ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ପୁଲିସ୍‌କୁ ବିଜେଡି ଅସ୍ତ୍ର କରୁଛି: କେଭି

ଭୁବନେଶ୍ୱର : ରାଜ୍ୟରେ ଶାସକ ବିଜେଡି ପୁଲିସ୍‌କୁ ଅସ୍ତ୍ର ଭାବେ ବ୍ୟବହାର କରୁଛି। ବିଶେଷ କରି ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜେପି ଉପରେ ଆକ୍ରୋଶ ରାଜନୀତି ଚଳାଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ। ଆଜି ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ…
ଅଧିକ ଖବର ଦେଖନ୍ତୁ...

ପିିସିସିରେ ଫାଟ, ବିଧାୟକମାନେ ଏକାଠି

ଭୁବନେଶ୍ୱର : ରାଜ୍ୟ କଂଗ୍ରେସରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପଟେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ନେତାମାନେ ଦଳ ଛାଡିବାରେ ଲାଗିଛନ୍ତି। ଗଣମାଧ୍ୟମରେ ମଧ୍ୟ କଂଗ୍ରେସ ନେତା ଓ ବିଧାୟକଙ୍କ ବୟାନ ବାଜି ଜାରି ରହିଛି। ଏପଟେ କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଓଟିଭିକୁ ବିଜେଡିର ନା

ପକ୍ଷପାତିତା କରୁଛି, ସରକାର ଓ ଦଳକୁ ବଦନାମ କରୁଛି ଓଟିଭିର ଖଣ୍ଡନ, ସଫେଇ ରଖିଲେ ବୈଜୟନ୍ତ ଭୁବନେଶ୍ୱର : ଦୀର୍ଘ ଦିନ ଧରି ଆରୋପ-ପ୍ରତ୍ୟାରୋପ ଲାଗି ରହିଥିଲା। ଶେଷରେ ଓଟିଭିକୁ ବିଜୁ ଜନତା ଦଳ ଆଜି ବୟକଟ୍‌ କରିଛି। ବିଜେଡି ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏ ନେଇ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ବିଜେପି ସଦସ୍ୟଙ୍କ ହୋହଲ୍ଲା: ବିଧାନସଭା ଅପରାହ୍ଣ ୩ଟା ଯାଏ ମୁଲତବି

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଓ ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀକୁ ନେଇ ଆଜି ବିଧାନସଭାରେ ବିଜେପି ବିଧାୟକମାନେ ହୋ ହଲ୍ଲା କରିଛନ୍ତି। ବିଧାନସଭା ଆରମ୍ଭରୁ ବିଜେପି ବିଧାୟକମମାନେ ଏହି ପ୍ରସଙ୍ଗରେ ହୋ ହଲ୍ଲା କରି ଅଭିଯୋଗ କରିଥିଲେ ଯେ ପୁଲିସ ଏବେ ବିଜେଡ଼ି ଦଳର…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟ ପଦ ଛାଡ଼ିଲେ ରାଜ ବବର୍‌

ଲକ୍ଷ୍ନୌ: କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ସର୍ବସାଧାରଣରେ ସେମାନଙ୍କୁ ଆଡ଼େଇ ଯିବାକୁ କହିବା ପରେ ବର୍ଷୀୟାନ୍‌ ନେତାମାନେ ଆପଣାଛାଏଁ ସେମାନଙ୍କର ପଦ ତ୍ୟାଗ କରୁଛନ୍ତି। ଗୋଆ କଂଗ୍ରେସ ମୁଖ୍ୟ ପଦରୁ ଶାନ୍ତାରାମ ନାଇକ୍‌ ଓହରି ଯିବାର ଦିନକ ପରେ ରାହୁଳଙ୍କ ଉପଦେଶ ମାନିଛନ୍ତି କହି ରାଜ ବବର୍‌…
ଅଧିକ ଖବର ଦେଖନ୍ତୁ...

କାମ ନାହିଁ ତ ଭୋଜି ନାହିଁ, ରାଜ୍ୟସଭା ଚାଲିପାରୁନଥିବାରୁ ସଦସ୍ୟମାନଙ୍କ ପାଇଁ ଆୟୋଜିତ ଡିନରକୁ ବାତିଲ କଲେ ଭେଙ୍କିଆ

ନୂଆଦିଲ୍ଲୀ: କାମ ନାହିଁ ତ ଭୋଜି ନାହିଁ । ସଂସଦର ଉଚ୍ଚସଦନ ରାଜ୍ୟସଭାରେ କ୍ରମାଗତ ଅଚଳାବସ୍ଥା ଯୋଗୁଁ ଭୀଷଣ ବିରକ୍ତ ହୋଇଛନ୍ତି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ.ଭେଙ୍କିଆ ନାଇଡୁ । ଏଥିପାଇଁ ବୁଧବାରଦିନ ସେ ରାଜ୍ୟସଭା ସଦସ୍ୟମାନଙ୍କ ପାଇଁ ଆୟୋଜନ କରିଥିବା ନୈଶ୍ୟଭୋଜିକୁ ବାତିଲ…
ଅଧିକ ଖବର ଦେଖନ୍ତୁ...

ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଧାରଣ କଲେ ରଣନୀତି

ଟାର୍ଗେଟ୍‌ରେ କେନ୍ଦ୍ର, ଅସ୍ତ୍ର ସ୍ୱତନ୍ତ୍ର ରାଜ୍ୟପାହ୍ୟା ଏମ୍‌ଏସ୍‌ପି, ମହାନଦୀ ଓ ପୋଲାଭରମ୍‌ ବି ଉଠିବ ସବୁ ବିଧାୟକଙ୍କୁ ଉପସ୍ଥିତ ରହିବାକୁ ନିର୍ଦେଶ ଭୁବନେଶ୍ୱର : ବିଧାନସଭା ବଜେଟ୍‌ ଅଧିବେଶନ ଲାଗି ଆଜି ଶାସକ ବିଜେଡି ରଣକୌଶଳ ପ୍ରସ୍ତୁତ କରିଛି। ବିଜେଡି ସୁପ୍ରିମୋ ତଥା…
ଅଧିକ ଖବର ଦେଖନ୍ତୁ...

ବିଜେପି ଉଠାଇବ ଚାଷ ଓ ପିଇବା ପାଣି ପ୍ରସଙ୍ଗ

ଭୁବନେଶ୍ୱର : ବିଧାନସଭା ଅଧିବେଶନ ପାଇଁ ବିଜେପି ଆଜି ତା’ର ରଣନୀତି ପ୍ରସ୍ତୁତ କରିଛି। ବିଜେଡି କେନ୍ଦ୍ରକୁ ଟାର୍ଗେଟ୍‌ କରି ରଣନୀତି ପ୍ରସ୍ତୁତ କରିଥିଲା ବେଳେ ବିଜେପି ବି ପାଲ୍‌ଟା ଆକ୍ରମଣ କରିବାକୁ ଅଣ୍ଟା ଭିଡ଼ିଛି। ଚାଷ ଓ ଚାଷୀଙ୍କ ସମସ୍ୟାକୁ ଦଳ ମୁଖ୍ୟ ପ୍ରସଙ୍ଗ କରିବ। ଏହି ପ୍ରସଙ୍ଗରେ…
ଅଧିକ ଖବର ଦେଖନ୍ତୁ...

୪ରେ ଆସିବେ ଅମିତ ଶାହ

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଗସ୍ତ ସୂଚୀ ଆଜି ଚୂଡ଼ାନ୍ତ ହୋଇଛି। ଆସନ୍ତା ୪ ତାରିଖରେ ସେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ୪ ତାରିଖରେ ସେ ସିଧାସଳଖ ନୂଆଦିଲ୍ଲୀରୁ ରାୟପୁର ଦେଇ ସକାଳେ ଭବାନୀପାଟଣାରେ ପହଞ୍ଚିବେ। ଭବାନୀପାଟଣାରେ ହେବାକୁ ଥିବା ସାଧାରଣ ସଭାରେ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ବିଭାଜନମୁହାଁ

ପିସିସି ବିରୋଧରେ ଅସନ୍ତୋଷ ତେଜିଲା ମାନସ ଦଳ ଛାଡିଲେ, ତୃତୀୟ ମହଲାରେ ଗଣେଶ୍ୱର ବିଜେଡି ସହ ସଂପର୍କରେ ଅନେକ ବରିଷ୍ଠ ନେତା ଭୁବନେଶ୍ୱର : ରାଜ୍ୟ କଂଗ୍ରେସକୁ ବିପଦ ଘନେଇ ଆସୁଛି। ଯେ କୌଣସି ମୁହୂର୍ତରେ ଦଳ ଫାଳ ଫାଳ ହୋଇଯାଇପାରେ। ଗୋଟିଏ ପଟେ ପିସିସି ନେତୃତ୍ୱକୁ ଖୋଲାଖୋଲି ବିରୋଧ କରି…
ଅଧିକ ଖବର ଦେଖନ୍ତୁ...