ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ବାଣୀବିହରରେ ଛାତ୍ର ବିଜେଡିର ଅନଶନ ଜାରି

ଭୁବନେଶ୍ୱର: ବାଣୀବିହାରରେ ଛାତ୍ର ପରିଷଦ ଗଠନ କରିବା ଦାବିରେ ଅଡ଼ି ବସିଛି ଛାତ୍ର ବିଜେଡି। ସଙ୍ଗଠନର ସଭାପତି ପ୍ରାର୍ଥୀ ସୌମ୍ୟରଞ୍ଜନ ମହାପାତ୍ର ଓ ତାଙ୍କ ସମର୍ଥକମାନେ ୩୬ ଘଣ୍ଟା ହେଲା କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଶିଶୁଭବନ ପୁଷ୍ଟି ପୁନର୍ବାସ କେନ୍ଦ୍ରର ଉଦ୍‌ଘାଟନ ଆଜି

ଭୁବନେଶ୍ୱର : ଶୁକବ୍ରାର ଶିଶୁଭବନସ୍ଥିତ ପୁଷ୍ଟି ପୁନର୍ବାସ କେନ୍ଦ୍ର ବା ଏନ୍‌ଆରସି କେନ୍ଦ୍ରର ଉଦ୍‌ଘାଟନ ହେବ। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହାର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଶିଶୁଭବନ ଏନ୍‌ଆରସିକୁ ବାଦ୍‌ ଦେଲେ ରାଜ୍ୟରେ ଆହୁରି ୧୨ଟି ଏନ୍‌ଆରସି ନିର୍ମାଣ ହେବ ବୋଲି…
ଅଧିକ ଖବର ଦେଖନ୍ତୁ...

ବିଏମ୍‌ସି ଡାକ୍ତରଖାନାରେ ବହୁ ବିଭାଗ ବନ୍ଦ

ପୁରୁଣା ଭୁବନେଶ୍ୱର: ସ୍ଥାନୀୟ ବିଏମ୍‌ସି ଡାକ୍ତରଖାନାର ବହୁ ବିଭାଗ ବନ୍ଦ ରହିଛି। ଗତ ସ୍ୱାୟତ୍ତ ଶାସନ ଦିବସରେ ହସ୍ପିଟାଲର ବିଭିନ୍ନ ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏହା ପୂରଣ ନହେବାରୁ ପୁଣି ସ୍ଥାନୀୟ ଲୋକେ ଆଜିଠାରୁ ଧାରଣା ଦେଇଛନ୍ତି। ଡକ୍ତରଖାନାରେ ଥିବା…
ଅଧିକ ଖବର ଦେଖନ୍ତୁ...

ସୂର୍ଯ୍ୟଙ୍କୁ ଅର୍ଘ୍ୟ ଟେକିଲେ ବିହାରୀ ମହିଳା

ଭୁବନେଶ୍ୱର: ବିହାରୀ ସଂପ୍ରଦାୟର ବଡ଼ ପର୍ବ ଛଟ୍‌। ଘରେ ଥାଆନ୍ତୁ କି ବାହାରେ, ବିହାରୀ ସଂପ୍ରଦାୟର ପ୍ରତ୍ୟେକ ବିବାହିତ ମହିଳା ଏହି ପର୍ବଟିକୁ ପାଳନ କରିଥାନ୍ତି। ଏଥିରେ ଧର୍ମ ଦେବତା ସୂର୍ଯ୍ୟଙ୍କର ଆରାଧନା କରାଯାଇଥାଏ। ଆଜି ଅପରାହ୍ଣରେ ବହୁ ସଂଖ୍ୟାରେ ବିହାରୀ ମହିଳା ରାଜଧାନୀ ଉପକଣ୍ଠ…
ଅଧିକ ଖବର ଦେଖନ୍ତୁ...

‘ଗୋଦାବରୀଶ ସାହିତ୍ୟ ସଂସଦ’ର ବାର୍ଷିକୋତ୍ସବ

ଭୁବନେଶ୍ୱର: ‘ଗୋଦାବରୀଶ ସାହିତ୍ୟ ସଂସଦ’ର ୬୦ତମ ବାର୍ଷିକୋତ୍ସବ ତଥା ପ୍ରବାଦ ପୁରୁଷ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୧୩୧ତମ ଜୟନ୍ତୀ ଅବସରରେ ଏକ ସାହିତ୍ୟ ସଭା ଓ କବିତା ପାଠୋତ୍ସବ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବିନୋଦ ବିହାରୀ ପଲାଇଙ୍କ…
ଅଧିକ ଖବର ଦେଖନ୍ତୁ...

