ଅନୁସନ୍ଧାନ କରୁଥିବା ବର୍ଗ

ବରଗଡ଼

ନିର୍ବାଚନୀ ଯାଞ୍ଚ: ସୀମାନ୍ତ ରୁଚିଦାରୁ ଦେଢ଼ ଲକ୍ଷ ଟଙ୍କା ଜବତ

ଅମ୍ବାଭୋନା: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ର ସୀମାନ୍ତ ରୁଚିଦା ନାକା ପୋଷ୍ଟଠାରେ ସୋମବାର ପୁଲିସ୍‌ର ଚେକିଂ ଚାଲିଥିବା ବେଳେ ଛତିଶଗଡ଼ ରାଜ୍ୟ ଚିରରା ଗ୍ରାମର ବିଜୟ ସାହୁ (୩୧ବର୍ଷ)ଙ୍କଠାରୁ ଦେଢ଼ଲକ୍ଷ ଟଙ୍କା ଜବତ ହୋଇଛି। ସେ କେଉଁ ଉଦ୍ଦେଶ୍ୟରେ ଏତେ ଟଙ୍କା ଧରି ଯାଉଥିଲା ତା’ର ହିସାବ…
ଅଧିକ ଖବର ଦେଖନ୍ତୁ...

ଅନନ୍ୟ ଉଦାହରଣ ସୃଷ୍ଟି କଲେ ବରଗଡ଼ର ନେପାଳ ସାହୁ

ବରଗଡ଼/ପଦ୍ମପୁର: ଜୀବିତ ଥିବା ବେଳେ ରକ୍ତଦାନ କରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇଥିଲେ। ଏବେ ମୃତ୍ୟୁ ପରେ ଚକ୍ଷୁଦାନ କରି ଅନନ୍ୟ ଉଦାହରଣ ସୃଷ୍ଟି କରିଗଲେ ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍‌ ସରେଇକେଲା ଗାଁ’ର ନେପାଳ ସାହୁ (୨୮)। ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ନେପାଳଙ୍କ ମୃତ୍ୟୁ ପରେ ପରିବାର…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସୋହେଲା: ବରଗଡ଼ ଜିଲ୍ଲା ସୋହେଲା ନିକଟସ୍ଥ ଇଛାପାଲି ଗ୍ରାମ ପାଖରେ ଗାଈସିଲେଟ ଥାନା ଜାମୁଟପାଲି ଗ୍ରାମର ଜନୈକ ଯୁବକ ବେକରେ ଫାଶ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ପୁଲିସ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି। ମିଳିଥିବା ସୂଚନାରୁ ପ୍ରକାଶ, ଗାଈସିଲେଟ ଥାନା…
ଅଧିକ ଖବର ଦେଖନ୍ତୁ...

ସ୍ପଷ୍ଟ ଦିବାଲୋକରେ ବ୍ୟାଙ୍କ ଡକାୟତି: ବନ୍ଧୁକ ଦେଖାଇ ନେଇଗଲେ ୯.୨୬ ଲକ୍ଷ ଟଙ୍କା

ବରପାଲି: ବରଗଡ଼ ଜିଲ୍ଲା ବରପାଲି ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ଦିନ ଡକାୟତି ହୋଇଛି। ୨ ଜଣ ଦୁର୍ବୃତ୍ତ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଦେଖାଇ ୯ ଲକ୍ଷ ୨୬ ହଜାର ଟଙ୍କା ନେଇ ଫେରାର୍ ହୋଇଯାଇଛନ୍ତି। ଏନେଇ ବରପାଲି ଥାନାରେ ଅଭିଯୋଗ ପରେ ସିସିଟିଭି ଫୁଟେଜ୍‌ ଆଧାରରେ ପୁଲିସ୍‌ ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ସ୍ନେହାଙ୍ଗିନୀ-ନୀହାର ବାକ୍‌ଯୁଦ୍ଧ

ବରଗଡ଼: ଅତାବିରା ନିର୍ବାଚନମଣ୍ଡଳୀରେ ଏଥର ରାଜନୈତିକ ରସାୟନ ବଦଳିଛି। ଏହାରି ଭିତରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ ବିଜେପି ପ୍ରାର୍ଥୀ ନୀହାର ମହାନନ୍ଦ ବାକ୍‌ଯୁଦ୍ଧରେ ଲିପ୍ତ ହୋଇଯାଇଛନ୍ତି। ପ୍ରଚାର ମଇଦାନରେ ଉଭୟଙ୍କ ବାକ୍‌ଯୁଦ୍ଧ ଏବେ ଅତାବିରା ନିର୍ବାଚନମଣ୍ଡଳୀରେ ଚର୍ଚ୍ଚାର ବିଷୟ…
ଅଧିକ ଖବର ଦେଖନ୍ତୁ...

