ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ଅନ୍ତଃଜିଲ୍ଲା ସିପକଟାକ୍ର: ରାୟଗଡ଼ା ପୁରୁଷ, କିସ୍‌ ମହିଳା ବିଜେତା

ପୁରୀ : ତାଳବଣିଆରେ ଅନ୍ତଃଜିଲ୍ଲା ସିପକଟାକ୍ର ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ପୁରୁଷ ବର୍ଗରେ ରାୟଗଡ଼ା ଓ ମହିଳା ବର୍ଗରେ କିସ୍‌ ବିଜେତା ହୋଇଛନ୍ତି। ପ୍ରତିଯୋଗିତାରେ ମୋଟ ୮ ପୁରୁଷ ଓ ୫ ମହିଳା ଦଳ ଅଂଶଗ୍ରହଣ କରିଥିଲେ। ପୁରୁଷ ବର୍ଗରେ କଟକ, କିସ୍, ସୁନ୍ଦରଗଡ଼, ଗଜପତି, ରାୟଗଡ଼ା,…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି କପ୍‌: ଦେବଗଡ଼, ବରଗଡ଼ର ବଡ଼ ବିଜୟ

ଭୁବନେଶ୍ବର/କଟକ : କଟକ ଓ ଭୁବନେଶ୍ବରର ବିଭିନ୍ନ ପଡ଼ିଆରେ ଚାଲିଥିବା କଳାହାଣ୍ଡି କପ୍‌ ଅନ୍ତଃଜିଲ୍ଲା କ୍ରିକେଟ୍ ପ୍ରତିଯୋଗିତାରେ ଶୁକ୍ରବାର ସମ୍ବଲପୁର, ଅନୁଗୁଳ, କୋରାପୁଟ, ସୋନପୁର କଷ୍ଟସାଧ୍ୟ ବିଜୟ ହାସଲ କରିଥିବା ବେଳେ ବରଗଡ଼ ଓ ଦେବଗଡ଼ ବୃହତ ବିଜୟ ହାସଲ କରିଛନ୍ତି। ସନସାଇନ୍ ପଡ଼ିଆରେ…
ଅଧିକ ଖବର ଦେଖନ୍ତୁ...

ଲେଭଲ-୨ ଦୌଡ଼କୁଦ ପ୍ରଶିକ୍ଷକ ହେଲେ ସରସ୍ବତୀ

ଭୁବନେଶ୍ବର : ମହିଳା ଧାବିକା ତଥା ଦୌଡ଼କୁଦ ପ୍ରଶିକ୍ଷକ ସରସ୍ବତୀ ଚାନ୍ଦ୍‌ ଲେଭଲ୍‌-୨ ପ୍ରଶିକ୍ଷକର ମାନ୍ୟତା ପାଇଛନ୍ତି। ପଞ୍ଜାବର ପତିଆଲାରେ ଗତ ୧୦ ତାରିଖରୁ ଚାଲିଥିବା ବିଶ୍ବ ଦୌଡ଼କୁଦ ପ୍ରଶିକ୍ଷଣ ପାଠ୍ୟକ୍ରମ କାର୍ଯ୍ୟକ୍ରମରେ ସରସ୍ବତୀ ଓଡ଼ିଶାରୁ ଏକମାତ୍ର ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଅଲ୍‌ ଇଂଲଣ୍ଡ ଚାମ୍ପିଅନ୍‌ସିପ୍‌: ସେମିରେ ତ୍ରିସା-ଗାୟତ୍ରୀ

ବର୍ମିଂହାମ୍‌ : ଭାରତୀୟ ତାରକା ଯୋଡ଼ି ତ୍ରିସା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଅଲ୍‌ ଇଂଲଣ୍ଡ ଓପନ୍‌ ବ୍ୟାଡମିଣ୍ଟନ୍‌ ଚାମ୍ପିଅନ୍‌ସିପ୍‌ରେ ବିଜୟ ଧାରା ଜାରି ରଖି ମହିଳା ଯୁଗଳ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ବିଶ୍ବ ମାନ୍ୟତାର ସପ୍ତଦଶ ଭାରତୀୟ ଯୋଡ଼ି ଶୁକ୍ରବାର କ୍ବାର୍ଟର…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ଅଷ୍ଟ୍ରେଲୀୟ ଟେଷ୍ଟ ଅଧିନାୟକ ପେନ୍‌ଙ୍କ ଅବସର

