ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

୧୨୦ କୋଟି ଟଙ୍କାର ବେପାର

ଭୁବନେଶ୍ୱର : ଧନ୍‌ତେରସ୍‌ ପାଇଁ ଗହଣା ସୋ’ରୁମ୍‌ ଗୁଡ଼ିକରେ ପ୍ରବଳ ଭିଡ଼। ସକାଳୁ ସୋ’ରୁମ୍‌ ଖୋଲିବା ପରେ ପରେ ଭିଡ଼ ଆରମ୍ଭ ହୋଇଯାଇଥିଲା ଏବଂ ଏହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗି ରହିଥିଲା। ଆଜି ଗୋଟିଏ ଦିନରେ ସାରା ରାଜ୍ୟରେ ୧୨୦ କୋଟି ଟଙ୍କାର ବେପାର ହୋଇଥିବା କୁହାଯାଉଛି। ସେଥିମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ଅଙ୍ଗନବାଡ଼ି କର୍ମୀ ସଂଘରେ ଫାଟ

ଭୁବନେଶ୍ୱର : ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକକୁ ରାଜ୍ୟ ସରକାର ଆଜି ୫୦% ବୃଦ୍ଧି କରିଛନ୍ତି। ସେମାନଙ୍କୁ ବୀମା ଭୁକ୍ତ କରାଯିବା ଲାଗି ନିଷ୍ପତ୍ତି ହୋଇଛି ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ବିଭିନ୍ନ ସହାୟତା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆନ୍ଦୋଳନକାରୀ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ବିପଦ ଟଳିଲା

ଭୁବନେଶ୍ୱର : କେନ୍ଦ୍ରୀୟ ବଙ୍ଗୋପ ସାଗରରେ କେନ୍ଦ୍ରୀଭୂତ ଲଘୁଚାପ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। କିନ୍ତୁ ଏହା ବାତ୍ୟାରେ ପରିଣତ ହେବା ଆଶଙ୍କା ଆପାତତଃ ଟଳିଛି। ବରଂ ଏହାର ପ୍ରଭାବରେ ଆସନ୍ତାକାଲି ସନ୍ଧ୍ୟାବେଳକୁ ଦକ୍ଷିଣ ଓଡ଼ିଶାର ଅନେକ…
ଅଧିକ ଖବର ଦେଖନ୍ତୁ...

ବିଦାୟ ନେଲା ମୌସୁମୀ : ୯% କମ୍‌ ବୃଷ୍ଟିପାତ

ଭୁବନେଶ୍ୱର : ଆଜି ସାରା ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇଛି। ଗତବର୍ଷ ୧୮ ତାରିଖରେ ରାଜ୍ୟରୁ ଫେରିଯାଇଥିଲା। ଏହା ପୂର୍ବରୁ ଦେଶର ଉତ୍ତର ପୂର୍ବର କିଛି ଏବଂ ଦକ୍ଷିଣ ରାଜ୍ୟଗୁଡ଼ିକୁ ଛାଡ଼ି ଆପାତତଃ ଅନ୍ୟ ସମସ୍ତ ସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତନ କରିସାରିଛି। ମୌସୁମୀ ବାୟୁ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ୩୫% ମହିଳା ଘରୋଇ ହିଂସାର ଶିକାର

ମାତ୍ର ୩% ମହିଳା ପୁଲିସ୍‌ର ସହଯୋଗ ଲୋଡ଼ୁଛନ୍ତି, ପୁଲିସ୍‌ ଉପରୁ ଭରସା ତୁଟୁଛି ଚନ୍ଦ୍ରଶେଖରପୁର : ରାଜ୍ୟରେ ୩୫ ପ୍ରତିଶତରୁ ଉର୍ଦ୍ଧ୍ୱ ବିବାହିତା ମହିଳା ବିଭିନ୍ନ ପ୍ରକାର ଘରୋଇ ହିଂସାର ଶିକାର ହେଉଛନ୍ତି। ୧୫ରୁ ୩୯ ବର୍ଷ ବୟସ ମଧ୍ୟରେ ଥିବା ମହିଳାଙ୍କ ମଧ୍ୟରୁ ୩୨ ପ୍ରତିଶତ ଶାରୀରିକ…
ଅଧିକ ଖବର ଦେଖନ୍ତୁ...

