ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ଦେବଗଡ଼ ଜିଲ୍ଲାରେ ଅଂଶୁଘାତରେ ୨ ମୃତ ଅଭିଯୋଗ

ଦେବଗଡ଼/ରିଆମାଳ: ଦେବଗଡ଼ ଜିଲ୍ଲାରେ ୨ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପ୍ରଥମ ଘଟଣାଟି ହେଉଛି ବାରକୋଟ ଥାନା ଅଞ୍ଚଳର। ମୃତକ  ହେଲେ ବାରକୋଟ ଥାନା ଅନ୍ତର୍ଗତ ବିଛାଖଣି ଗ୍ରାମର ଟିକେଶ୍ୱର ନାଏକ (୩୨)। ସୂଚନା ଅନୁଯାୟୀ, ଗତ ୧୭ ତାରିଖ ଦିନ ଟିକେଶ୍ବର ନିଜର ଶ୍ବଶୁର ଘର…
ଅଧିକ ଖବର ଦେଖନ୍ତୁ...

ମେରୁଯାତ୍ରାରେ ସାମିଲ ହେଲେ ଧର୍ମେନ୍ଦ୍ର: ‘ଲୋକପରମ୍ପରା‌େର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି’

ଦେବଗଡ଼: କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦିନ ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ୍‌ର ଆଉଁଳି ଗ୍ରାମରେ ମା’ଭଦ୍ରକାଳୀ ମେରୁଯାତ୍ରା ପର୍ବରେ ସାମିଲ୍‌ ହେବାସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଅବସରରେ…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ ଜିଲ୍ଲା ଗାଡ଼ପାଳ ଗାଁରେ ବ୍ୟାପୁଛି କିଡନି ରୋଗ

ଦେବଗଡ଼: ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଛେପଲିପାଲି ପଞ୍ଚାୟତର ଗାଡ଼ପାଳ ଗ୍ରାମରେ କିଡନି ରୋଗ ବ୍ୟାପିବାରେ ଲାଗିଛି। ଜଣେ ପରେ ଜଣଙ୍କ ଜୀବନ ନେଉଛି ଏହି ରୋଗ। ଦୂଷିତ ପାଣି ଯୋଗୁଁ ଏହା ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କିଛି ଦିନ ମଧ୍ୟରେ ଗାଁ’ର ଗୋଟିଏ ପରିବାରର ୨ ଜଣଙ୍କ…
ଅଧିକ ଖବର ଦେଖନ୍ତୁ...

ଏମିତି ସ୍କୁଲ ଦେଖିନଥିବେ: କୁନି ଗାଁର ପିଲାଙ୍କୁ ପଢ଼ାନ୍ତି ସାରା ବିଶ୍ୱର ପ୍ରବାସୀ ଓଡ଼ିଆ

ଦେବଗଡ/ଭୁବନେଶ୍ୱର: ଆପଣ ଦେଖିନଥିବେ ଏମିତିକା ସ୍କୁଲ | ଚକାଚକ ରଙ୍ଗ ଲାଗିନାହିଁ କି ଭଲ ବେଞ୍ଚ କି ଟେବୁଲ ନାହିଁ | କିନ୍ତୁ ଅଛି ଏମିତି ଏକ କ୍ଷମତା ଯାହାକି ଜଣେ ଭଲ ମଣିଷ ତିଆରି ପାଇଁ ଯଥେଷ୍ଟ | କୌଣସି ବଡ ସହରରେ ନାହିଁ କି ବଡବଡିଆଙ୍କ ଛୁଆ ଯାଆନ୍ତି ନାହିଁ ଏହି ସ୍କୁଲ | କିନ୍ତୁ ଏହି…
ଅଧିକ ଖବର ଦେଖନ୍ତୁ...

ନିତେଶଙ୍କ ନିରବତାକୁ ନେଇ ଚର୍ଚ୍ଚା: ଶାସକ ଦଳ ଆଡ଼କୁ ଢଳୁଛନ୍ତି ପତ୍ନୀ ଅରୁନ୍ଧତୀ

ଦେବଗଡ଼: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ସମ୍ବଲପୁର ବିଜେପି ସାଂସଦ ତଥା ବାମଣ୍ଡା ରାଜପରିବାରର ସଦସ୍ୟ ନିତେଶ ଗଙ୍ଗଦେବଙ୍କୁ ଆଉ ଦେଖିବାକୁ ମିଳୁନି। ୨୦୨୪ ନିର୍ବାଚନ ପାଇଁ ବର୍ତ୍ତମାନ ଛକାପଞ୍ଝା ଲାଗି ରହିଥିବାବେଳେ ନିତେଶଙ୍କ ନିରବତା ଏବଂ ଦେବଗଡ଼ ମାଟି ମାଡୁନଥିବା ଘଟଣା ରାଜନୈତିକ…
ଅଧିକ ଖବର ଦେଖନ୍ତୁ...

