍‌ ଟି ପିଇଲେ କି ଉପକାର ହୁଏ, ତାହା ଜାଣିବାକୁ ଚାହାଁନ୍ତି କି? ପ୍ରତ୍ୟହ ଲେମନ୍‌ଟି ପିଇଲେ ଆପଣଙ୍କୁ ସହଜରେ ଥଣ୍ଡା ଧରେ ନାହିଁ, କି କାଶ ହେବ ନାହିଁ । ଖାଲି ସେତିକି ନୁହେଁ ଆପଣଙ୍କର…
ଅଧିକ ଖବର ଦେଖନ୍ତୁ...

ସକାଳୁ ଉଠି ଏହି ସବୁ କରିବା ସ୍ୱାସ୍ଥ୍ୟ ପାଇଁ ଭଲ

ଦିନଟି ଫୂର୍ତ୍ତିରେ କଟୁ ବୋଲି ଆପଣ ଚାହୁଁଛନ୍ତି କି? ସକାଳୁ ଉଠି କିଛି ଏପରି କରନ୍ତୁ ଯାହା ଫଳରେ ଆପଣଙ୍କ ପୂରା ଦିନଟି ଏକଦମ୍‌ ଭଲରେ କଟିବ। -ସକାଳୁ ଉଠିବା ମାତ୍ରେ ଶୌଚ ସାରି ବାହାରେ ଖୋଲା ଆକାଶ ତଳେ ଟିକେ ବୁଲି ଆସନ୍ତୁ। ଅଥବା ଯୋଗ କରନ୍ତୁ। -ଏହାପରେ ପଇଡ଼ ପାଣି ପିଅନ୍ତୁ।…
ଅଧିକ ଖବର ଦେଖନ୍ତୁ...

ଛିଙ୍କ ନ ହେବା ପାଇଁ ଏବଂ ହେଉଥିଲେ କ’ଣ କରିବେ?

ଛିଙ୍କ ନ ହେବା ପାଇଁ ଏବଂ ହେଉଥିଲେ କ’ଣ କରିବେ? ଛିଙ୍କ ନ ହେବା ପାଇଁ ଏବଂ ହେଉଥିଲେ କ’ଣ କରିବେ? ସାଧାରଣତଃ  ଥଣ୍ଡା ହେଲେ ବା ଆଲର୍ଜି ହେଲେ ଛିଙ୍କ ହୋଇଥାଏ । ଯଦି ଆପଣ ବି  ବେଶି ଛିଙ୍କ ଦ୍ୱାରା ପୀଡ଼ିତ ତେବେ  ଏଥିରୁ ରକ୍ଷା  ପାଇବା ଲାଗି ନିମ୍ନ ଉପାୟ ଗୁଡ଼ିକୁ ଆପଣାଇ ପାରନ୍ତି ।   …
ଅଧିକ ଖବର ଦେଖନ୍ତୁ...

ଅଣ୍ଡା ଖାଇଲେ ଏସବୁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ!

ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଆସନ୍ତୁ ଜାଣିବା ଏହା କିପରି କ୍ଷତି କରିଥାଏ -ଏଥିରେ ପ୍ରଚୁୁର ମାତ୍ରାରେ ପ୍ରୋଟିନ୍‌ ଥିବା ହେତୁ ଅଧିକ ମାତ୍ରାରେ ଅଣ୍ଡା ଖାଇଲେ କିଡିନି ଜନିତ ସମସ୍ୟା ଦେଖା ଦେଇଥାଏ । -ଅଣ୍ଡାରେ ସଲଫର୍‌ର ମାତ୍ରା ଅଧିକ ଥିବା ହେତୁ ଏହା ଆଲର୍ଜି ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ଅଧିକୃତ ଭାରତକୁ ସ୍ୱାଧୀନ ନ କରିବା ଯାଏଁ ବିଶ୍ରାମ ନେବୁନାହିଁ: ଜାକିର୍‌ ମୁଶା

ନୂଆଦିଲ୍ଲୀ: ପୂର୍ବତନ ହିଜ୍‌ବୁଲ୍‌ ମୁଜାହିଦୀନ୍‌ ନେତା ଜାକିର ମୁଶାଙ୍କ ନେତୃତ୍ୱାଧୀନ କଶ୍ମୀରଭିତ୍ତିକ ଅଲ୍‌ କାଏଦା ଅନୁବନ୍ଧିତ ସଙ୍ଗଠନ ‘ଅନ୍ସାର ଘଜ୍‌ଓ୍ଵାଟ୍‌-ଉଲ୍‌-ହିନ୍ଦ୍‌’ର ଆନୁଷ୍ଠାନିକ ଗଣମାଧ୍ୟମରେ ଏକ ସଦ୍ୟ ମନ୍ତବ୍ୟ ଜାରି କରି ମୁଶା ସତର୍କ କରାଇ ଦେଇଛନ୍ତି ଯେ ‘ଅଧିକୃତ…
ଅଧିକ ଖବର ଦେଖନ୍ତୁ...