ବେଆଇନ ବାଣ ବିକିଲେ ଫସିିବେ ଦୋକାନୀ

କଟକ : ସରକାରୀ ସ୍ୱୀକୃତିପ୍ରାପ୍ତ ସଂସ୍ଥାର କେବଳ ବାଣ ବଜାରରେ ବିକ୍ରି କରାଯିବ। ବେଆଇନ ବାଣ ବିକିଲେ ଗିରଫ ହେବେ ବାଣ ଦୋକାନୀ। କାଳୀପୂଜାରେ ରାଜ୍ୟର ସମ୍ବେଦନଶୀଳ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତ ଉପରେ ୨୪ ଘଣ୍ଟା କଡ଼ା ନଜର ରଖାଯିବ। ପର୍ଯ୍ୟାପ୍ତ ପୁଲିସ କର୍ମୀଙ୍କୁ ମୁତୟନ କରାଯିବ। ଏ…
ଅଧିକ ଖବର ଦେଖନ୍ତୁ...

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା : ଦୋଷ ମାନିବାକୁ ପୁଲିସ ଚାପ!

କୋରାପୁଟ/ପଟାଙ୍ଗୀ : କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ମାମଲାରେ ପୁଲିସ ପୀଡିତାଙ୍କ ଜଣେ ସଂପର୍କୀୟଙ୍କୁ ଅଟକ ରଖିଛି। ପୂର୍ବରୁ ଏହି ମାମଲାରେ ଅଟକ ଥିବା ଅନ୍ୟ ୩ଜଣଙ୍କୁ ଏ ଭିତରେ ଛାଡ଼ି ଦିଆଯାଇଛି। ଅପରପକ୍ଷରେ ଦୋଷ ମାନି…
ଅଧିକ ଖବର ଦେଖନ୍ତୁ...

ସାହିତ୍ୟ ଅକାଦେମି ପୁରସ୍କୃତ ଆନପା ମାର୍ଣ୍ଡି ଗୁରୁତର

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡ଼ିଆ ବିଭାଗର ଅଧ୍ୟାପକ ତଥା କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାରପ୍ରାପ୍ତ କବି ଆନପା ମାର୍ଣ୍ଡି ମସ୍ତିଷ୍କ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ହୋଇ କିମ୍‌ସ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି। ଚଉଦ ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାଙ୍କର…
ଅଧିକ ଖବର ଦେଖନ୍ତୁ...

‘‘ପର୍ଯ୍ୟଟନ ଓ ପ୍ରତ୍ନତତ୍ତ୍ଵ : ମୟୂରଭଞ୍ଜ’’ ଲୋକାର୍ପିତ

ବାରିପଦା : ଭୂଗୋଳକୁ ଭଲ ଭାବେ ଚିହ୍ନିଲେ ଓ ଜାଣିଲେ ଗୋଟିଏ ଜାତିର ପ୍ରଗତି ସମ୍ଭବ ହୋଇପାରିବ। ଓଡ଼ିଶାରେ ସାଢ଼େ ଚାରିଶହ କିଲୋମିଟର ଦୀର୍ଘ ବେଳାଭୂମି, ବହୁ ବିଶାଳ ପାହାଡ଼, ପର୍ବତ, ମାଳଭୂମି, ନଦୀ, ଝରଣା, ଜଙ୍ଗଲ ଭଳି ପ୍ରାକୃତିକ ସଂପଦ, ପ୍ରାଚୀନ ପ୍ରତ୍ନତାତ୍ତ୍ଵିକ ବିଭବ, ଖଣିଜ ସଂପଦ ଥିବା…
ଅଧିକ ଖବର ଦେଖନ୍ତୁ...

ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁରୀ ଏସପିଙ୍କୁ ନିର୍ଦ୍ଦେଶ

କଟକ : ପୁରୀ ଜିଲ୍ଲା ବୀରଗୋବିନ୍ଦପୁରର ମା’ ଦକ୍ଷିଣକାଳୀଙ୍କ ପୀଠରେ ଚଳିତ ବର୍ଷ କାଳୀପୂଜା ସମୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୁରୀ ଏସପି ପଦକ୍ଷେପ ଗ୍ରହଣ କରିବେ। ଏଥି ସହିତ ଦେବୋତ୍ତର ସହକାରୀ କମିସନରଙ୍କ ତତ୍ତ୍ୱାବଧାନରେ ପୀଠରେ କାଳୀ ପୂଜା ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ। ୨୦୧୭,…
ଅଧିକ ଖବର ଦେଖନ୍ତୁ...