ଅନୁସନ୍ଧାନ କରୁଥିବା ବର୍ଗ

ଭଦ୍ରକ

ଭଦ୍ରକରେ ବିଜେପିର ନିର୍ବାଚନୀ ବୈଠକ

ଭଦ୍ରକ: ଭଦ୍ରକରେ ଶନିବାର ଏକ ହୋଟେଲ କକ୍ଷରେ ସଧାରଣ ନିର୍ବାଚନ ଉପଲକ୍ଷେ ଭଦ୍ରକ ଲୋକସଭା ଅନ୍ତର୍ଗତ ୭ ଗୋଟି ବିଧାନସଭା ଓ ଲୋକସଭାର ଏକ ଗୁରୁତତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କେନ୍ଦ୍ର ନେତୃତ୍ବ ତଥା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ତ୍ରିବେନ୍ଦ୍ରମ ସିଂ ଓ ଡ଼ଃ ଭୋଲା…
ଅଧିକ ଖବର ଦେଖନ୍ତୁ...

ମିଥ୍ୟା ପ୍ରତିଶ୍ରୁତିରେ ଚାଲିଛି ଶାସନ: ନିରଞ୍ଜନ 

ଭଣ୍ଡାରିପୋଖରୀ/ବନ୍ତ: ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଶାସନ ଚଳାଇଛନ୍ତି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଓ ବନ୍ତର ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ଏହାକୁ ରାଜ୍ୟ ସରକାର ସମାଧାନ କରିବାରେ ବିଫଳ ହୋଇଛନ୍ତି। ଜିଲ୍ଲାର ସବୁଠାରୁ ଅବହେଳିତ ବିଧାନସଭା…
ଅଧିକ ଖବର ଦେଖନ୍ତୁ...

ପାରିବାରିକ କଳହ: ଭୁଜାଲି ଚୋଟରେ ପୁଅ ମୃତ, ବାପା ଗୁରୁତର

ଭଦ୍ରକ: ବନ୍ତ ଥାନା ଅର୍ନ୍ତଗତ ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗ୍ରାମରେ ପାରିବାରିକ କଳହରୁ ବାପା ଓ ପୁଅ ମଧ୍ୟରେ ବାଡ଼ିଆପିଟା ହେଇଛି। ବାପା ମାଧବ ବାରିକ(୬୧)ଙ୍କ ଆକ୍ରମଣରେ ପୁଅର ମୃତ୍ୟୁ ହୋଇଛି। ଗୁରତର ବାପାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତି ହେଲେ ଶଙ୍କର୍ଷଣ…
ଅଧିକ ଖବର ଦେଖନ୍ତୁ...

ଭଣ୍ଡାରିପୋଖରୀ ଆସନ: ଏଥର ବିଜେଡି-କଂଗ୍ରେସ ଲଢ଼େଇ

ଭଦ୍ରକ: ଭଦ୍ରକ ଲୋକସଭା ସମେତ ୫ ବିଧାନସଭା ଆସନରେ ସବୁ ଦଳ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କେବଳ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ବିଜେପିର ପ୍ରାର୍ଥୀ ଘୋଷଣା ବାକି ରହିଛି। ଅନ୍ୟପକ୍ଷରେ ବିଜେଡିରୁ ସଞ୍ଜୀବ ମଲ୍ଲିକ ଓ କଂଗ୍ରେସରୁ ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି…
ଅଧିକ ଖବର ଦେଖନ୍ତୁ...

ସକାଳ ସାଢ଼େ ୮ଟା ସୁଦ୍ଧା ଭଦ୍ରକ ସବୁଠାରୁ ଉତ୍ତପ୍ତ

ଭୁବନେଶ୍ୱର: ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ରାଜ୍ୟରେ ଅସମ୍ଭାଳ ତାତି ଦେଖିବାକୁ ମିଳିଛି। ସକାଳ ସାଢ଼େ ୮ଟା ସୁଦ୍ଧା ଭଦ୍ରକ ୩୫.୬ ଡଗ୍ରି ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଏଣେ ବାଲେଶ୍ୱରରେ ୩୫.୪ ଡିଗ୍ରି, ଫୁଲବାଣୀରେ ୩୪.୬ ଡିଗ୍ରି, ରାଜଧାନୀ ଭୁବନେଶ୍ୱରରେ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ପ୍ରାର୍ଥୀ ଅସିତ ପଟ୍ଟନାୟକଙ୍କ ଶକ୍ତି ପ୍ରଦର୍ଶନ

