Daily Archives

December 1, 2017

ମା’ ପାଲଟିଲା ରାକ୍ଷସୀ ! ୫ ପିଲାଙ୍କୁ ହତ୍ୟା କରି ୧୪ ବର୍ଷ ପରେ ଧରାପଡ଼ିଲେ ମହିଳା

ପ୍ୟାରିସ: ଗୁରୁବାର ଦିନ ଜଣେ ଫ୍ରେଞ୍ଚ ମହିଳା ତାଙ୍କ ୫ଜଣ ଶିଶୁଙ୍କୁ ହତ୍ୟା କରିବା ଘଟଣାକୁ ସ୍ୱୀକାର କରିଛନ୍ତି। ଘଟଣାଟି ଡିଏନଏ ରିପୋର୍ଟ ଦ୍ୱାରା ପ୍ରମାଣିତ ହୋଇଛି। ଜଙ୍ଗଲରୁ ୪ଜଣ ଶିଶୁଙ୍କର ଶବ ମିଳିବାର ପ୍ରାୟ ୧୪ ବର୍ଷ ପରେ ସେମାନଙ୍କ ମା’ ୫୩ ବର୍ଷୀୟା ସିଲଭା ଏଚ୍‌ ତାଙ୍କର ୫ଟି…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ପୁଣି ସେକ୍ସ ର‍୍ୟାକେଟ: ୩ ମହିଳା ଉଦ୍ଧାର, ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ଶୁକ୍ରବାର ସେକ୍ସ ର‍୍ୟାକେଟ ଠାବ ହୋଇଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ବାଲିଅନ୍ତା ପୁଲିସ ପକ୍ଷରୁ ମେଟ୍ରୋ ସ୍ୟାଟଲାଇଟ୍‌ ସିଟିରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ନୟାଗଡ଼ ଜିଲ୍ଲା ପୁରୁଣା ଥାନା ଅଞ୍ଚଳର ପ୍ରଶାନ୍ତ କୁମାର…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର: ବାଇକ-ସାଇକଲ ଦୁର୍ଘଟଣାରେ ଓୟୁଏଟି କର୍ମଚାରୀ ମୃତ

ଭୁବନେଶ୍ୱର: ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଗଙ୍ଗନଗରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଇଣ୍ଟରନ୍ୟାସନାଲ ହଷ୍ଟେଲରେ ରୋଷେୟା ଭାବେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଶୁକ୍ରବାର ସନ୍ଧ୍ୟା ୭ଟା ୩୦ରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ହଷ୍ଟେଲରୁ ରୋଷେଇ…
ଅଧିକ ଖବର ଦେଖନ୍ତୁ...

ଫରହାନଙ୍କ ସହ ଷ୍ଟେଜ୍‌ ସେୟାର୍‌ କରିବାକୁ ମନାକଲେ ଶ୍ରଦ୍ଧା ! ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡ଼୍‍ର କୋକିଳକଣ୍ଠି ତଥା ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁର୍‌ ଏବେ ତାଙ୍କ ଅଭିନୀତ ଫିଲ୍ମ ‘ସାହୋ’ର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। ଏଥିସହିତ ଅଭିନେତ୍ରୀ ଶ୍ରଦ୍ଧାଙ୍କୁ ନେଇ କିଛିଦିନ ପୂର୍ବରୁ ଖବର ଆସିଥିଲା କି ସେ କୁଆଡ଼େ ଅଭିନେତା ଫରହାନ୍‌ ଅଖତର୍‌ ସହିତ ଲଭ୍‌…
ଅଧିକ ଖବର ଦେଖନ୍ତୁ...

ଚୀନର ମୁକାବିଲା ଲାଗି ଗୋପନରେ ୬ଟି ପରମାଣୁ ଚାଳିତ ବୁଡାଜାହଜ ନିର୍ମାଣ କରୁଛି ଭାରତ

ନୂଆଦିଲ୍ଲୀ : ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ ନୌସେନାର ପ୍ରଭାବ କ୍ରମାଗତଭାବେ ବଢୁଥିବାରୁ ତାହାର ମୁକାବିଲା ପାଇଁ ସଜବାଜ ହେଉଛି ଭାରତ । ଏଥିଲାଗି ଭାରତ ପକ୍ଷରୁ ଗୋପନରେ ୬ଟି ପରମାଣୁ ଶକ୍ତି ଚାଳିତ ସାମରିକ ବୁଡ଼ାଜାହଜ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରାଯାଇଛି । “ମୁଁ କେବଳ…
ଅଧିକ ଖବର ଦେଖନ୍ତୁ...