ରେଢାଖୋଲରେ ନିର୍ବାଚନ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

ଦେବଗଡ଼/ରେଢାଖୋଲ: ସନ୍ଥକବି ଭୀମ ଭୋଇଙ୍କ ବାଣୀ ଯେ କେବଳ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ତା ନୁହଁ, ବରଂ ଏହା ଆମ ସମସ୍ତଙ୍କ ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିଛି । ସମ୍ବଲପୁର ରେଢାଖୋଲସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଅବସରରେ ଏହା…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ରେ ପ୍ରଚାରକଲେ କେନ୍ଦ୍ରମନ୍ତ୍ରୀ; ଆପଣମାନେ ମୋ ସାହୁକାର, ମୁଁ ହଳିଆ: ଧର୍ମେନ୍ଦ୍ର

ଦେବଗଡ଼: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦେବଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ନିଜ ପ୍ରାର୍ଥିତ୍ବ ସପକ୍ଷରେ ପ୍ରଚାର କରିଛନ୍ତି। ଏହି ଅବସରରେ ‌ସେ ଦେବଗଡ଼ବାସୀଙ୍କୁ ସାହୁକାର ଓ ନିଜକୁ ହଳିଆ ବୋଲି କହିଛନ୍ତି। ପୁରୁଣାଗଡ଼ସ୍ଥିତ ବିଜେପି କ‌ାର୍ଯ୍ୟାଳୟଠାରେ…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ପାଖେ ମୁଁ ସାନ ହଳିଆ ହୋଇ ରହିବି: ଧର୍ମେନ୍ଦ୍ର

ଦେବଗଡ଼: ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବେ କି ନାହିଁ? ସେହି ବିଶ୍ବାସ ଅଛି କି ନାହିଁ? ସମ୍ବଲପୁର ଲୋକସଭାରେ ଆପଣମାନେ ବିଜେପିକୁ ଜିତାଇବେ କି ନାହିଁ? ମତେ ଆପଣମାନେ ହଳିଆ ରଖିବେ କି ନାହିଁ? ଦେବଗଡ଼ରେ ଆଜି ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ ଜିଲ୍ଲାବାସୀଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିବାକୁ ଆସିଛି: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼: ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦେବଗଡ଼ ବିଧାନସଭା ମଣ୍ଡଳୀରେ ତାଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଶ୍ରୀ ପ୍ରଧାନ ତାଙ୍କ ଅଭିଭାଷଣ ପୂର୍ବରୁ ‘ଓଡ଼ିଶା ପରିବର୍ତ୍ତନ’ ଶୀର୍ଷକ କୈଳାଶ ଖେରଙ୍କ ସଂଗୀତର ଧୁନରେ…
ଅଧିକ ଖବର ଦେଖନ୍ତୁ...

ଶୁଖିଯାଉଛି ପ୍ରଧାନପାଟ ଜଳପ୍ରପାତ: ହଜିଯାଉଛି ଜଙ୍ଗଲର ଶୋଭାରାଜି, ସତ ହେଲା ରାଜାଙ୍କ ଆଶଙ୍କା

ଶକ୍ତି ସୌରଭ ନନ୍ଦ ଦେବଗଡ଼: ବଣପାହାଡ଼ ଘେରା ଦେବଗଡ଼ ଜିଲ୍ଲାର ପ୍ରଧାନପାଟ ଜଳପ୍ରପାତ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଛି। ଦେବଗଡ଼ ସହରବାସୀଙ୍କ ଜୀବନଧାରାର ପ୍ରମୁଖ ଉତ୍ସ ଏହି ଜଳପ୍ରପାତ ରାଜରାଜୁଡ଼ା ଅମଳରୁ ଆଜିପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଇ ଆସୁଛି। ଏବେ ଧୀରେ ଧୀରେ…
ଅଧିକ ଖବର ଦେଖନ୍ତୁ...