ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ସାକିବଙ୍କ ମାଇଲଖୁଣ୍ଟ: ୭୦୦୦ ରନ୍‌ ଓ ୩୦୦ ୱିକେଟ୍‌ରେ ତୃତୀୟ କ୍ରିକେଟର୍‌

ଜୟସୂରିଆ ଓ ଆଫ୍ରିଦିଙ୍କ କ୍ଲବ୍‌ରେ ସାମିଲ ସିଲ୍‌ହେଟ୍‌: ବାଂଲାଦେଶ ଅଲ୍‌ରାଉଣ୍ଡର ସାକିବ ଅଲ୍‌ ହାସନ ଶନିବାର ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ ଅବସରରେ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୩୩୮/୮ କରିଥିଲା ବେଳେ ସାକିବ୍‌ ୯୩…
ଅଧିକ ଖବର ଦେଖନ୍ତୁ...

ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ଦୌଡ଼କୁଦ: ସ୍ବାଧୀନ ମାଝୀଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର: ଚେନ୍ନାଇରେ ଚାଲିଥିବା ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଛାତ୍ର ସ୍ବାଧୀନ କୁମାର ମାଝୀ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଉଚ୍ଚ ଡିଆଁରେ ସେ ୨.୧୩ ମିଟର ଲମ୍ଫ ମାରି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ବର୍ଣ୍ଣିମ ସଫଳତା…
ଅଧିକ ଖବର ଦେଖନ୍ତୁ...

ଦୁଇବର୍ଷର ଶିଶୁ କନ୍ୟାଙ୍କୁ ହରାଇଲେ କ୍ରିକେଟର

ନୂଆଦିଲ୍ଲୀ: କ୍ରିକେଟ ଜଗତରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇଂଲଣ୍ଡ କ୍ରିକେଟର ମେଟ୍ ଡନଙ୍କ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମେଟ ଡନଙ୍କ ମୃତ୍ୟୁ ହୋଇଥିବା କନ୍ୟାଙ୍କ ନାମ ଫଲୋରେନ୍ସ ଓ ବୟସ ୨ବର୍ଷ ରହିଥିଲା। ଫଲୋରେନ୍ସଙ୍କ ବାପା-ମା’ ଇନଷ୍ଟାଗ୍ରାମରେ ଝିଅଙ୍କ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ପାକିସ୍ତାନୀ ସୁରକ୍ଷିତ ନୁହନ୍ତି, ଭାରତୀୟ ଟିମକୁ ଯିବା ଉଚିତ୍ ନୁହେଁ: ହରଭଜନ ସିଂହ

ନୂଆଦିଲ୍ଲୀ: ଚଳିତ ବର୍ଷର ଏସିଆ କପ୍‌ କ୍ରିକେଟ୍‌ ଆୟୋଜକ ନେଇ ଏବେ ବି ଅନିଶ୍ଚିତତା ଜାରି ରହିଛି। ଏହି ପ୍ରତିଯୋଗିତାକୁ ସେପ୍ଟେମ୍ବରରେ ଆୟୋଜନ କରିବା ପାଇଁ ପାକିସ୍ତାନକୁ ଅଧିକାର ମିଳିଛି। ହେଲେ ଏସିଆ କପ୍‌ ପାକିସ୍ତାନରେ ହେଲେ ଭାରତ ଅଂଶଗ୍ରହଣ କରିବ ନାହିଁ ବୋଲି ବିସିସିଆଇ ବାରମ୍ବାର…
ଅଧିକ ଖବର ଦେଖନ୍ତୁ...

ରେ‌ଲୱେ ଷ୍ଟାଡିୟମ୍‌: ଅପାର ସମ୍ଭାବନା, ତଥାପି ଅଲୋଡ଼ା

ଭୁବନେଶ୍ବର,(‌ସୋମନାଥ ପରିଡ଼ା): ଗତ ୨୮ ବର୍ଷ ହେଲା ଓଡ଼ିଶାରେ ଗୋଟିଏ ବି ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟ୍‌ ମ୍ୟାଚ୍‌ ହୋଇନାହିଁ। ୧୯୮୭ରେ ଭାରତ-ଶ୍ରୀଲଙ୍କା ଏବଂ ୧୯୯୫ରେ ଭାରତ-ନ୍ୟୁଜିଲାଣ୍ଡ କଟକର ବାରବାଟୀରେ ଭେଟାଭେଟି ହେବା ପରଠାରୁ ଓଡ଼ିଶାରେ ଟେଷ୍ଟ ମ୍ୟାଚ୍‌ର ପୂର୍ଣ୍ଣ‌ଚ୍ଛେଦ…
ଅଧିକ ଖବର ଦେଖନ୍ତୁ...

