Daily Archives

December 1, 2017

ସାଂଘାଇ ସହଯୋଗ ସମ୍ମିଳନୀରେ ସୁଷମା: ଆତଙ୍କବାଦୀର କିଛି ଧର୍ମ ନାହିଁ

ନୂଆଦିଲ୍ଲୀ: ଆତଙ୍କବାଦ ମାନବତା ବିରୋଧରେ ଏକ ଘୃଣ୍ୟ ଅପରାଧ ଏବଂ ଏହାକୁ କୌଣସି ଧର୍ମ ସହ ଯୋଡ଼ାଯାଇପାରିବ ନାହିଁ କି ଯୋଡ଼ିବା ଉଚିତ ନୁହେଁ ବୋଲି ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି। ରୁଷ୍‌ର ସୋଚି ସହରରେ ଅନୁଷ୍ଠିତ ହେଉଥିବା ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗଦେବା ଅବସରରେ…
ଅଧିକ ଖବର ଦେଖନ୍ତୁ...

ଉଦଯାପିତ ହେଲା ୨୩ ତମ ରାଜ୍ୟସ୍ତରୀୟ ଯୁବ ଉତ୍ସବ

ଦେବଗଡ: ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ୪ ଦିନ ଧରି ଚାଲିଥିବା ୨୩ ତମ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉତ୍ତରାଚଂଳ ରାଜସ୍ୱ କମିସନର ଡି.ଭି ସ୍ୱାମୀ ମୁଖ୍ୟଅତିଥି…
ଅଧିକ ଖବର ଦେଖନ୍ତୁ...

ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଅତାବିରା:ବରଗଡ଼ ଜିଲ୍ଳା ଅତାବିରା ବ୍ଳକ ଟାଂଗରପାଲି ଗ୍ରାମର ଘସିଆ ରୋହିଦାସଙ୍କ ପତ୍ନୀ ରମା ରୋହିଦାସ(୪୦) ଗୁରୁବାର ଅପରାହ୍ନରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। କୃଷି କାର୍ଯ୍ୟରେ ମାତ୍ରାଧିକ…
ଅଧିକ ଖବର ଦେଖନ୍ତୁ...

ଛୁଆ ଦନ୍ତାହାତୀ ମୃତ

ତିଗିରିଆ:ତିଗିରିଆ ବନଖଣ୍ଡ ଅନ୍ତର୍ଗତ ସୁଦର୍ଶନପୁର ଗ୍ରାମ ଓ ଯମୁନା ବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମଧ୍ୟବର୍ତ୍ତୀ ଅଞ୍ଚଳର ଚାଷ ଜମିରୁ ଏକ ଛୋଟ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ ଦନ୍ତାର ବୟସ ୬/୭ବର୍ଷ ହୋଇଥିବାବେଳେ ମୃତ୍ୟୁର କାରଣ ସ୍ପଷ୍ଟଭାବେ ଜଣାପଡିନଥିବାବେଳେ ସଂକ୍ରମଣ…
ଅଧିକ ଖବର ଦେଖନ୍ତୁ...

ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେଲା ‘ଓଖି’

ଥିରୁବନନ୍ତପୁରମ: କେରଳ ଏବଂ ତାମିଲନାଡ଼ୁରେ ବାତ୍ୟା ‘ଓଖି’ ଆତଙ୍କ ଖେଳାଇ ଦେଇଛି। ଏହାର ପ୍ରଭାବରେ କେରଳରେ ପ୍ରବଳ ବର୍ଷା ଲାଗି ରହିଛି। ପ୍ରଚଣ୍ଡ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲାକ୍ଷାଦ୍ୱୀପର ଉତ୍ତର- ଉତ୍ତରପୂର୍ବ ମିନିକୟର ୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ‘ଓଖି’…
ଅଧିକ ଖବର ଦେଖନ୍ତୁ...

ପେଶଓ୍ଵାର ଛାତ୍ରାବାସରେ ତାଲିବାନ ଆକ୍ରମଣ: ୧୨ ମୃତ, ୩୫ ଆହତ

ପେଶଓ୍ଵାର(ପାକିସ୍ତାନ): ପାକିସ୍ତାନର ଉତ୍ତରପଶ୍ଚିମ ସହର ପେଶଓ୍ଵାର ସ୍ଥିତ ଏକ କୃଷି ତାଲିମ ଅନୁଷ୍ଠାନର ଛାତ୍ରାବାସରେ ବସି ତାଲିବାନ ଆତଙ୍କବାଦୀମାନେ ଆଜି ଗଣସଂହାର ରଚାଇଛନ୍ତି। ଏଥିରେ ତାଲିମରତ କିଛି ଛାତ୍ରଙ୍କ ସମେତ ଅତି କମ୍‌ରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଆହତ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ହକି ବିଶ୍ୱ ଲିଗ: ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ୧-୧ରେ ଡ୍ର