ମେଲ୍‌ବର୍ଣ୍ଣ: ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ଅଧିନାୟକ ଟିମ୍‌ ପେନ୍‌ ଅବସର ଘୋଷଣା କରିଛନ୍ତି। ଶୁକ୍ରବାର କୁଇନ୍ସଲାଣ୍ଡ ବିପକ୍ଷ ତାସ୍‌ମାନିଆର ସେଫିଲ୍‌ଡ ସିଲ୍‌ଡ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଶେଷ ହେବାମାତ୍ରେ ପେନ୍‌ ଅବସର ସୂଚନା ଦେଇଥିଲେ। ଅଷ୍ଟ୍ରେଲିଆର ୨୦୧୮ ଦକ୍ଷିଣ ଆଫ୍ରିକା ଗସ୍ତ ବେଳେ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଦିନିକିଆ : ଲୋକେଶ ରାହୁଲଙ୍କ ଲଢୁଆ ଇନିଂସ, ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ଭାରତ ସିରଜରେ ୧-୦ରେ ଆଗୁଆ ହୋଇଯାଇଛି । ଅଷ୍ଟ୍ରେଲିଆ ପକ୍ଷରୁ ଭାରତ ଆଗରେ ୧୮୯ ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ଭାରତ ତାହାକୁ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆ ୧୮୮ ରନରେ ଅଲଆଉଟ୍

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ଭ୍ରମଣକାରୀ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୮୮ ରନରେ ଅଲଆଉଟ ହୋଇଯାଇଛି । ଫଳରେ ଭାରତ ଆଗରେ ୧୮୯ରନର ବିଜୟ ଲକ୍ଷ୍ୟ ରହିଛି । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ: ଟସ୍‌ ଜିଣି ବୋଲିଙ୍ଗ୍‌ କରୁଛି ଭାରତ

ମୁମ୍ବାଇ: ଆଜି ମୁମ୍ବାଇସ୍ଥିତ ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଆୟୋଜିତ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ଟସ୍‌ ଜିଣିବା ପରେ ଭାରତ ପ୍ରଥମେ ବୋଲିଙ୍ଗ୍‌ କରୁଛି। ସଦ୍ୟତମ ସୂଚନା ଅନୁସାରେ, ଅଷ୍ଟ୍ରେଲିଆ ୨.୧ ଓଭର୍‌ ଖେଳି ୧ ୱିକେଟ୍‌ ବିନିମୟରେ ୭ ରନ୍‌ ସଂଗ୍ରହ…
ଅଧିକ ଖବର ଦେଖନ୍ତୁ...

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା ଆଜିଠୁ

ମୁମ୍ବାଇ: ବର୍ଡ଼ର-ଗାଭାସ୍କର ଟ୍ରଫି ଶୃଙ୍ଖଳା ପରେ ଭାରତ ଓ ଅଷ୍ଟ୍ରେଲିଆ ଦଳ ଶୁକ୍ରବାରଠାରୁ ଦିନିକିଆ ଶୃଙ୍ଖଳାରେ ଅବତୀର୍ଣ୍ଣ ‌ହେବେ। ଏହି ୩ ମ୍ୟାଚ୍‌ ବିଶ୍ବକପ୍‌ ସୁପର୍‌ ଲିଗ୍ ଅନ୍ତର୍ଗତ ହୋଇନଥିଲେ ମଧ୍ୟ ଚଳିତ ବ‌ର୍ଷର ବିଶ୍ବକପ୍‌ ପୂର୍ବରୁ ଦୁଇ ଦଳ ନିଜ ଯୋଜନା, ସମନ୍ବୟ ଓ‌ କୌଶଳକୁ…
ଅଧିକ ଖବର ଦେଖନ୍ତୁ...

କିଏ ପସନ୍ଦର ଦିନିକିଆ ୱିକେଟରକ୍ଷକ? ଈଶାନ-ରାହୁଲଙ୍କୁ ନେଇ ବିତର୍କ

ଦୀପ୍ତିରଂଜନ ସାମଲ ଭୁବନେଶ୍ବର: ଅଷ୍ଟ୍ରେଲିଆ ବିପକ୍ଷରେ ଆହ୍ବାନଭରା ବର୍ଡର-ଗାଭାସ୍କର ଟ୍ରଫି ଜିତିବା ପରେ ଏବେ ଭାରତୀୟ ଦଳର ନଜର ରହିଛି ଦିନିକିଆ ଶୃଙ୍ଖଳା ଉପରେ। ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଦିନିକିଆ ବିଶ୍ବକପ୍‌ ଭାରତରେ ଆୟୋଜନ ହେବାକୁ ଯାଉଛି। ତେଣୁ ବିଶ୍ବକପ୍‌ ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...