ସମତାର ସ୍ୱର ସବୁଜ ପକ୍ଷରୁ ଦୁଇ ଦିନିଆ ନାଟ୍ୟ ଉତ୍ସବ ଆରମ୍ଭ

ଭୁବନେଶ୍ୱର: ହୁ ହୁ ହୋଇ ସ୍ଥାନ ମଣ୍ଡନ କରୁଛି ପ୍ରତିମୂର୍ତି। ଏହି ସ୍ଥାପନର ମୂଳ ଉଦ୍ଦେଶ୍ୟ ବଡ଼ବଡ଼ୁଆଙ୍କ ପ୍ରତି ଶ୍ରଦ୍ଧା ନିବେଦନ ଓ ସ୍ମୃତି ଚାରଣ। ମାତ୍ର ବଞ୍ଚିଥିବା ଅବସ୍ଥାରେ ହିନିମାନ କରି ମଲା ପରେ ପ୍ରତିମୂର୍ତି ଗଢ଼ି ତୋଳିବାର କି ଯଥାର୍ଥତା ରହିଛି। କ’ଣ ତାଙ୍କ ଜୀବନଯାକର ଦାନ କେବଳ…
ଅଧିକ ଖବର ଦେଖନ୍ତୁ...

ଜଗା-ବଳିଆଙ୍କ ଆରୋଗ୍ୟ ପାଇଁ ଦୀପ ଜାଳିଲେ

ଭୁବନେଶ୍ୱର: ଯୋଡ଼ାମୁଣ୍ଡ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର ପରେ ଦୁଇ ଭାଇଙ୍କ ଆରୋଗ୍ୟ କାମନା କରି ଆଜି ନୂଆପଲ୍ଲୀ ମହାବୀର ପୂଜା କମିଟି, କସ୍ତୁରୀ ମହିଳା ସଂଗଠନ, ବାଲିତୋଟାସାହି ଓନର୍ସ ଆସୋସିଏସନ୍‌, ନୂଆପଲ୍ଲୀ ମହାବୀର ସୋସିଆଲ ଅର୍ଗାନାଇଜେସନ୍‌ ଓ ଅଲ୍‌ ଓଡ଼ିଶା ଷ୍ଟୁଡେଣ୍ଟସ୍‌ ଆସୋସିଏସନ୍‌ର…
ଅଧିକ ଖବର ଦେଖନ୍ତୁ...

ବାଣୀବିହାର ଅଧ୍ୟାପକଙ୍କ ନିର୍ଯାତନା ଘଟଣା: କୁଳପତିଙ୍କୁ ରିପୋର୍ଟ ମାଗିଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ତ୍ୱ ବିଜ୍ଞାନ ବିଭାଗ ଅଧ୍ୟାପକ ମହେଶ୍ୱର ଶତପଥୀଙ୍କ ବିରୋଧରେ ଆସିଥିବା ନିର୍ଯାତନା ଅଭିଯୋଗକୁ ନେଇ ତନାଘନା ଆରମ୍ଭ କରିଛି ଉଚ୍ଚଶିକ୍ଷା ବିଭାଗ। ଛାତ୍ରଛାତ୍ରୀ, ସହକର୍ମୀଙ୍କୁ ମାନସିକ ନିର୍ଯାତନା ଦେବା ସହ ପରୀକ୍ଷା ଖାତା ଦେଖି…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ

ବାଲିପାଟଣା: ବାଲିପାଟଣା ଥାନା ଅନ୍ତର୍ଗତ ଆମେଣାକୁଦ ଗାଁରେ ଗତକାଲି ରାତିରେ ଏକ ଖାଲି ଗୋରୁ ଟ୍ରକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗାଁ ଭିତରେ ଟ୍ରକ୍‌ଟି ଯୁବକଙ୍କୁ ପଛପଟୁ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଥିଲେ। ରାତାରାତି ତାଙ୍କୁ ପ୍ରଥମେ ଅଡ଼ଶପୁର ମେଡିକାଲରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଦୁନିଆକୁ ଏକାତ୍ମ ଭାବରେ ଯୋଡ଼ିଥାଏ ସାହିତ୍ୟ

ଭୁବନେଶ୍ୱର : ମନକୁ ମନ ସହିତ ଯୋଡ଼ିଥାଏ ସାହିତ୍ୟ। ସୀମା ସରହଦ ଡେଇଁ ସାହିତ୍ୟ ଏକାତ୍ମ ଭାବନାର ଏକ ଅପୂର୍ବ ଫଲ୍‌ଗୁ ପ୍ରବାହିତ କରିଥାଏ। ଉତ୍ତର ଭାରତ ରାଜ୍ୟଗୁଡ଼ିକ ସହିତ ଓଡ଼ିଶାର ସମ୍ପର୍କ ବହୁ ପୁରୁଣା। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପ୍ରତିଷ୍ଠା କରିଥିବା କଳିଙ୍ଗ ଏୟାର ଲାଇନ୍‌ସ…
ଅଧିକ ଖବର ଦେଖନ୍ତୁ...