ହନୁମାନ ଭକ୍ତଙ୍କ ଶୋଭାଯାତ୍ରାରେ ନେତା: ଖଣ୍ଡା ବୁଲାଇଲେ ପ୍ରଦୀପ ଓ ନୀହାର

ବରଗଡ଼: ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା। ଏବେ ନିର୍ବାଚନୀ ବାତାବରରଣ ଉଷ୍ମ ହେବାରେ ଲାଗିଥିବା ବେଳେ ନିଜ ସମର୍ଥକମାନଙ୍କ ସହ ନେତାମାନେ ଆଜି ବିଭିନ୍ନ ସ୍ଥାନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିବା…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜିଉଙ୍କ ଦଶର୍ନ ସାରି ଫେରୁଥିବାବେଳେ ଓଲଟିଲା ବସ୍: ୧୫ ଆହତ

ପଦ୍ମପୁର: ଶ୍ରୀଜିଉଙ୍କ ଦଶର୍ନ ସାରି ଫେରୁଥିବାବେଳେ ଅଘଟଣ ଘଟିଛି। ବରଗଡ଼ର ପଦ୍ମପୁର ବୁଡେନ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ପଦ୍ମପୁର ଉପଖଣ୍ଡ…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତରେ ପହଞ୍ଚିଲା ପ୍ରଶାସନ, ଭୋଟରଙ୍କୁ ଭେଟି ଭଲମନ୍ଦ ବୁଝିଲେ ଅଧିକାରୀ

ବରଗଡ଼: ଓଡ଼ିଆ ଏବେ ଛତିଶଗଡ଼ିଆ ଭୋଟର। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଇଲାକାର କଥା ବୁଝିବା ପରେ ଜଣାପଡ଼ିଥିଲା ଓଡ଼ିଶା ଛାଡ଼ି ଛତିଶଗଡ଼କୁ ଲୋକ ଯାଉଛନ୍ତି। ଏନେଇ ଖବର ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ କଣ୍ଡପଲା ପଞ୍ଚାୟତ ବିର୍ଜୁପାଲି ସୀମାନ୍ତ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ମାଫିଆକୁ ଧରିବାକୁ ଯାଇଥିଲେ: ପୁଲିସକୁ ସଂଘବଦ୍ଧ ଆକ୍ରମଣ

ଝାରବନ୍ଧ: ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ନିତ୍ୟାନନ୍ଦପୁର ଗାଁର ଜଣେ ଗଞ୍ଜେଇ ମାଫିଆକୁ ଧରିବାବେଳେ ଝାରବନ୍ଧ ପୁଲିସ ଆକ୍ରମଣର ଶିକାର ହୋଇଛି। ଜଣେ ମହିଳା ଥାନା ଅଧିକାରୀଙ୍କୁ ଘରେ ଭର୍ତ୍ତିକରି ତାଲା ଠୁଙ୍କି ଦେଇଛନ୍ତି। ପରେ ଏହି ଘଟଣାରେ ୮ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

କାର୍ଯ୍ୟରତ ତିନି କର୍ମଚାରୀଙ୍କୁ ଦଳି ଦେଲା ଟ୍ରକ୍

ବରଗଡ଼: ଟ୍ରକ୍ ଧକ୍କାରେ ଚାଲିଗଲା ତିନି ଜଣଙ୍କ ଜୀବନ।ସୋହେଲା ରାୟପୁର ରୋଡ ସ୍ଥିତ ଲୁହୁରାଚଟି ପାଖରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଶୋକା କମ୍ପାନିରେ କାର୍ଯ୍ୟରତ ତିନି କର୍ମଚାରୀଙ୍କୁ ଦଳି ଦେଲା ଟ୍ରକ୍। ଘଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ। ଗତ ବିଳମ୍ବିତ ରାତିରେ ଘଟିଛି ଏହି ଦୁଃଖଦ ଘଟଣା।…
ଅଧିକ ଖବର ଦେଖନ୍ତୁ...