ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ରାଜଧାନୀରେ ରେଞ୍ଜରୋଭର ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଯୁବତୀଙ୍କ ଜୀବନ

କଟକ: ଭୁବନେଶ୍ୱରରେ ରେଞ୍ଜରୋଭର ଦୁର୍ଘଟଣାରେ ଗୁରୁତର ଯୁବତୀଙ୍କ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ମୃତ୍ୟୁ। ଗତ ୩୧ ତାରିଖରେ ରାଜଧାନୀର ପାୱାର ହାଉସ ଛକରେ ଦୁର୍ଘଟଣାରେ ଗୁରୁତର ହୋଇ ଲୋପାମୁଦ୍ରା ସାହୁଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ପରେ ସେ  କଟକର ଏକ ଘରୋଇ…
ଅଧିକ ଖବର ଦେଖନ୍ତୁ...

ନାତିର ମାଡ଼ରେ ଜେଜେବାପାଙ୍କ ମୃତ୍ୟୁ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ପରଜା ସିଲା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ନାତିର ମାଡ଼ରେ ଜେଜେବାପାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗୋବର୍ଦ୍ଧନ ନାୟକ। ଅଭିଯୁକ୍ତ ମୋହନକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା ଜାରି ରହିଛି। ସୂଚନା ଅନୁଯାୟୀ, ଆଜି ସକାଳେ…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା: ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ

ପୁରୀ: ଆଗାମୀ ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ହେବ। ଏହି ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ। ସେ କହିଛନ୍ତି, ଜାନୁଆରି ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

୭ରେ ମ୍ୟାରେଜ ଅଫିସରଙ୍କ କାର୍ଯ୍ୟାଳୟରେ ହାଜର ହେବେ ସୋମାଲିକା: ବିଧାୟକ ବିଜୟ ଶଙ୍କରଙ୍କ ବିରୁଦ୍ଧରେ କରିଥିଲେ ଅଭିଯୋଗ

କଟକ: ବିଧାୟକ ବିଜୟ ଶଙ୍କରଙ୍କ ପୂର୍ବତନ ବାନ୍ଧବୀ ସୋମାଲିକାଙ୍କୁ କଟକ ଜିଲ୍ଲା ସବ୍-ରେଜିଷ୍ଟ୍ରାର ତଥା ମ୍ୟାରେଜ ଅଫିସରଙ୍କ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଆସନ୍ତା ୭ ତାରିଖ ଦିନ ସାଢ଼େ ୩ଟାରେ ହାଜର ହେବା ପାଇଁ ନୋଟିସ୍ କରାଯାଇଛି। ସେ ଆଣିଥିବା ଅଭିଯୋଗ ସମ୍ପର୍କିତ ସମସ୍ତ…
ଅଧିକ ଖବର ଦେଖନ୍ତୁ...

ଓଲିଉଡ ବିବାଦର ସମାଧାନ ଲାଗି ଅଭିଜିତ ମଜୁମଦାର ଗାଇଲେ ଗୀତ, କହିଲେ ଏଭଳି କଥା

କଟକ: ଓଲିଉଡରେ ଏବେ ଯେଉଁ ବିବାଦ ଚାଲିଛି, ତାହାର କିଭଳି ଓ କେବେ ସମାଧାନ ହେବ, ତାହା ଜଣାପଡ଼ିନାହିଁ। କିନ୍ତୁ ଏନେଇ ଓଡ଼ିଶାର ଆଗଧାଡ଼ିର ସଙ୍ଗୀତକାର ତଥା ଗାୟକ ଅଭିଜିତ ମଜୁମଦାର ଭିନ୍ନ ବାର୍ତ୍ତା ଦେଇଛନ୍ତି। ପୂର୍ବ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା କଳାକାର ବିବାଦ ପରେ ଅଭିଜିତ ମଜୁମଦାର ଏକ…
ଅଧିକ ଖବର ଦେଖନ୍ତୁ...

ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘର ସମେତ ୮ଟି ସ୍ଥାନରେ ଏକାକାଳୀନ ଭିଜିଲାନ୍ସ ଚଢ଼ଉ

କଟକ: ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅର୍ଜୁନ କୁମାର ସାହୁ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା (ଭୁବନେଶ୍ୱର), କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ୮ ଟି ସ୍ଥାନରେ ଏକାକାଳୀନ ଚଢ଼ଉ କରୁଛନ୍ତି ଭିଜିଲାନ୍ସ ଟିମ୍।…
ଅଧିକ ଖବର ଦେଖନ୍ତୁ...