ଏହି ଛୋଟ ବିମାନରେ ବିଶ୍ୱ ପରିକ୍ରମା କରିବେ ମା-ଝିଅ

ବାଙ୍ଗାଲୋର: ଗୋଟିଏ ଛୋଟ ବିମାନରେ ଏକୁଟିଆ ସାରା ବିଶ୍ୱ ପରିକ୍ରମା କରିବେ ମା ଝିଅ । ବାଙ୍ଗାଲୋରର ସୌଖିନ ପାଇଲଟ୍‌ ଅଡ୍ରେ ଦୀପିକା ମେବେନ ଓ ତାଙ୍କର ୧୯ ବର୍ଷିଆ ଝିଅ ଆମି ମେହେଟା ଏହି କାରନାମା କରିବାକୁ ଅଣ୍ଟା ଭିଡିଛନ୍ତି । ମହିଳା ସଶକ୍ତିକରଣ ବାର୍ତ୍ତା ପ୍ରଚାର ପାଇଁ ସେମାନେ ଏହି…
ଅଧିକ ଖବର ଦେଖନ୍ତୁ...

ତତକ୍ଷଣ ତିନ୍ ତଲାକ୍‌ ଦେଲେ ୩ ବର୍ଷ ଜେଲ୍‌ : ଚିଠା ଆଇନ

ନୂଆଦିଲ୍ଲୀ : ଦେଶରେ ତିନ୍ ତଲାକ୍‌କୁ ମାନ୍ୟବର ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିଥିବା ସତ୍ତ୍ୱେ ଏହି ପ୍ରଥା ଏବେ ବି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଏବେ ଏକ ଆଇନ ପ୍ରସ୍ତୁତ କରୁଛନ୍ତି । ଏହି ଆଇନର ଚିଠା ପ୍ରସ୍ତାବ ଅନୁସାରେ ତତକ୍ଷଣାତ୍ ତିନ ତଲାକ୍‌ ଦେବା ଏକ ଜାମିନ ବିହୀନ ଅପରାଧ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ହକି ଲିଗ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ବିଶ୍ୱ ହକି ଲିଗ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭାରତରେ ଆୟୋଜିତ ହୋଇଥିବା ହକି ବିଶ୍ୱ ଲିଗ ନେଇ ହକି ପ୍ରେମୀଙ୍କ ମନରେ ପ୍ରବଳ ଉତ୍କଣ୍ଠା ଦେଖାଯାଇଛି।…
ଅଧିକ ଖବର ଦେଖନ୍ତୁ...

ମୁଁ କେବେ ବି ହାତରେ ଟଙ୍କା ଧରେନାହିଁ କି ପାଖରେ କ୍ରେଡିଟ୍‌ କାର୍ଡ ରଖେନାହିଁ : ମୁକେଶ ଅମ୍ବାନି

ମୁମ୍ବାଇ: ରିଲାଏନ୍ସ କମ୍ପାନିର ମାଲିକ ମୁକେଶ ଆମ୍ବାନୀ ଟଙ୍କା ଧରନ୍ତି ନାହିଁ। ଏହା ଆଶ୍ଚର୍ଯ୍ୟ ମନେ ହେଉଥିଲେ ବି ସତ! ସେ ଏକଥା ନିଜେ ସ୍ଫଷ୍ଟ କରିଛନ୍ତି। ସେ କହିଛନ୍ତି, ‘ମୋ ପାଇଁ ଟଙ୍କା କିଛି ମାନେ ରଖେନାହିଁ । ଆପଣମାନେ ମତେ ଯେଉଁ ଧନୀର ଉପାଧି ଦେଇଛନ୍ତି ତାକୁ ମୁଁ ଘୃଣା କରେ । ମୁଁ…
ଅଧିକ ଖବର ଦେଖନ୍ତୁ...

ମୋ ଜେଜେମାଆ ଓ ଆମ ପରିବାର ଶିବ ଭକ୍ତ: ଅଣ ହିନ୍ଦୁ ବିବାଦରେ ମତ ରଖିଲେ ରାହୁଲ

ନୂଆଦିଲ୍ଲୀ: ନିକଟରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମନାଥ ମନ୍ଦରିର ଅଣ-ହିନ୍ଦୁ ରେଜିଷ୍ଟର୍‌ରେ ଦରଖାସ୍ତ କରିବା ପରେ ତାଙ୍କ ଧର୍ମକୁ ନେଇ ଯେଉଁ ପ୍ରଶ୍ନ ଉଠିଥିଲା ସେ ସଂପର୍କରେ ମତ ରଖିଛନ୍ତି ରାହୁଲ।  ରାହୁଲ ଗୁରୁବାର ସଂଧ୍ୟାରେ କହିଛନ୍ତି ଯେ ‘ ମୁଁ ହିନ୍ଦୁ ବୋଲି ମୋତେ…
ଅଧିକ ଖବର ଦେଖନ୍ତୁ...