ଅନୁସନ୍ଧାନ କରୁଥିବା ବର୍ଗ

ଅଭିମତ

ତୀରନ୍ଦାଜଙ୍କୁ ଉପଦେଶ

ଜଣେ ତୀରନ୍ଦାଜ ଥିଲେ। କୁହାଯାଉଥିଲା, ଯେଉଁ ଦିନ ୟାଙ୍କର ଲକ୍ଷ୍ୟ ଠିକ୍‌ ଜାଗାରେ ଲାଗିବ ନାହିଁ ସେ ଦିନ ଜାଣ ପଶ୍ଚିମରେ ସୂର୍ଯ୍ୟ ଉଦୟ ହେବେ। କିନ୍ତୁ ଦିନେ ସେମିତି ହେଲା। ସେ ଅଭ୍ୟାସ କରୁଥିବା ବେଳେ ତୀରଟି ଠିକଣା ଜାଗାରେ ବାଜିଲା ନାହିଁ। ଅନେକ ବର୍ଷ ପରେ ଏମିତି କିଛି ଘଟିଲା, ଯହିଁରେ…
ଅଧିକ ଖବର ଦେଖନ୍ତୁ...

ଗାନ୍ଧୀଙ୍କ ପ୍ରତ୍ୟକ୍ଷ ସ˚ପର୍କରେ ଆସିଥିବା ଶେଷ ଲୋକ

୧୯୪୬ ମସିହାର କଥା। ଭାରତ ସ୍ବାଧୀନ ହୋଇ ନଥାଏ। ମାତ୍ର ସ୍ବାଧୀନ ହେବା ଅବଶ୍ୟମ୍ଭାବୀ ଜଣା ପଡୁଥାଏ। ଭାରତ ପାଇଁ ଏକ ନୂଆ ରକମର ଶିକ୍ଷା ପଦ୍ଧତି ଭାବରେ ମୌଳିକ ଶିକ୍ଷା ଆରମ୍ଭ କରା ଯାଇଥାଏ। ଏହି ପଦ୍ଧତିରେ ଟ୍ରେନି˚ ଦେବା ପାଇଁ ସେବାଗ୍ରାମ ଥାଏ ମୁଖ୍ୟ ଜାଗା ଓ ଆଶାଦେବୀ ଆର୍ଯ୍ୟନାୟକମ ଏହି…
ଅଧିକ ଖବର ଦେଖନ୍ତୁ...

ପାକଳ ହୋଇ ଆସ

ଜେନ୍‌ ଗୁରୁ ନେନେଙ୍କ ପାଖରେ ପହଞ୍ଚିଲା ଜଣେ ଯୁବକ। ସେ କହିଲା- ମୁଁ ଆପଣଙ୍କ ଶିଷ୍ୟ ହେବାକୁ ଚାହେଁ। ଆପଣ ଯାହା କହିବେ, ତାହା ମାନିବି। ମୋତେ ଶିଷ୍ୟ ଭାବେ ଗ୍ରହଣ କରନ୍ତୁ। ଏହା ଶୁଣି ନେନେ କହିଲେ- ତୁମେ ତ ଏ ଯାଏଁ ପାକଳ ହୋଇନାହଁ, ଶିଷ୍ୟ ହେବ କ’ଣ? ଯାଅ, ପାକଳ ହେବା ପରେ ଆସିବ।…
ଅଧିକ ଖବର ଦେଖନ୍ତୁ...

ସାନ ଭାଇର ଓଜନ!

ସାତ କି ଆଠ ବର୍ଷର ଝିଅଟିଏ। ଦିନେ ସେ ତା ଠାରୁ ଦି ତିନି ବର୍ଷ ସାନ ଛୁଆଟିକୁ କାଖରେ ଧରି କୁଆଡକୁ ଯାଉଥାଏ। ଝିଅଟି ଦିଶୁଥାଏ ଖୁବ୍‌ ଦୁର୍ବଳ। ଏଣେ ସେ କାଖରେ ଜାକି ଧରିଥିବା ପିଲାଟି ଥାଏ ବେଶ୍‌ ହୃଷ୍ଟପୁଷ୍ଟ। ନଡ଼ନଡ଼ିଆ ଝିଅଟି ତଥାପି ଖୁବ୍‌ ଜୋରରେ ପାହୁଣ୍ତ ପକାଇ ଚାଲୁଥାଏ। ସେଇ ବାଟରେ…
ଅଧିକ ଖବର ଦେଖନ୍ତୁ...

ଏହା ହିଁ ସତ

ପ୍ରସିଦ୍ଧ ଜେନ୍‌ ଗୁରୁ ନେନେଙ୍କ ସହିତ କୌଣସି ବିଷୟରେ ଆଲୋଚନା କଲା ବେଳେ ହା ହୁଇ ଥରେ କହି ପକାଇଲେ- ଏହା ହିଁ ସତ! କେଉଁ ପ୍ରସଙ୍ଗରେ ସେ ଏହା କହିଲେ ସେ ବିଷୟରେ ଜାଣିବାର ଆବଶ୍ୟକତା ନାହିଁ। କେବଳ ଏତିକି ଜାଣିଲେ ଯଥେଷ୍ଟ ଯେ ହା ହୁଇ କହିଲେ, ‘ଏହା ହିଁ ସତ!’ ଆଲୋଚନାକୁ ସେଇଠାରେ…
ଅଧିକ ଖବର ଦେଖନ୍ତୁ...

