ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ବିକାଶ କ୍ଷେତ୍ରରେ ମହାକାଶ ବିଜ୍ଞାନର ଭୂମିକା ଗୁରୁତ୍ୱପୂର୍ଣ୍ଣ: ରାଜ୍ୟପାଳ

ଚନ୍ଦ୍ରଶେଖରପୁର : ଅକ୍ଟୋବର ୪ରୁ ୧୦ ତାରିଖ ପର୍ଯ୍ୟନ୍ତ ଦେଶର ୫ଟି ରାଜ୍ୟର ୨୨ଟି ସ୍ଥାନରେ ଉଦ୍‌ଘାଟିତ ହୋଇଛି ବିଶ୍ୱ ଅନ୍ତରୀକ୍ଷ ସପ୍ତାହ। ଓଡ଼ିଶାରେ ପ୍ରଥମ ଥର ଲାଗି କିଟ୍‌ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଅନ୍ତରୀକ୍ଷ ସପ୍ତାହ ପାଳିତ ହେଉଛି। ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି…
ଅଧିକ ଖବର ଦେଖନ୍ତୁ...

୯ରେ ଖୋଲିବ ବାଣୀବିହାର

ଭୁବନେଶ୍ୱର : ନିର୍ବାଚନ ସମୟରେ ଛାତ୍ର ଅଶାନ୍ତି ଯୋଗୁଁ ବନ୍ଦ ହୋଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟରେ ସାଇନ୍‌ ଡାଏ ଜାରି ରହିଛି। ତେଣୁ ପୂଜା ଛୁଟି ପରେ ଆଜିଠାରୁ ରାଜ୍ୟର ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ ଖୋଲିଥିଲେ ମଧ୍ୟ ବାଣୀବିହାର ବନ୍ଦ ରହିଛି। କ୍ୟାମ୍ପସର ବର୍ତର୍ମାନର ସ୍ଥିତିକୁ ଦେଖି…
ଅଧିକ ଖବର ଦେଖନ୍ତୁ...

ମନ ମୋହୁଛି ମହୀଶୂର ସ୍ୱତନ୍ତ୍ର କାଠ ତିଆରି ଚିତ୍ରକଳା

ଭୁବନେଶ୍ୱର : ରାଧାକୃଷ୍ଣଙ୍କ ପ୍ରେମ କାହାଣୀ ହେଉ କି ଗାଉଁଲି ଜୀବନର ନିଚ୍ଛକ ଛବି; ପୁଣି ବିଭିନ୍ନ ପ୍ରକାର ପଶୁ ପକ୍ଷୀ ଓ ଆହୁରି ବହୁତ କିଛି ଶୋଭା ପାଉଛନ୍ତି ଚିତ୍ରକଳାରେ। କିନ୍ତୁ କୌଣସି ପ୍ରକାର ରଙ୍ଗ କିମ୍ବା ରସାୟନର ବ୍ୟବହାର କରାଯାଇନାହିଁ। ଏପରିକି ତୂଳୀ କିମ୍ବା ପେନ୍‌ସିଲ୍‌କୁ…
ଅଧିକ ଖବର ଦେଖନ୍ତୁ...

ପ୍ରଶଂସକଙ୍କ ଗହଣରେ ଜନ୍ମଦିନ ପାଳିଲେ ସବ୍ୟସାଚୀ : ମିଠା ବଦଳରେ ଗଛଟିଏ

ଭୁବନେଶ୍ୱର : ଅଣତିରିଶିଟି ଶରତକୁ ପାର୍‌ କରିଥିବା ଓଲିଉଡ୍‌ର ଚକ୍‌ଲେଟ୍‌ ହିରୋ ସବ୍ୟସାଚୀ ଆଜି ନିଜ ପ୍ରଶଂସକଙ୍କ ଗହଣରେ ନିଆରା ଢଙ୍ଗରେ ଜନ୍ମଦିନ ପାଳିଛନ୍ତି। ‘ସବ୍ୟସାଚୀ ଫ୍ୟାନ୍‌ କ୍ଲବ୍‌’ ପକ୍ଷରୁ ଏନେଇ ବୁଦ୍ଧ ମନ୍ଦିର ପରିସରରେ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଥିଲା। ସବ୍ୟଙ୍କ ଅନେକ ଯୁବ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ନୃତ୍ୟଶିଳ୍ପୀଙ୍କ ଜାପାନରେ ନୃତ୍ୟ ପ୍ରଦର୍ଶନ

ଭୁବନେଶ୍ୱର : ତ୍ରିଧାରା ଓଡ଼ିଶୀ ଡ୍ୟାନ୍ସ ଗ୍ରୁପ୍‌ର ଗୁରୁ ଗଜେନ୍ଦ୍ର କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ୪ଜଣ ନୃତ୍ୟଶିଳ୍ପୀ ଦୀପିକା ପ୍ରିୟଦର୍ଶିନୀ, ପ୍ରଭୁତୋଷ ପଣ୍ଡା, ସ୍ୱାତୀ ସାଗରିକା ପଣ୍ଡା ଓ ଆରୟା ନନ୍ଦ ଜାପାନ ଗସ୍ତ କରି ଫେରିଛନ୍ତି। ଏମାନଙ୍କ ସହିତ ଜାପାନ ନୃତ୍ୟଶିଳ୍ପୀ ଚିସାତୋ…
ଅଧିକ ଖବର ଦେଖନ୍ତୁ...