ଭୁବନେଶ୍ୱର: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଓଡ଼ିଶା ହକି ବିଶ୍ୱ ଲିଗର ୨ୟ ମ୍ୟାଚ ୧-୧ରେ ଡ୍ର ହୋଇଛି। ‘ପୁଲ-ବି’ର ଅନ୍ୟ ଏକ ମ୍ୟାଚରେ ଭାରତ ପକ୍ଷରୁ ପ୍ରଥମ ଗୋଲ ୨୧ ମିନିଟରେ ମନଦୀପ ସିଂହ(ଜର୍ସି ୧୧) ଦେଇଥିଲେ। ଏହା ଫିଲ୍ଡ ଗୋଲ ଥିଲା। ସେହିପରି ୨୧ ମିନିଟରେ ଜେର୍ମି ହାଇଓ୍ଵାର୍ଡ…
ଅଧିକ ଖବର ଦେଖନ୍ତୁ...

ଜଳବାୟୁ ପରିବର୍ତ୍ତନ ଦ୍ୱାରା ସର୍ବାଧିକ ପ୍ରଭାବିତ ହେଉଛି ଚାଷୀ

ଭୁବନେଶ୍ୱର : ଜଳବାୟୁ ପରିବର୍ତ୍ତନର ସବୁଠାରୁ ଅଧିକ ପ୍ରଭାବ ଚାଷ ଓ ଚାଷୀମାନଙ୍କ ଉପରେ ପଡୁଛି। ଆମ ରାଜ୍ୟ ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ଗତ କିଛି ଦଶନ୍ଧିଧରି ଭୋଗିବାରେ ଲାଗିଛି । ଅନିୟମିତ ବର୍ଷା, ମରୁଡି, ପ୍ରବଳ ବର୍ଷା ଓ ତୋଫାନ ଆଦି ଆମ ରାଜ୍ୟରେ ନିୟମିତ ହୋଇଯାଇଛି । ଚଳିତ ବର୍ଷ…
ଅଧିକ ଖବର ଦେଖନ୍ତୁ...

ସୁଟିଂର ପ୍ରଥମ ଦିନରେ ଶ୍ରୀଦେବୀଙ୍କ ଲାଡ଼୍‍ଲୀ ଜାହ୍ନବୀ ଓ ସାହିଦ୍‌ କପୁର୍‌ଙ୍କ ଛୋଟ ଭାଇ ଇଶାନ୍‌ଙ୍କୁ ଗାଳିହେଲା!

ନୂଆଦିଲ୍ଲୀ:ବଲିଉଡ୍‍ର ଅଶୀ ଦଶକର ବର୍ଷୀୟାନ୍‌ ସୁନ୍ଦରୀ ଅଭିନେତ୍ରୀ ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ କପୁର୍‌ ତାଙ୍କର କ୍ୟାରିଅର୍‌ର ଶୁଭାରମ୍ଭ ‘ଧଡ଼କ୍‌’ଜରିଆରେ କରିବାକୁ ଯାଉଛନ୍ତି। ଧର୍ମା ପ୍ରଡ଼କ୍‌ସନ୍‌ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ଫିଲ୍ମରେ ଜାହ୍ନବୀଙ୍କ ବିପକ୍ଷରେ ନାୟକ ଭୂମିକାରେ…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶ ପୌର ନିର୍ବାଚନରେ ବିଜେପିର ବାଜିମାତ

ଲକ୍ଷ୍ନୌ: ଗୋଟିଏ ସପ୍ତାହ ପରେ ଗୁଜରାଟ ବିଧାନସଭା ନିର୍ବାଚନ ହେବ। ତା’ ପୂର୍ବରୁ ଶୁକ୍ରବାର ଉତ୍ତର ପ୍ରଦେଶରେ ପୌର ନିର୍ବାଚନ  ଫଳାଫଳ ବାହାରିଛି। ନିର୍ବାଚନ ଫଳାଫଳ ଭାରତୀୟ ଜନତା ପାର୍ଟି ସପକ୍ଷରେ ଆସିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଗ୍ନିପରୀକ୍ଷାରେ ପାସ ହୋଇଛନ୍ତି। ଉତ୍ତରପ୍ରଦେଶ…
ଅଧିକ ଖବର ଦେଖନ୍ତୁ...