ସମସ୍ତଙ୍କର ଆଦର୍ଶ ପୁରୁଷ

ସନାତନ କାଳରୁ ପ୍ରଚଳିତ ଭାରତର ଇତିହାସ ଗାଥାର ଏକ ପର୍ବ ଭାରତର ଆଧୁନିକ ଇତିହାସ ତଥା ସ୍ବାଧୀନ ଭାରତର ଉତ୍‌ଥାନର କାହାଣୀରେ ଯେଉଁ ବିଭୂତିମାନଙ୍କ ନାମ ସଦାସର୍ବଦା ପାଇଁ ଅଙ୍କିତ ହୋଇ ରହିଛି, ସେଥିରେ ପୂଜ୍ୟ ମହାତ୍ମା ଗାନ୍ଧୀଙ୍କ ନାମ ପ୍ରମୁଖ ଅଟେ। ଭାରତ ହେଉଛି ଏକ ଆଧୢାତ୍ମିକ ଦେଶ ଏବ˚…
ଅଧିକ ଖବର ଦେଖନ୍ତୁ...

କଥାଟିଏ ; ଗାନ୍ଧୀଙ୍କ ନୀତି

ଏ କଥାଟି ହୁଏ’ତ ଅନେକଙ୍କୁ ଜଣା ଥିବ। ତେବେ ଏହି ଛୋଟ ଘଟଣାରୁ ମହାତ୍ମା ଗାନ୍ଧୀଙ୍କ ମହାନ ଜୀବନ ଦର୍ଶନ ବାବଦରେ ଝଲକ ମିଳିଥାଏ। ଦିନେ ଜଣେ ମହିଳା ତାଙ୍କର ଛୋଟ ପୁଅକୁ ଧରି ଗାନ୍ଧୀଙ୍କ ପାଖରେ ପହଞ୍ଚିଲେ। ସେ ଗାନ୍ଧୀଜିଙ୍କୁ କହିଲେ- ମୋର ପିଲାଟି ପ୍ରବଳ ମିଠା ଖାଉଛି। ମୁଁ ଯେତେ ମନା କଲେ…
ଅଧିକ ଖବର ଦେଖନ୍ତୁ...

ପରିଣତ ବୟସର ଅନୁଚିନ୍ତା

୨୦୧୭ରେ ପ୍ରକାଶିତ ଏକ ସର୍ବେକ୍ଷଣ ରିପୋର୍ଟରୁ ଜଣାଯାଏ ଯେ ବିଶ୍ବ ଜନସ˚ଖ୍ୟାର ୮.୫%ଙ୍କ ବୟସ ହେଉଛି ୬୫ ବର୍ଷରୁ ଅଧିକ। ‘ଏଜିଙ୍ଗ ଵର୍ଲଡ୍‌’ର ପରିସ˚ଖ୍ୟାନ ଦର୍ଶାଏ ଯେ ୨୦୫୦ ବେଳକୁ ଏହା ବିଶ୍ବ ଜନସ˚ଖ୍ୟାର ୧୭%ରେ ପହଞ୍ଚିବ। ଆଉ ଏକ ସର୍ବେକ୍ଷଣ କହେ ଯେ ୨୦୫୦ ବେଳକୁ ଭାରତର ସମୁଦାୟ…
ଅଧିକ ଖବର ଦେଖନ୍ତୁ...

ବିଲକିସ ବାନୋଙ୍କୁ ନ୍ୟାୟ

୨୦୦୨ର ଗୁଜରାଟ ଦଙ୍ଗା ସମୟରେ ବଦୋଦରା(ବରୋଦା) ସହରରେ ବିଲକିସ ବାନୋ ଓ ତାଙ୍କ ପରିବାର ସହିତ ଯେଉଁ ଅତ୍ୟନ୍ତ ଅମାନୁଷିକ ନୃଶ˚ସତା ପ୍ରଦର୍ଶନ କରାଯାଇଥିଲା, ତାହା ଥିଲା ଅବର୍ଣ୍ଣନୀୟ। ଦଙ୍ଗାର ଧାସରୁ ରକ୍ଷା ପାଇବା ଲାଗି ଏକ ଟ୍ରକରେ ପଳାୟନ କରୁଥିବା ବିଲକିସଙ୍କ ପରିବାରକୁ ଦଙ୍ଗାକାରୀମାନେ…
ଅଧିକ ଖବର ଦେଖନ୍ତୁ...

ଭଗବାନଙ୍କ ବିଚାର

ମୁଲ୍ଲା ନସିରୁଦ୍ଦିନ କିଛି ଖଜୁରି କୋଳି ଧରି ରାସ୍ତାରେ ଯାଉଥିଲେ। ଦଳେ ପିଲା ତାଙ୍କ ପଛରେ ପଡ଼ିଗଲେ ଏବଂ ଖଜୁରି କୋଳି ମାଗିଲେ। ନସିରୁଦ୍ଦିନ ସେମାନଙ୍କୁ କହିଲେ- ଦେବାରେ ମନା ନାହିଁ। କିନ୍ତୁ କେମିତି ବାଣ୍ଟିବି ‌ତାହା ହେଉଛି ପ୍ରଶ୍ନ। ପିଲାମାନଙ୍କ ଭିତରୁ ବୁଦ୍ଧିଆ ପିଲା…
ଅଧିକ ଖବର ଦେଖନ୍ତୁ...