୪ ଯୁବକଙ୍କ ଅଭିନବ ପ୍ରୟାସ : ପରଖିବେ ଜଳପ୍ରପାତ ସ୍ଥିତି

ଭୁବନେଶ୍ୱର : ରାଜ୍ୟରେ ଥିବା ଜଳପ୍ରପାତଗୁଡ଼ିକର ସ୍ଥିତି ଜାଣିବାକୁ ବାହାରିଛନ୍ତି ୪ ଜଣ ଯୁବକ। ପେସାରେ ଫଟୋଗ୍ରାଫର ଏବଂ ବନ୍ୟଜନ୍ତୁ ପ୍ରେମୀ ହୋଇଥିବା ବେଳେ ଓଡ଼ିଶାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁୁ ବିଶ୍ୱବାସୀଙ୍କ ନିକଟରେ ପହଞ୍ଚାଇବା ଲାଗି ଅଭିନବ ପ୍ରୟାସ କରିଛନ୍ତି ଦୁର୍ଗେଶ ସିଂ,…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ରାଜ୍ୟସ୍ତରୀୟ ଗୀତିନାଟ୍ୟ ଉତ୍ସବ

ଭୁବନେଶ୍ୱର : ମହାଦେବଙ୍କୁ ଅପମାନିତ କରିବା ପାଇଁ ଦକ୍ଷ ପ୍ରଜାପତି ଶିବହୀନ ଯଜ୍ଞର ଆୟୋଜନ କରିଥିଲେ। ଏହି ସମ୍ବାଦ ପାଇ ମା’ ସତୀ ଶିବଙ୍କ ବାରଣ ସତ୍ତ୍ୱେ ପିତ୍ରାଳୟ ଗମନ କଲେ। କିନ୍ତୁ ସେଠାରେ ନିଜର ତଥା ସ୍ୱାମୀଙ୍କ ଅପମାନ ସହ୍ୟ ନ କରିପାରି ଯଜ୍ଞ କୁଣ୍ଡରେ ଆତ୍ମ ବିସର୍ଜନ ଦେଇଥିଲେ। ଏହା…
ଅଧିକ ଖବର ଦେଖନ୍ତୁ...

ଏକାମ୍ର କ୍ଷେତ୍ରରେ ହବିଷିଆଳିଙ୍କ ବ୍ରତ ଆରମ୍ଭ

ପୁରୁଣା ଭୁବନେଶ୍ୱର : ଆରମ୍ଭ ହୋଇଛି କାର୍ତ୍ତିିକ ମାସ। ଏଥିପାଇଁ ଏକାମ୍ର କ୍ଷେତ୍ରରେ ହବିଷିଆଳିଙ୍କ ବ୍ରତ ମଧ୍ୟ ଆରମ୍ଭ ହୋଇଛି। ହବିଷାଳିମାନେ ଦିନ ତମାମ ଠାକୁରଙ୍କ ପୂଜାପାଠରେ ବିତାଇଛନ୍ତି । ଶୁକ୍ରବାର ହବିିଷିଆଳିମାନେ ଭୋର ୪ଟାରୁ ଉଠିବା ପରେ ସ୍ନାନ କରି ପ୍ରଥମେ ତୁଳସୀ ଗଛ ଓ…
ଅଧିକ ଖବର ଦେଖନ୍ତୁ...

ହରିପ୍ରସାଦ ପଟ୍ଟନାୟକଙ୍କୁ କୁମାରଶ୍ରୀ ସମ୍ମାନ

ଭୁବନେଶ୍ୱର : କୁମାର ପୂର୍ଣ୍ଣମୀ ଅବସରରେ ୟୁଥ୍‌ ଏବଂ କଳିଙ୍ଗ ସଂସ୍କୃତି ଐତିହ୍ୟ ସୁରକ୍ଷା ମଞ୍ଚ(କାପୋକ) ପକ୍ଷରୁ ସପ୍ତଦଶ କୁମାର ଉତ୍ସବ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି…
ଅଧିକ ଖବର ଦେଖନ୍ତୁ...

ଷ୍ଟାଫ ନର୍ସ ନିଯୁକ୍ତି ଦାବି : ନର୍ସେସ୍‌ ଆକ୍ସନ୍‌ କମିଟିର ବିକ୍ଷୋଭ

ଭୁବନେଶ୍ୱର : ଯୁକ୍ତ୨ କଳା ଏବଂ ବାଣିଜ୍ୟ ପଢ଼ିବା ପରେ ନର୍ସିଂ ଟ୍ରେନିଂ ନେଇଥିବା ଛାତ୍ରଛାତ୍ରୀଙ୍କୁ ସରକାରୀ ଷ୍ଟାଫ୍‌ ନର୍ସ ପଦବିରେ ନିଯୁକ୍ତି ଦେବା ଦାବିରେ ନର୍ସେସ୍‌ ଆକ୍ସନ କମିଟି ପକ୍ଷରୁ ଲୋୟର ପିଏମ୍‌ଜିରେ ଶୁକ୍ରବାର ବିକ୍ଷୋଭ ପ୍ର୍ରଦର୍ଶନ କରାଯାଇଛି। କମିଟି ଦାବି ଅନୁଯାୟୀ ୨୦୧୨…
ଅଧିକ ଖବର ଦେଖନ୍ତୁ...