ଆରମ୍ଭରୁ ଝୁଣ୍ଟିଲା ଶିକ୍ଷକ ବଦଳି ପ୍ରକ୍ରିୟା ! ପଞ୍ଜୀକରଣରେ ଯାବତୀୟ ତ୍ରୁଟି, ନାକଚ ହେବା ଭୟରେ ଅମଙ୍ଗ…

ରାଉରକେଲା: ଅନ୍‌ଲାଇନ୍‌ରେ ଶିକ୍ଷକ/ଶିକ୍ଷୟିତ୍ରୀ ବଦଳି ନେଇ ଯେଉଁ ଆଶଙ୍କା କରାଯାଉଥିଲା; ଆଜି ତାହା ହିଁ ଘଟିଛି। ପୂର୍ବବର୍ଷ ଭଳି ଏଥର ମଧ୍ୟ ଯାବତୀୟ ତ୍ରୁଟି ଦେଖିବାକୁ ମିଳିଛି। ପ୍ରକ୍ରିୟା ଆରମ୍ଭରୁ ବୈଷୟିକ ସମସ୍ୟା ଦେଖାଦେଲାଣି। ଏଣୁ ଆବେଦନ ପାଇଁ ନିର୍ଦ୍ଧାରିତ ଅବଧି ଶେଷ ହେବା…
ଅଧିକ ଖବର ଦେଖନ୍ତୁ...

ହାତୀପଥର ପର୍ଯ୍ୟଟନସ୍ଥଳୀ ଏବେ ନିଖୋଜ ! ଇତିହାସ ପାଲଟିଗଲା, ଉଦ୍ଧାର ନେଇ ବିଭାଗର ନିଘା ନାହିଁ

ରାୟଗଡା: ରାୟଗଡା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଓ ପର୍ଯ୍ୟଟନ ସ୍ଥଳୀର ଗନ୍ତାଘର ଜିଲ୍ଲା। ଏହି ଜିଲ୍ଲା ପ୍ରାକୃତିକ ପରିବେଶ ସାଂଗକୁ ଖଣିଜ ପଦାର୍ଥରେ ଭରି ରହିଥିବା ଜିଲ୍ଲା ଭାବେ ଓଡିଶା ସମେତ ସାରା ଭାରତରେ ଏକ ପରିଚୟ ସୃଷ୍ଟି କରିଛି। ଗତ ଦୁଇ ଦଶନ୍ଧି ତଳେ ଯଦି ରାୟଗଡା କଥା ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ମାଣିବନ୍ଧ-କୋହ୍ଲୁଅପାଟଣା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଜାଲିଆତି: ଭଙ୍ଗା ପୋଲରେ ଚୂନ ମାରି ଖାଇଗଲେ ମରାମତି ଟଙ୍କା

ଖୋର୍ଦ୍ଧା: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ନିୟମାନୁସାରେ ଏହି ଯୋଜନାରେ ନିର୍ମିତ ସଡ଼କ ନିର୍ମାଣର ପରବର୍ତୀ ୫ ବର୍ଷ ଯାଏଁ ଆବଶ୍ୟକ ମରାମତି ସମ୍ପୃକ୍ତ ଠିକାଦାର କରିବ। ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ବଜେଟ୍‌ ବ୍ୟବସ୍ଥା କରିବେ। ଏହି ମରାମତି ବଜେଟ୍‌ ମୂଳ ନିର୍ମାଣ ବଜେଟ୍‌ ଠାରୁ…
ଅଧିକ ଖବର ଦେଖନ୍ତୁ...

ରାଇରଂଗପୁରରେ ଔଷଧ ବୋଳା ମଶାରି ବଣ୍ଟନ କେବେ? ବୃଦ୍ଧି ପାଉଛି ମ୍ୟାଲେରିଆ ଆକ୍ରାନ୍ତ ସଂଖ୍ୟା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଳକ ମ୍ୟାଲେରିଆ ପ୍ରବଣ ଅଂଚଳ ଭାବେ ପରିଗଣିତ ହୁଏ। ଅଞ୍ଚଳର ଗ୍ରାମବାସୀ ମ୍ୟାଲେରିଆ ଜ୍ଵର ତଥା ବ୍ରେନ ମ୍ୟାଲେରିଆ ଆଦିରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବାର ନଜିର ରହିଛି। ମ୍ୟାଲେରିଆ ଜ୍ଵରର ଭୟାବହତାକୁ ରୋକିବା ଉଦ୍ଦେଶ୍ୟରେ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...