ଭଦ୍ରକ: ଗତକାଲି ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ପୌରାଧ୍ୟକ୍ଷା ଗୁଲମକ୍କି ହବିବିଙ୍କ ସହ ହଜାର ହଜାର ସମର୍ଥକଙ୍କୁ ନେଇ ଦଳୀୟ କାର୍ଯ୍ୟାଳୟରେ ନିଜର ଶକ୍ତି ପ୍ରଦର୍ଶନ କରିବାପରେ ଆଜି କଂଗ୍ରେସ ପ୍ରାର୍ଥୀ ଅସିତ ପଟ୍ଟନାୟକ ବିଶାଳ ମୋଟରସାଇକେଲ୍‌ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ଲୋକସଭା ଆସନ: ପୁରୁଣା ପ୍ରାର୍ଥୀଙ୍କୁ ନେଇ ମଇଦାନରେ ୩ ପ୍ରମୁଖ ଦଳ

ଭଦ୍ରକ: ଭଦ୍ରକ ଜିଲ୍ଲାର ଭଦ୍ରକ, ବାସୁଦେବପୁର, ଧାମନଗର, ଭଣ୍ଡାରିପୋଖରୀ, ଚାନ୍ଦବାଲି ସହ ବାଲେଶ୍ବର ଜିଲ୍ଲାର ସୋର ଓ ସିମୁଳିଆ ନିର୍ବାଚନମଣ୍ଡଳୀକୁ ନେଇ ଭଦ୍ରକ ଲୋକସଭା ଆସନ ଗଠିତ। ଏହି ଆସନ ଦଖଲ ପାଇଁ ବିଜେଡି ଟିକେଟରେ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ବିଜେପି ଟିକେଟରେ ଦଳର ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ପବିତ୍ର ଶ୍ରୀରାମ ନବମୀ ପାଇଁ ଭଦ୍ରକ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଭଦ୍ରକ: ପବିତ୍ର ଶ୍ରୀରାମ ନବମୀ ଅବସରରେ ଭଦ୍ରକ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ପେଟ୍ରୋଲିଂକୁ ଜୋରଦାର କରାଯାଇଛି। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପେଟ୍ରୋଲିଂ ସହ ପୁଲିସ ଭ୍ୟାନ ବୁଲି ଯାଞ୍ଚ କରୁଛି। ଏହାସହ ପୁଲିସ ପକ୍ଷରୁ ‌ସୋସିଆଲ…
ଅଧିକ ଖବର ଦେଖନ୍ତୁ...

ଡିଭାଇଡର ଉପରେ ଚଢ଼ିଗଲା କାର୍: ୫ ବର୍ଷର ଝିଅ ସହ ବାପାଙ୍କ ମୃତ୍ୟୁ, ୩ ଗୁରୁତର

ଭଣ୍ଡାରିପୋଖରୀ: ଭଦ୍ରକ ଜିଲ୍ଲା ଥାନା ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ଆଖୁଆପଦା ଯଶୋଟିକିରି ନିକଟରେ ରାଜପଥ ଡିଭାଇଡର ଉପରେ ଚଢ଼ିଗଲା କାର। ଏଥିରେ ୫ବର୍ଷର ଶିଶୁ କନ୍ୟା ସହିତ ଦୁଇ ଜଣଙ୍କର ଶୋଚନୀୟ ମୃତ୍ୟୁ। ଗାଡ଼ିରେ ଥିବା ଅନ୍ୟ ୩ଜଣ ଗୁରୁତରଙ୍କ ମଧ୍ୟରୁ ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ…
ଅଧିକ ଖବର ଦେଖନ୍ତୁ...

ଭଣଜା ବ୍ୟୋମକେଶଙ୍କ ହାତ ଛାଡ଼ିଲେ ମାମୁ ଅଜୟ: ଚାନ୍ଦବାଲି ରାଜନୀତି ସରଗରମ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଏଥର ଦେଖିବ ବଡ଼ ଲଢ଼େଇ। ବିଜେଡିର ଯୁବ ବିଧାୟକ ଡ.ବ୍ୟୋମକେଶ ରାୟ ଓ ବିଜେପିର ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ଭଳି ଦୁଇ ହେଭିୱେଟ୍‌ ନେତା ନିର୍ବାଚନ ମଇଦାନରେ ଥିବାରୁ ଚାନ୍ଦବାଲିର ରାଜନୈତିକ ଦୃଶ୍ୟପଟ୍ଟ ଏବେ…
ଅଧିକ ଖବର ଦେଖନ୍ତୁ...