ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ମଶାଙ୍କ ପାଇଁ ମହାଅଧିବେଶନ ଅଧାରୁ ଛାଡ଼ିଥିଲେ ସୋନିଆ

ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡ଼ୋର ଷ୍ଟାଡ଼ିୟମଠାରେ କଂଗ୍ରେସର ୮୪ତମ ମହାଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପାର୍ଟିର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଶା ହଇରାଣ କରିବାରୁ ସେ ଅଧିବେଶନ ଅଧାରୁ ହିଁ ପଳାଇଯାଇଥିଲେ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ଏହି…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ‘ଗରିବୀ ହଟାଓ’ କଥା ମନେପଡିଲା

ନୂଆଦିଲ୍ଲୀ: ପୁଣି ଦାବିଦ୍ର୍ୟ ହଟାଅ ସ୍ଲୋଗାନ ଦେବ କଂଗ୍ରେସ ଦଳ । ଧନୀଙ୍କ ଉପରେ ଟିକସ ବସାଇ ସେହି ଅର୍ଥରେ ଦେଶରୁ ଦାରିଦ୍ର୍ୟ ଦୂରୀକରଣ କାମରେ ଲଗାଯିବ । ଇନ୍ଦିରା ଗାନ୍ଧିଙ୍କ ଅମଳରେ ଦଳ ଏହି ସ୍ଲୋଗାନ ଦେଇଥିଲା । ଏବେ ପୁଣି ସେଠାକୁ ଫେରିବ ଏହି ଦଳ । ଦେଶର ଏହି ସର୍ବପୁରାତନ ରାଜନୈତିକ…
ଅଧିକ ଖବର ଦେଖନ୍ତୁ...

ହିନ୍ଦୁ ଧର୍ମରୁ ଅଲଗା ହେବ କର୍ଣ୍ଣାଟକର ଲିଙ୍ଗାୟତ ସଂପ୍ରଦାୟ, ରାଜ୍ୟର କଂଗ୍ରେସ ସରକାରଙ୍କ ନିଷ୍ପତ୍ତି

ବାଙ୍ଗାଲୁରୁ: ଆଗକୁ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଥିବାରୁ କଂଗ୍ରେସ ସରକାର ରାଜ୍ୟର ପ୍ରଭାବଶାଳୀ ଲିଙ୍ଗାୟତ ସଂପ୍ରଦାୟଙ୍କୁ ଆକୃଷ୍ଟ କରିବାକୁ ଏକ ସଂବେଦନଶୀଳ ନିଷ୍ପତ୍ତି ନେଇଛି । ଲିଙ୍ଗାୟତ ସଂପ୍ରଦାୟକୁ ଏକ ହିନ୍ଦୁ ଧର୍ମରୁ ଅଲଗା ଏକ ସ୍ୱତନ୍ତ୍ର ଧର୍ମ ମାନ୍ୟତା ଲାଗି କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

‘ଆପଣ ସର୍ଦ୍ଦାର ବି ଆଉ ଅସରଦାର୍‌ ବି’ : ମନମୋହନଙ୍କୁ ପ୍ରଶଂସାରେ ପୋତିଲେ ସିଦ୍ଧୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିବା କଂଗ୍ରେସର ତିନି ଦିନିଆ ମହାଅଧିବେଶନର ଯୋଗ ଦେବା ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଭୂରିଭୂରି ପ୍ରଶଂସା କରିଛନ୍ତି ପଞ୍ଜାବର କଂଗ୍ରେସ ମନ୍ତ୍ରୀ ତଥା କ୍ରିକେଟ ତାରକା ନଭଜୋତ୍‌ ସିଂହ…
ଅଧିକ ଖବର ଦେଖନ୍ତୁ...

ସହମତି ହେଲେ ବାଲଟ ପେପରରେ ନିର୍ବାଚନ ହେବ: ବିଜେପି

ନୂଆଦିଲ୍ଲୀ: ଇଲେକ୍‌ଟ୍ରୋନିକ ଭୋଟିଂ ମେସିନ ବଦଳରେ ବାଲଟ ପେପରରେ ନିର୍ବାଚନ କରାଇବା ପାଇଁ କେତେକ ବିରୋଧୀ ଦଳ ଦାବି କରି ଆସୁଥିବା ବେଳେ ଆଜି ବିଜେପି ଏ ବାବଦରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ସବୁ ଦଳ ରାଜି ହେଲେ ବାଲଟ ପେପରରେ ନିର୍ବାଚନ ସମ୍ଭବ ହୋଇପାରିବ ବୋଲି ବିଜେପି ସାଧାରଣ ସଂପାଦକ…
ଅଧିକ ଖବର ଦେଖନ୍ତୁ...

ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ଏନ୍‌ଡିଏ ସରକାର ମନା କରିବା ପରେ ଆନ୍ଧ୍ରପ୍ରଦେଶର ଆଞ୍ଚଳିକ ଦଳ ଓ୍ଵାଇଏସ୍‌ଆର୍‌ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ରଖିଛି। ଏଥିପାଇଁ କେନ୍ଦ୍ର ବିରୋଧରେ ଆସନ୍ତାକାଲି(୧୯ ତାରିଖ)…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ୍‌ରେ ଆସିବେ ଅମିତ ଶାହ: ଲକ୍ଷ୍ୟ ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପରେ ବିଜେପି ପଶ୍ଚିମ ଓଡ଼ିଶାକୁ ଟାର୍ଗେଟ୍‌ କରିଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପଶ୍ଚିମ ଓଡ଼ିଶାରୁ ହିଁ ଦଳର ସଂଗଠନକୁ ମଜବୁତ୍‌ କରିବାକୁ ବାର୍ତ୍ତା ଦେବେ। ଏଥି ପାଇଁ ଶ୍ରୀ ଶାହ ଆସନ୍ତା ଏପ୍ରିଲ୍‌ ମାସରେ ଓଡ଼ିଶା ଆସିବେ। ବଲାଙ୍ଗୀର ଓ…
ଅଧିକ ଖବର ଦେଖନ୍ତୁ...

ଭଗବାନ ରାମଙ୍କ ଅସ୍ତିତ୍ୱରେ ବିଶ୍ୱାସ କରୁନଥିବା ଦଳ ନିଜକୁ ପାଣ୍ଡବ କହୁଛି : ବିଜେପି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିଜେପି ବିରୋଧୀ ବକ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ରଖିଛି ବିଜେପି । ଭଗବାନ ରାମଙ୍କ ଅସ୍ତିତ୍ୱରେ ବିଶ୍ୱାସ କରୁନଥିବା ଦଳ ଏବେ ନିଜକୁ ପାଣ୍ଡବ ବୋଲି କହୁଛନ୍ତି । ହିନ୍ଦୁ ସଂସ୍କୃତିକୁ ବିଦ୍ରୁପ କରୁଥିବା ଦଳ ନିଜକୁ ପାଣ୍ଡବ କହୁଛି ।  …
ଅଧିକ ଖବର ଦେଖନ୍ତୁ...

ବିଜେପି-ଆରଏସଏସ କୌରବ, ଆମେ ପାଣ୍ଡବ : ରାହୁଲ

ନୂଆଦିଲ୍ଲୀ: ହଜାର ହଜାର ବର୍ଷ ତଳେ କୁରୁକ୍ଷେତ୍ର ଯୁଦ୍ଧ କ୍ଷମତା ପାଇଁ ହୋଇଥିଲା । କୌରବ ପକ୍ଷ କ୍ଷମତା ପାଇଁ ଲଢୁଥିଲେ । ଆଜିକାଲି ବିଜେପି ଓ ଆରଏସଏସ ହେଉଛନ୍ତି କୌରବଙ୍କ ପରି । ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ୍ଷମତା ଅକ୍ତିଆର କରିବା । କିନ୍ତୁ ପାଣ୍ଡବମାନେ ଧର୍ମ ଓ ସତ୍ୟ ପାଇଁ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ମହାଧିବେଶନ: ମୋଦିଙ୍କ ଉପରେ ବର୍ଷିଲେ ମନମୋହନ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଚାଲିଥିବା କଂଗ୍ରେସର ତିନି ଦିନିଆ ମହାଅଧିବେଶନର ଆଜି ତୃତୀୟ ତଥା ଅନ୍ତିମ ଦିନରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂହ।…
ଅଧିକ ଖବର ଦେଖନ୍ତୁ...