ଅଳ୍ପ ରନ୍‌, ଅଧିକ ରୋମାଞ୍ଚ, ବହୁତ ପରିଶ୍ରମ

ମୁମ୍ବାଇ : ୱାଙ୍ଖ୍‌ଡେ ପିଚ୍‌କୁ ବିଶ୍ବର ଶୀର୍ଷ ଦୁଇ ଦିନିକିଆ ଦଳ ପଢ଼ି ପାରିଲେ ନାହିଁ। ଫଳରେ କ୍ରିକେଟ୍‌ ପ୍ରେମୀମାନେ ଶୁକ୍ରବାର ଅଳ୍ପ ରନ୍‌ ଓ ଅଧିକ ରୋମାଞ୍ଚଭରା ଦିନିକିଆ ମ୍ୟାଚ୍‌ ଦେଖିଲେ। ଛୋଟ ବିଜୟ ଲକ୍ଷ୍ୟ ପାଇଁ ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟକୁ ଏଡ଼ାଇବା ସହ ବହୁ ପରିଶ୍ରମ କରି…
ଅଧିକ ଖବର ଦେଖନ୍ତୁ...

କେଣ୍ଟ ପାଇଁ କାଉଣ୍ଟି ଖେଳିବେ ଅର୍ଶଦୀପ

ନୂଆଦିଲ୍ଲୀ : ଭାରତୀୟ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଇଂଲିଶ କାଉଣ୍ଟି ଦଳ କେଣ୍ଟ ପାଇଁ ୫ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିବେ। ନାଲି ବଲ୍‌ରେ ନିଜ ଦକ୍ଷତାକୁ ଅଧିକ ମାର୍ଜିତ କରିବା ପାଇଁ ଭାରତୀୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍‌ଙ୍କ ପରାମର୍ଶରେ ଅର୍ଶଦୀପ ଏହି କ୍ଲବ୍‌ ସହିତ ଯୋଡ଼ି…
ଅଧିକ ଖବର ଦେଖନ୍ତୁ...

ଟ୍ବେଣ୍ଟି-୨୦ରେ ଦ୍ରୁତତମ ୯୦୦୦ ରନ୍‌; କୋହଲି ଓ ଗେଲ୍‌ଙ୍କୁ ଟପିଲେ ବାବର

ନୂଆଦିଲ୍ଲୀ : ଚଳିତ ପାକିସ୍ତାନ ସୁପର ଲିଗ୍‌ରେ ଚମତ୍କାର ଫର୍ମରେ ଥିବା ପାକିସ୍ତାନ ଅଧିନାୟକ ତଥା ପେଶୱାର ଜାଲ୍‌ମୀର ନେତୃତ୍ବ ନେଉଥିବା ବାବର ଆଜମ ୧୦ ପାଳିରୁ ଗୋଟିଏ ଶତକ ଏବଂ ୫ ଅର୍ଦ୍ଧଶତକ ସହାୟତାରେ ୪୮୦ ରନ୍‌ କରିଛନ୍ତି। ସେ ୫୩ରୁ ଅଧିକ ହାରାହାରିରେ ସ୍କୋର୍‌ କରି ମୁଲ୍‌ତାନ…
ଅଧିକ ଖବର ଦେଖନ୍ତୁ...

ହକି ଇଣ୍ଡିଆ ବାର୍ଷିକ ପୁରସ୍କାର: ଗୁରବକ୍ସଙ୍କୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ

ନୂଆଦିଲ୍ଲୀ : ପୂର୍ବତନ ହକି ଖେଳାଳି ଗୁରବକ୍ସ ସିଂହଙ୍କୁ ୨୦୨୨ ପାଇଁ ହକି ଇଣ୍ଡିଆ ମେଜର ଧ୍ୟାନ ଚାନ୍ଦ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ ଶୁକ୍ରବାର ନୂଆଦିଲ୍ଲୀରେ ବାର୍ଷିକ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ବେଳେ ଅନେକ…
ଅଧିକ ଖବର ଦେଖନ୍ତୁ...

ୱେଲିଂଟନ୍‌ ଟେ‌ଷ୍ଟରେ ବର୍ଷା: ପ୍ରଥମ ଦିନ ନ୍ୟୁଜିଲାଣ୍ଡ ୧୫୫/୨

ୱେଲିଂଟନ୍‌ : ବର୍ଷା, ପ୍ରତିକୁଳ ପାଗ ଏବଂ ଶେଷରେ ଆଲୋକ ଅଭାବ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ଦ୍ବିତୀୟ ତଥା ଶେଷ ଟେଷ୍ଟର ପ୍ରଥମ ଦିବସରେ ବାଧକ ସାଜିଛି। ପ୍ରଥମେ ବର୍ଷା ଯୋଗୁଁ ପ୍ରଥମ ସେସନ ଖେଳ ସମ୍ଭବ ହୋଇନଥିଲା। ମଧ୍ୟାହ୍ନ ବିରତି ପରେ ଖେଳ ଆରମ୍ଭ ହୋଇଥିଲେ…
ଅଧିକ ଖବର ଦେଖନ୍ତୁ...